Category: NEWS

ଏକ ଅଭିଶପ୍ତ ପୁସ୍ତକ ‘ନୀଲବନ୍ତୀ’

ଆସନ୍ନ ମୃତ୍ୟୁକୁ ଡ଼ାକୁଥିବା ଏକ ଅଭିଶପ୍ତ ପୁସ୍ତକ ‘ନୀଲବନ୍ତୀ’ + ଏହି ପୁସ୍ତକ ଯିଏ ପଢ଼ିବ ତାର ମୃତ୍ୟୁ ହେବ ଅଥବା ପାଗଳ ହେବ ବୋଳି ଜନ ବିଶ୍ୱାସ ରହିଛି + ୧୯୩୫ ମସିହାରେ ବିବେକାନନ୍ଦ ତାଙ୍କ ମୃତ୍ୟୁର ୪ ଘଣ୍ଟା…

ରୁଷିଆ ମିସାଇଲ୍ ଆକ୍ରମଣରେ ଓଡେସା ବନ୍ଦର ଧ୍ୱସ୍ତ

ରୁଷିଆ ମିସାଇଲ୍ ଆକ୍ରମଣରେ ଓଡେସା ବନ୍ଦର ଧ୍ୱସ୍ତବରଗଡ଼,୧୧/୧୧(ନବରତ୍ନ ନିଉଜ) : ଗତକାଳି ଋଷର ଏକ କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନର କୃଷ୍ଣ ସାଗର ତଟରେ ଥିବା ଓଡ଼େସା ବନ୍ଦର ବିଶେଷ ରୂପେ କ୍ଷତିଗ୍ରସ୍ତ ହେବା ସାଙ୍ଗକୁ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି…

ସୋସିଆଲ ମିଡ଼ିଆରେ ଭ୍ରାନ୍ତ ରାଜନୈତିକ ବିଜ୍ଞାପନ ରୋକିବାକୁ ‘ମେଟା’ ନୂତନ ନୀତି ପ୍ରବର୍ତ୍ତନ ଘୋଷଣା

ପରିବର୍ତ୍ତିତ ଟେକନୋଲୋଜି :ସୋସିଆଲ ମିଡ଼ିଆରେ ଭ୍ରାନ୍ତ ରାଜନୈତିକ ବିଜ୍ଞାପନ ରୋକିବାକୁ ‘ମେଟା’ ନୂତନ ନୀତି ପ୍ରବର୍ତ୍ତନ ଘୋଷଣା ସୁରେନ୍ଦ୍ର ହୋତା, ସାମ୍ବାଦିକ ,ବରଗଡ଼୧୧ ନଭେମ୍ବର ୨୦୨୩ସମ୍ପର୍କ ୯୪୩୭୧୧୦୨୫୦