Breaking News

BJP will rise the farmer’s issue from grass root level

ପ୍ରକୃତ କ୍ଷତି ଗ୍ରସ୍ତ ଚାଷୀ ଚିହ୍ନଟ, ଚିହ୍ନଟର ସମୟ ସୀମା ସ୍ଥିର ଓ ତୁରନ୍ତ କ୍ଷତ ିପୂରଣ ଦାବିରେ ସବୁ ଆରଆଇ ଅଫିସ ସାମନାରେ ହେବ ଚାଷୀ ଆନ୍ଦୋଳନ  ନଭେମ୍ବର ୨୨ରୁ ୩୦ ବିଜେପି ନେତାମାନେ ତୃଣମୂଳ ସ୍ତର ପର୍ଯନ୍ତ ଯାଇ ଉଜୁଡା କ୍ଷେତର ପରିଦର୍ଶନ କରିବେ  ଡିସେମ୍ବର ମାସ ସାରା ହେବ ରାଜ୍ୟ ବ୍ୟାପୀ ବିକ୍ଷୋଭ ଓ ଆନ୍ଦୋଳନ  ନକଲି ବିହନ, ନକଲି କୀଟନାଶକ ରାଜ୍ୟ ଚାଷୀକୂଳର ସର୍ବନାଶ କରିଛି  ନକଲି ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ... Read More »

Annual Day of Sarbasadharana

‘ସର୍ବସାଧାରଣ’ ର ବାର୍ଷିକ ଉତ୍ସବ ସାମ୍ବାଦିକଙ୍କ ସୁରକ୍ଷା ସଙ୍କଟରେ: ବିଭୂତି ଦେଶରେ ମୁଦ୍ରିତ ଗଣମାଧ୍ୟମର ଆଦୃତି ବଢ଼ିଛି : ସତ୍ୟ ନାରାୟଣ ଭୁବନେଶ୍ୱର, (ଜିତେନ୍ଦ୍ର ସାହୁ) ସମାଜରେ ପରିବର୍ତ୍ତନ ଆଣିବାରେ ସାମ୍ବାଦିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏକ କ୍ଷୁଦ୍ରାତି କ୍ଷୁଦ୍ର ପ୍ରସଙ୍ଗକୁ ଲୋକଲୋଚନକୁ ଆଣି ସେ ଏକ ବୈପ୍ଲବିକ ଆନ୍ଦୋଳନ ସୃଷ୍ଟି କରେ । ସାମ୍ବାଦିକର କଲମ ଉପରେ ସାଧାରଣ, ଦରିଦ୍ର, ନିଷ୍ପେସିତ ଲୋକ ନ୍ୟାୟ ପାଇଁ ଅପେକ୍ଷା କରିଥାଏ । କିନ୍ତୁ ଆଜି ସାମ୍ବାଦିକର ସ୍ୱାଧୀନତା ସଙ୍କଟରେ । ଅନ୍ୟାୟ ଓ ଅବିଚାର ବିରୋଧରେ ... Read More »

BJP leaders & Congress councillor of Deogarh join BJD in Navin Nivas

ଦେବଗଡ଼ର ଶତାଧିକ ବିଜେପି କର୍ମୀ ଓ କଂଗ୍ରେସ କାଉନସିଲର ବିଜେଡିରେ ମିଶିଲେ ଭୁବନେଶ୍ୱର, ୨୧ ନଭେମ୍ବର ୨୦୧୭ (ପ୍ରଶାନ୍ତ କୁମାର ଭୁୟାଁ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଦେବଗଡ଼ ଜିଲ୍ଲା ରିଆମାଳ, ତିଲେଇବଣି ଓ ବାରକୋଟ ବ୍ଲକର ବିଜେପିର ୪ ସମିତି ସଭ୍ୟ, ୪ ଜଣ ସରପଞ୍ଚ, କଂଗ୍ରେସ କାଉନସିଲର ମନୋଜ ମଞ୍ଜରୀ ସେଠିଙ୍କ ସହ ଶତାଧିକ ବିଜେପି କର୍ମୀ ଚିତ୍ତ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ... Read More »

EMAR MUTT SILVER HOARD HAS ORIGINS IN THE GREAT ORISSA FAMINE OF 1866 NA’ANKA DURBHIKSHYA

EMAR MUTT SILVER HOARD HAS ORIGINS IN THE GREAT ORISSA FAMINE OF 1866 NA’ANKA DURBHIKSHYA Bhubaneswar 20th Nov 2017 (By Prasanta Kumar Bhuyan) : The  Silver Ingots recovered from the Emar Mutt have  links with the Great Orissa Famine of 1866, the Na’Anka Durbhikshya. According to Anil Dhir, conclusive evidence has been found that proves that the bullion was part ... Read More »

16th Bargarh Book fare started

ଷୋଡ଼ଶ ବରଗଡ଼ ପୁସ୍ତକ ମେଳା ଉଦ୍‍ଘାଟିତ ବରଗଡ଼,୨୦/୧୧/୨୦୧୭- ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆ ପରିସରରେ ଗାନ୍ଧୀ ସ୍ମୃତି ପାଠାଗାର ଆନୁକୂଲ୍ୟରେ ଆୟୋଜିତ ଷୋଡ଼ଶ ବରଗଡ଼ ପୁସ୍ତକ ମେଳା ଆଜି ଆନୁଷ୍ଠାନିକ ରୂପେ ଉଦ୍‍ଘାଟିତ ହୋଇଯାଇଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ବରଗଡ଼ ନଗରପାଳ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗାନ୍ଧୀ ସ୍ମୃତି ପାଠାଗର ର ସଭାପତି ଅରୁଣ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ... Read More »

Press meet of ABVP

ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କରେ ଶିକ୍ଷା ବିପର୍ଯ୍ୟସ୍ତ ଛାତ୍ରୀ ସୁରକ୍ଷା ସମ୍ବେଦନଶୀଳ ଅବସ୍ଥାରେ ପହଞ୍ଚିଛି: ଏବିଭିପି   ଭୁବନେଶ୍ୱର, ୧୯/୧୧/୨୦୧୭,(ଜିତେନ୍ଦ୍ର ସାହୁ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରନେତାମାନଙ୍କୁ ନେଇ ଆୟୋଜିତ ଏକ ଦିବସୀୟ କାର୍ଯ୍ୟଶାଳା ବରମୁଣ୍ଡାସ୍ଥିତ ଏବିଭିପିର ପ୍ରାନ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳାରେ ଛାତ୍ରନେତାମାନଙ୍କ ସହ ଦିନଯାକର ଆଲୋଚନା ପରେ ସଂଧ୍ୟାରେ ଆୟୋଜିତ ପେସମିଟ୍ରେ ବିପର୍ଯ୍ୟସ୍ତ ଶିକ୍ଷାସ୍ଥିତି ତଥା ଛାତ୍ରୀ ସୁରକ୍ଷାରେ ଢିଲା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ଆଜି ଏବିଭିପିର ... Read More »

Dalai Lama to Receive 10th KISS Humanitarian Award

Dalai Lama to Receive 10th KISS Humanitarian Award   Bhubaneswar :19th November 2017 (By prasant Kumar Bhuyan)  His Holiness the 14th Dalai Lama has been chosen for the prestigious Kalinga Institute of Social Sciences (KISS) Humanitarian Award for the year 2017. The award will be conferred on Dalai Lama on 21st November 2017 at a special function in KISS. It is for the first time ... Read More »

Indira Gandhi Jayanti celebrated at Bhubaneswar

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିିତ ଭୁବନେଶ୍ୱର ତା ୧୯.୧୧.୨୦୧୭(ମୀନକେତନ ଜେନା)- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଶତବାର୍ଷିକ ପାଳନ ଅବସରରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀମତୀ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ ଇନ୍ଦିରା ପାର୍କଠାରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଇନ୍ଦିରା ଗାନ୍ଧୀ ... Read More »

Skip to toolbar