Breaking News
Home / Raja Rani Music Festival

Raja Rani Music Festival

Bhubaneswar-19.01.2016 : (By Biswaranjan Mishra) The pleasant whether with soothing cold in the evening at the verdant premises of the magnificent Rajarani temple bedecked with colourful lights and appliqué works synchronized with enchanting and sonorous music by great stalwarts attributed to a large gathering on the second day of Rajarani Music Festival.
rajarani-music-festival-2016-min
2ND DAY OF THE MUSIC LOVERS ENAMOURED BY THE ENCHANTING MUSIC AT RAJARANI (1)
The evening’s first programme was Santoor play by Pandit Shiv Kumar Sharma. He is credited for making santoor, a popular classical instrument so much so that santoor became his identity. With his sheer brilliance and conviction he has bridged the gap between folk and classical music. In his play the weaving of different patterns in different tempos, rhythms and gaits in the given tala, developed variations creating aesthetics in melodic theme developed from simplicity to complexity increasing embellishment and dynamics. The decorative elements are very judiciously applied so as to enhance the beauty of the compositions. He was accompanied on Tanpura Takahero Tadai and on Tabla Shri Ram Kumar Sharma.
2ND DAY OF THE MUSIC LOVERS ENAMOURED BY THE ENCHANTING MUSIC AT RAJARANI (3)
Evening second presentation was Carnatic Vocal by T. M. Krishna. His humanitarian values heighten his music as well as his writings which cover social and musical issues. His first item was Rag Nataee and Tal Talam followed by five composition of Rag. His rendition in high octave enamoured the audiences who were deeply engrossed by the presentation of this colossus personality in Indian classical music.
2ND DAY OF THE MUSIC LOVERS ENAMOURED BY THE ENCHANTING MUSIC AT RAJARANI (6)
The dignitaries who graced the occasion were Dr. Priyambada Mohanty Hejmadi, Eminent Odissi Dancer; Shri G.V.P Sharma, Principal Secretary, General Administration and Higher Education and Shri N. B. Jawale, Director, Tourism. The programme was compeered by Smt. Sangita Gosain and Dr. Arshiya Sethi.
2ND DAY OF THE MUSIC LOVERS ENAMOURED BY THE ENCHANTING MUSIC AT RAJARANI (7)
ଭୁବନେଶ୍ବର – ତା ୧୯.୦୧.୨୦୧୬ – ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଆୟେ।ଜିତ ରାଜାରାଣୀ ସଙ୍ଗୀତ ମହେ।ତ୍ସବ ଆଜି ଦ୍ବିତୀୟ ବର୍ଣ୍ଣ।ଢ୍ୟ ଓ ଚିତ୍ତାକର୍ଷକ ସନ୍ଧ୍ୟା ସାଙ୍ଗକୁ କର୍ଣ୍ଣ।ଟକୀ ସଂଗୀତ ଓ ସନ୍ତୁର ବାଦନର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହେ।ଇଥିଲା । ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହେ।ଇଥିଲା ବିଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମ।ଙ୍କ ସନ୍ତୁର ବାଦନରୁ । ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ସନ୍ତୁର ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ତାନପୁରାରେ ତକାହିରୋ ତରାଇ ଏବଂ ତବଲାରେ ରାମକୁମାର ଶର୍ମ। ।ଦ୍ବିତୀୟ ପର୍ଯ୍ୟାୟରେ ଥିଲା କର୍ଣ୍ଣ।ଟକି ସଂଗୀତର ପ୍ରସିଦ୍ଧ ଗାୟକ ଓ ସଂଗୀତଜ୍ଞ ପଣ୍ଡିତ ଟି. ଏମ୍ କ୍ରିଷ୍ଣାଙ୍କର କର୍ଣ୍ଣ।ଟକୀ ସଂଗୀତ ପରିବେଷଣ । ସେ ପ୍ରଥମେ ରାଗ ନଟ୍ଟାଇ ତାଳ ତାଳମ୍ ଓ ପରେ ପରେ ରାଗ ପଞ୍ଚମ ପରିବେଷଣ ଭାଗାବେଗ ସହିତ ଶୁଦ୍ଧ ଉଚ୍ଚାରଣ ଓ ଗାମ୍ଭିର୍ଯ୍ୟ ଏବଂ ଚିତ୍ତାକର୍ଷକ ସ୍ବରରେ ସେ ଦୀର୍ଘ ସମୟଧରି ଦର୍ଶକମାନଙ୍କୁ ଆହ୍ଲାଦିତ କରିଥିଲେ । ଆଜି ସଂଧ୍ୟାର ଅତିଥିମାନେ ଥିଲେ ବଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଡ. ପ୍ରୀୟମ୍ବଦା ମହାନ୍ତି ହେଜମାଦି, ଉଚ୍ଚଶିକ୍ଷା ଓ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ଭି.ପି ଶର୍ମ। ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିତିନ୍ ଭାନୁଦାସ ଜୱାଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଡ଼. ଆସିୟା ସେଠୀ ।
2ND DAY OF THE MUSIC LOVERS ENAMOURED BY THE ENCHANTING MUSIC AT RAJARANI (2)
Bhubaneswar.20/01/2016:(By Mano Mani Singh):The concluding evening at the Rajarani temple witnessed scintillating performance on Hindusthani Vocal by Ashwini Bhide Deshpande and Sarod Music by Amaan and Ayaan Ali Khan.
Rajarani Music festival (1)
The first programme of the last evening was Hindusthani Vocal recitals by Ashwini Bhide Deshpande. Her first presentation was Raag Bhum followed by Bandish in Dhrut Tarana “Ab Man Lee”, “Ragan Ke Darbar Biraje Singhasan”, “Pawan Chalata” set to Rag-Paraj and her concluded item was Meera Bhajan “Mayeere Main To Gobinda Leno Mol”. She was accompanied in Tabla by Yati Bhagwat, on Harmonium Siddhesh Bichol Kar and on Tanpura Gourishankar Acharya.
Rajarani Music festival (2)
The second programme of the evening was Instrumental Sarod by Amaan and Ayaan Ali Khan. Their first presentation was Rag Jhinjhoti followed by different instrumental music set to different Rag and Tal. They were accompanied in Tabla by Satyajeet Talwalkar & Shubh Maharaj and on Tanpura Sumanta Kumar Maharana. The art connoisseurs were captivated by the superb presentation of the evening’s musical programme and were present till the end.
Rajarani Music festival (9)
The dignitaries who graced the occasion were Shri Asit Kumar Tripathy, Principal Secretary, Home; Shri G. K. Dhal, Principal Secretary, Tourism; Shri R. K. Mohanty, Director, Culture and Shri D. N. Mallick, Secretary, OSNA. The programme was compeered by Smt. Sangita Gosain and Dr. Arshiya Sethi.
Rajarani Music festival (8)
Rajarani Music festival (7)
Rajarani Music festival (6)
Rajarani Music festival (5)
Rajarani Music festival (4)
ରାଜାରାଣୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧ୍ୟାରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସହିତ ସରଦର ଯାଦୁକରୀ ମୁର୍ଚ୍ଛନା

ଭୁବନେଶ୍ବର – ତା ୨୦.୦୧.୨୦୧୬- ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସଂଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାଦ୍ଧୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନେ।ମୁଗ୍ଧକର ପରିବେଶ ଏ ବର୍ଷ ରାଜାରାଣୀ ଉତ୍ସବକୁ ଅନନ୍ୟ କରିଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଂଗୀତ ପ୍ରେମୀମାନଙ୍କୁ ଖୁବ୍ ଆନନ୍ଦ ଦେଇପାରିଥିଲା ।ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜ।ତିୟ ଖ୍ୟାତି ସମ୍ପନ୍ନ ହିନ୍ଦୁସ୍ଥାନି କଣ୍ଠ ସଂଗୀତ ଶିଳ୍ପୀ ଅଶ୍ବୀନି ଭିଣ୍ଡେ ଦେଶପାଣ୍ଡେଙ୍କ ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ । ସେ ପ୍ରଥମେ ରାଗ ଭୁମ୍ ପରେ ପରେ ଧୃତ ତରାନାର ବନ୍ଦିଶ ‘ଅବ ମାନ ଲେ’, ‘ରାଗନ କେ ଦରବାର ବିରାଜ ସିଂହାସନ’ ତା ପରେ ‘ପବନ ଚଲତା’ ରାଗ ପରାଜ ଏବଂ ଶେଷରେ ମୀରା ଭଜନ ‘ମାୟୀରେ ମେ ତୋ ଗୋବିନ୍ଦ ଲେନୋ ମୋଲ’ ପରିବେଷଣ କରିଥିଲେ । ତାଙ୍କୁ ତବଲାରେ ଯାତି ଭଗତ, ହାରମେ।ନିୟମରେ ସିଦେଶ୍ ବିଚୋଲକର ଓ ତାନପୁରାରେ ଗୌରୀଶଙ୍କର ଆଚାର୍ଯ୍ୟ ସହଯେ।ଗ କରିଥିଲେ ।ଅନ୍ତିମ ସଧ୍ୟାର ଦ୍ବିତୀୟ ପ୍ରସ୍ତୁତି ଥିଲା ଅମନ ଏବଂ ଆୟାନ ଅଲ୍ଲି ଖାନଙ୍କ ଦ୍ବାରା ସରେ।ଦ ବାଦନ । ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ ଝିନଝୋଟୀ ପରେ ପରେ ବିଭିନ୍ନ ତାଳ ଓ ରାଗରେ ସରୋଦ ବାଦନ ସୀତୁଆ ସାଙ୍ଗକୁ ଝିପି ଝିପି ବର୍ଷ।ରେ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ତାଙ୍କୁ ତବଲାରେ ସତ୍ୟଜିତ ତଲ୍‌ୱାଲ କର ଓ ଶୁଭ ମହାରାଜ ଏବଂ ତାନପୁରାରେ ସୁମନ୍ତ କୁମାର ମହାରଣା ସହଯେ।ଗ କରିଥିଲେ ।ଉଦ୍ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ଗୃହ ବିଭାଗର ପ୍ରମୁଖ ଶ।ସନ ସଚିବ ଅସିତ କୁମାର ତ୍ରିପାଠୀ, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଗଗନ କୁମାର ଧଳ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜିତ କୁମାର ମହାନ୍ତି ଏବଂ ଓଡିଶ। ସଂଗୀତ ନାଟକ ଏକାଡେମୀର ସଂପାଦକ ଧିରେନ୍ଦ୍ର ନାଥ ମଲ୍ଲିକ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଡ଼. ଆସିୟା ସେଠୀ ।

Skip to toolbar