Breaking News

Vigilance activities

Vigilance activities Bhubaneswar ,27th December 2017 (By Abdul Sattar Khan) (I)             EX-OAS OFFICER CONVICTED IN DISPROPORTIONATE ASSETS CASE.                    On receipt of reliable information regarding possession of Disproportionate assets beyond known sources of income by Sri Santosh Kumar Das, OAS-I, Ex-Joint Secretary to Govt., G.A Department, Bhubaneswar (Retd.), his (i) residential Govt. Qr. situated at Unit-I, Bhubaneswar, (ii) paternal house at ... Read More »

Three finalists from Odisha in fray for KIIT Nanhi Pari Finale

Three finalists from Odisha in fray for KIIT Nanhi Pari Finale Bhubaneswar 27th December 2017 ( By Prasant Kumar Bhuyan) Bringing laurels for the State, three girls from Odisha have been selected for the Grand Finale of the coveted KIIT Nanhi Pari Little Miss India-2017 scheduled to be held in Bhubaneswar from December 29-30. Tanushree Rout, Janhavi Pathak and KR ... Read More »

Vote for Odia language

ଭୋଟ୍ ପାଇଁ ଭାଷା, ବିଜେଡ଼ିର ଆଉ ଏକ ପ୍ରବଞ୍ଚନା: ପ୍ରସାଦ ଭୁବନେଶ୍ୱର ତା ୨୭.୧୨,୨୦୧୭ (ମୀନକେତନ ଜେନା)- ୨୦ବର୍ଷର ଦଳ, ·ରିପାଳିର ବିଜେଡ଼ି ସରକାରକୁ ୪୨୦ ବୋଲି ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି । ଓଡ଼ିଶାର ପ୍ରଗତି ଠପ୍ ହୋଇଯାଇଥିଲାବେଳେ ଚତୁରତାରସହ ସେ ଭୋଟ ପାଇଁ ଭାଷା କଥା ଉଠାଇଛନ୍ତି, ଯେଉଁ ଭାଷାକୁ ସେ ୧୭ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହି ମଧ୍ୟ ଶିଖିପାରିଲେ ନାହିଁ । ଓଡ଼ିଶାବାସୀଙ୍କୁ ଭୂଆଁବୁଲାଇବାରେ ପାରଙ୍ଗମ ... Read More »

National seminar on Crammer

ଶାସ୍ତ୍ରୀୟ ବ୍ୟାକରଣ ପରମ୍ପରା ଉପରେ ରାଷ୍ଟ୍ରୀୟ କର୍ମଶାଳା ଭୁବନେଶ୍ୱର, ୨୬.୧୨ .୨୦୧୭ (ଜିତେନ୍ଦ୍ର ସାହୁ): ଲୋକଭାଷା ପ୍ର·ର ସମିତି ଓ କେଦାର ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତ, ଓଡ଼ିଆ, ପାଲି, ପ୍ରକୃତି ଓ ଅପଭ୍ରଂଶ ଭାଷାମାନଙ୍କର ଶାସ୍ତ୍ରୀୟ ବ୍ୟାକରଣ ଉପରେ ଏକ ବୌଦ୍ଧିକ କର୍ମଶାଳା ୨୪ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ସଭାପତି ଶ୍ରୀ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଅଛି । ଭାରତର ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟନ କରିବା ପରେ ସଂସ୍କୃତ ବ୍ୟାକରଣର ପ୍ରଫେସର ଗୋପାଳକୃଷ୍ଣ ... Read More »

BJEMS celebrates 43rd Annual Day, Dreamscape-2017

BJEMS celebrates 43rd Annual Day, Dreamscape-2017 Bhubaneswar, December 27th: (By Minaketan Jena)  Ahead of New Year Celebrations, the 43rd Annual Day Celebration of BJEM School, Bhubaneswar, Dreamscape has struck the emotional chord of the crowd with zest, vibrancy and elation. The two day long Annual Day Celebration on 27th and 28th December 2017 has been scheduled to be graced byProf. Surendra ... Read More »

Adhar link in Face book

ଫେସଵୁକରେ ଆଧାର ଲିଙ୍କ୍ ନେଇ ଯେଉଁ ଚର୍ଚ୍ଚା ଉଠିଥିଲା ତାହା ଆଗାମୀ ଦିନରେ ଫେସଵୁକ୍ କରିପାରେ ଵୋଲି କହିଛି । ଭୁବନେଶ୍ୱର,୨୭ ଡିସେମ୍ବର୨୦୧୭(ମୀନକେତନ ଜେନା) ଯେଉଁମାନେ ଵର୍ତମାନ ନିଜ ମୋଵାଇଲ୍ ଜରିଆରେ ଫେସଵୁକ୍ ରେ ନୂଆ ଆକାଉଣ୍ଟ ଖୋଲିଵାକୁ ଚାହିଁଵେ ସେମାନେ ଆଧାର କାର୍ଡରେ ଦେଇଥିଵା ନାଁକୁ ଫେସଵୁକରେ ଲେଖିଵା ପାଇଁ କୁହାଯାଇଛି । ଏଥିପାଇଁ ଆପଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଫେସଵୁକ୍ ଅପସନ ମଧ୍ୟ ଦେଇଛି । ଆଧାର କାର୍ଡରେ ଦିଆଯାଇଥିଵା ନାଁ ଫେସଵୁକରେ ଦେଵା ଦ୍ବାରା ଲୋକମାନେ ନିଜ ଵନ୍ଧୁ ଓ ପରିଵାର ... Read More »

Seminar of Global peace foundation

ଗ୍ଲୋବାଲ ପିସ୍ ଫାଉଣ୍ଡେସନର ବିଶ୍ୱଶାନ୍ତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ଭୁବନେଶ୍ୱର, ୨୭.୧୨.୨୦୧୭ (ଜିତେନ୍ଦ୍ର ସାହୁ): ଭୟ, ଅଶାନ୍ତି ଓ ଆଙ୍କାରେ ଅସ୍ଥିର ମଣିଷ ଆଜି ପ୍ରତି ମୂହୁର୍ତ୍ତରେ ନିଜକୁ ଅସୁରକ୍ଷିତ ମଣିବା ସଙ୍ଗେ ସଙ୍ଗେ ସମଗ୍ର ମାନବ ସମାଜ ଓ ସଭ୍ୟତା ଆଜି ବିପଦଗ୍ରସ୍ତ । ଆଜିର ସମାଜରେ ବିଜ୍ଞାନ ସବୁକିଛି ସୁବିଧା ସୁଯୋଗ ଖଞ୍ଜି ଦେଇଥିବା ସତ୍ତେ୍ୱ ମଣିଷ ଆଜି ପ୍ରାଚୁର୍ଯ୍ୟ, ଅର୍ଥ ଆଦି ଭିତରେ ନିଜକୁ ହଜେଇ ଦେବା ପାଇଁ ଚେଷ୍ଟା କରିଛି । ଦେଶ ଦେଶ ମଧ୍ୟରେ ... Read More »

Nursing strike withdrawn

ନର୍ସିଂ ଆସୋସିଏସନର ଆନ୍ଦୋଳନ ମାସକ ପାଇଁ ସ୍ଥଗିତ ଭୁବନେଶ୍ୱର, ୨୭.୧୨ .୨୦୧୭ (ମୀନକେତନ ଜେନା): ଓଡ଼ିଶା ନର୍ସିଂ ଆସୋସିଏନ ପକ୍ଷରୁ ସାରା ରାଜ୍ୟରେ ଆଜିକୁ ୧୦ ଦିନ ଧରି ·ଲିଥିବା ଧାରଣା ଓ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ସ୍ୱାସ୍ଥ୍ୟ ସଚିବଙ୍କ ପୂର୍ଣ୍ଣ ପ୍ରତିଶ୍ରୁତି ପରେ ଆସନ୍ତା ମାସେ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ଆସୋସିଏସନର ସାଧାରଣ ସମ୍ପାଦିକା ପ୍ରଭାତି ମହାନ୍ତି ଜଣାଇଛନ୍ତି ।·କିରୀର ନିୟମିତତା, ଓଆରଭି ଆକ୍ଟ ଉଚ୍ଛେଦ କରିବା, ଆରଏସିପି ଲାଗୁ, ପ୍ରମୋଶନ ଲାଗୁ କରିବା, ଦରମା ଅସଂଗତି ଦୂର କରିବା, ... Read More »

International BISWA HINDU PARISAD SAMMILANI every villages in India and VHP 

International BISWA HINDU PARISAD SAMMILANI every villages in India and VHP  BHUBANESWAR – From 25th -27th November all the Leaders /saints from all the caste, creed came together in Udupi and slammed casteism by clarifying that Untouchability is not a product of Hinduism and there should not be any prejudice because all should be treated equally well in a Hindu society. For ... Read More »

Statement of BJP

ମୁଖ୍ୟମନ୍ତ୍ରୀଙ୍କ ଭାଷାପ୍ରେମ ଓଡିଆଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଦିଷ୍ଟ : ବିଶ୍ୱଭୂଷଣ ହରିଚନ୍ଦନ ଭୁବନେଶ୍ୱର, ତା ୨୭/୧୨/୨୦୧୭(ମୀନକେତନ ଜେନା) : ମୁଖ୍ୟମନ୍ତ୍ରୀଙ୍କ ଅଭୁତପୂର୍ବ ଓଡିଆ ଭାଷା ପ୍ରେମ ଓଡିଆ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ଯୋଜନାବଦ୍ଧ ରାଜନୈତିକ ରଣକୋ÷ଶଳ । ରାଜ୍ୟ ଶାସନର ପ୍ରତିଟି କ୍ଷେତ୍ରର ବ୍ୟର୍ଥ ହେବା ଯୋଗୁ ଊପୁଜିଥିବା ଜନ ଅସନ୍ତୋଷରୁ ରକ୍ଷା ପାଇବା ପାଇଁ ଲୋକଙ୍କର ଭାବାବେଗ ସହିତ ଜଡିତ ଓଡିଆ ଭାଷାକୁ ଅମୋଘ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି । ପୂର୍ବରୁ ସମସ୍ତ ପରମ୍ପରାକୁ ... Read More »

Skip to toolbar