Category: Cyber Crime

ପୁଲିସ ଠାରୁ ଚୋର ଅଧିକ ଅଭିଜ୍ଞ

ସୁ ପ୍ରଭାତ ! କଥାରେ ଅଛି ‘ନେଇ ଜାଣି ଥୋଇ ଜାଣିଲେ ଚୋରି ବିଦ୍ୟା ଭଳ’ ।ଏହାର ଅର୍ଥ ହେଉଛି ଚୋରୀ କରିବାର କଳା କୌଶଳ ମଧ୍ୟ ‘ବିଦ୍ୟା’ର ଅର୍ନ୍ତଭୁକ୍ତ । ବିଦ୍ୟାଦାତ୍ରୀ ଦେବୀ ସରସ୍ପତୀଙ୍କ ପୂଜା ଶ୍ରୀ ପଞ୍ଚମୀ ଅବସରରେ…