Breaking News
  • Bijepur By election : Vehicle detained by police

    Bijepur By election : Vehicle detained by police

    ବିଜେପୁର ଉପନିର୍ବାଚନ ୩ ଲକ୍ଷ ଟଙ୍କା ଧରି ଯାଉଥିବା ଦୁଇ ଗାଡ଼ି ଅଟକ ବରଗଡ଼: ବିଜେପୁର ଉପ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ...

  • Press meet of BJP

    Press meet of BJP

    ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କ ସହ କୁରୁସଭାରେ ଦ୍ରୌପଦୀ ବସ୍ତ୍ରହରଣ ସ୍ଥିତି ଉତ୍ପନ୍ନ କରା ଯାଇଥିଲା: ରାଜେଶ୍ୱର...

  • Science of Politics : By Surendra Hota

    Science of Politics : By Surendra Hota

    ରାଜନୈତିକ ରମ୍ୟରଚନା ରାଜନୀତି କେତେ ବିଜ୍ଞାନ ସମ୍ମତ? (ସୁରେନ୍ଦ୍ର କୁମାର ହୋତା)– ରାଜନୀତି ସହ ଜଡ଼ିତ ଜ୍ଞାନକୁ ...

  • Vision of 33 year old man suffering from a rare congenital eye disorder restored at Dr. Agarwal’s Eye Hospital

    Vision of 33 year old man suffering from a rare congenital eye disorder restored at Dr. Agarwal’s Eye Hospital

    Vision of 33 year old man suffering from a rare congenital eye disorder restored at Dr. Agarwal’s Ey...

  • Video conferencing taken by DGP

    Video conferencing taken by DGP

    Bhubaneswar ,13.02.2018 (By Prasant Kumar Bhuyan ) A video conferencing was taken by DGP, Odisha tod...

Mahanadi Bachao

ସଂସଦ ସମ୍ମୁଖରେ ସତ୍ୟାଗ୍ରହ ଓ ବିକ୍ଷୋଭ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଶତାଧିକ କର୍ମୀ ଗିରଫ ଭୁବନେଶ୍ୱର, ୨୦.୧୨.୨୦୧୭-((ମୀନକେତନଜେନା)): ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ·ଲିଥିବା ସତ୍ୟାଗ୍ରହ ଆଜି ତୃତୀୟ ଦିନରେ ପହଞ୍ôଚଛି । ସତ୍ୟାଗ୍ରହୀମାନେ ଆଜି ଏକ ଶୋଭାଯାତ୍ରା ମାଧ୍ୟମରେ ବିକ୍ଷୋଭ କରିଥିଲେ । ମହାନଦୀ ସଂକ୍ରାନ୍ତରେ ସଂସଦରେ ଆଲୋଚନା ହୋଇପାରୁ ନଥିବାରୁ ସତ୍ୟାଗ୍ରହୀମାନେ ଗଭୀର କ୍ଷୋଭ ପ୍ରକାଶ କରି ଏକ ଶୋଭାଯାତ୍ରାରେ ବାହାରି ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାକୁ ଯାଉଥିବା ସମୟରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ପୋଲିସ୍ର ଅଟକାଇବା ... Read More »

Workshop on MMR

ପିକକ୍ ପକ୍ଷରୁ ମାତୃତ୍ୱ, ନବଜାତ ଶିଶୁ, ଶିଶୁ ସ୍ୱାସ୍ଥ୍ୟ ଓ ଶିଶୁ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା ଭୁୁବନେଶ୍ୱର, ତା.୨୦/୧୨/୨୦୧୭(ମୀନକେତନ ଜେନା) : ଭୁବନେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ମାତୃତ୍ୱ, ନବଜାତ ଶିଶୁ, ଶିଶୁ ସ୍ୱାସ୍ଥ୍ୟ ଓ ଶିଶୁ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ଆୟୋଜିତ ଓ ଆଡପସନ୍ସ ସହଯୋଗରେ ଅନୁଷ୍ଠିତ ହୋଇଯାଇଅଛି । ପିକକ୍ର ସଂପାଦକ ରଂଜନ କୁମାର ମହାନ୍ତି ଉକ୍ତ କର୍ମଶାଳାରେ ସଭାପତିତ୍ୱ କରି ବର୍ତ୍ତମାନ ନବଜାତ ଶିଶୁ ଓ ମାତ୍ୟୃ ମୃତ୍ୟୁହାର ସଂପର୍କରେ ଅବଗତ କରାଇଥିଲେ ... Read More »

Press conference of BJP

ଘୋଷଣା ସର୍ବସ୍ୱ ନବୀନ ସରକାର ଯୋଗୁ ନବରଙ୍ଗପୁର ମକା ଚାଷୀ ଅଭାବୀ ବିକ୍ରୀର ଶୀକାର : ବିଜେପି ୍ଡ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ମକା ଚାଷ ପାଇଁ ଯେଉଁ ଯୋଜନା ଓ ସମୟ ଧ୍ୟାର୍ଯ୍ୟ କରିଥିଲେ, ଯଦି ତାହା କାର୍ଯ୍ୟକାରୀ ହୋଇଥାନ୍ତା ଜିଲ୍ଲାର ମକା ଚାଷୀ ମାନଙ୍କୁ ବିପର୍ଯ୍ୟୟର ସାମନା କରିବାକୁ ପଡି ନ ଥାନ୍ତା ୍ଡ ୧୪.୧୦.୨୦୧୫ରେ ମକା ମିଶନ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଓ ୨୨.୦୭.୨୦୧୬ରେ ନବରଙ୍ଗପୁର ଜିଲ୍ଲାର ବିକାଶ ତ୍ୱରାନ୍ୱିତ କରିବା ପାଇଁ ... Read More »

New office bearer of Parents association BBSR KV (1)

କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ପ୍ୟାରେଣ୍ଟସ୍ ଆସୋସିଏସନ୍ର ନୂତନ କର୍ମକର୍ତା ନିର୍ବାଚିତ ଭୁବନେଶ୍ୱର, ୨୦/୧୨/୨୦୧୭ (ଅବଦୁଲ ସତ୍ତାର ଖାଁ) : କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ପ୍ୟାରେଣ୍ଟସ୍ ଆସୋସିଏସନର ନୂତନ କର୍ମକର୍ତା ନିର୍ବାଚନ ପ୍ରକ୍ରିୟା ହୋଇଯାଇଛି । ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଆସୋସିଏସନର ନିର୍ବାଚନ ପ୍ରକ୍ରିୟା ଆୟୋଜିତ ହୋଇଥିଲା । ଏଥିରେ ସଂଖ୍ୟାଧିକ ଅଭିଭାବକମାନେ ଯୋଗ ଦେଇ ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟାରେ ସମ୍ମତି ପ୍ରଦାନ କରିଥିଲେ । ୨୦୧୮ ବର୍ଷରୁ ନୂତନ ଭାବେ ସେକେଣ୍ଡ ସିଫ୍ଟର ଅଭିଭାବିକା ତାପସୀ ଦାଶ(ସଭାପତି), ... Read More »

Agricultural loan weaving not possible : Union Agriculture minister

କୃଷିଋଣ ଛାଡ଼ ପାଇଁ ବିଜେପି ଆନ୍ଦୋଳନର ଜବାବ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ ଭୁବନେଶ୍ୱର,୨୦/୧୨/୨୦୧୭ (ପ୍ରଶାନ୍ତ କୁମାର ଭୁୟାଁ): ଓଡ଼ିଶାରେ କୃଷି ଋଣ ଛାଡ଼ ପାଇଁ ବିଜେପି ନେତାମାନେ ଦାବି କରିଆସୁଥିଲା ବେଳେ ଏହାର ଠିକଣା ଜବାବ ସେମାନଙ୍କୁ ନିଜ ଦଳର ନେତା ତଥା କେନ୍ଦ୍ର କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଦେଇଛନ୍ତି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟ ସରକାର କୃଷି ଋଣ ଛାଡ଼ ଘୋଷଣା କରିବା ପରେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ରାଜ୍ୟ ବିଜେପି ନେତାମାନେ ବାର ... Read More »

Demonstration of Gaun Sathi Sangha

ଗାଁସାଥୀଙ୍କ ନିଯୁକ୍ତି ପ୍ରସଙ୍ଗ ବିଧାନ ସଭା ଆଗରେ ଗାଁସାଥୀଙ୍କ ବିଶାଳ ପ୍ରଦର୍ଶନ ଭୁବନେଶ୍ୱର, ୨୦ ଡ଼ିସେମ୍ବର ୨୦୧୭ (ଜିତେନ୍ଦ୍ର ସାହୁ) : ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରାୟ ୧୦,୦୦୦ରୁ ଉଦ୍ଧ୍ୱର୍ ପ ।ୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ଗାଁସାଥୀ ସଂଗଠକମାନେ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ରେଲ୍ୱେ ଷ୍ଟେସନରୁ ବାହାରି ବିଧାନ ସଭା ବ୍ୟାରିକେଡ୍ ଆଗରେ ଏକ ପ୍ରତିବାଦ ସଭା କରିଥିଲେ । ପ୍ରମୁଖ ଦାବୀ ଥିଲା ରାଜ୍ୟର ସମସ୍ତ ... Read More »

International minatory Rights Day observed

ଆନ୍ତର୍ଜାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ପାଳିତ ଭୁବନେଶ୍ୱର, :(ଅବଦୁଲ ସତ୍ତାର ଖାଁ) ଆନ୍ତର୍ଜାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ଅବସରରେ ଆଜି ସ୍ଥାନୀୟ ଇଡ୍କଲ ଅଡ଼ିଟୋରିୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି । ମିଳିତ ସଂଖ୍ୟାଲଘୁ ସାମ୍ମୁଖ୍ୟ ତରଫରୁ ଏବଂ ଓଡ଼ିଶା ଖ୍ରୀଷ୍ଟିୟାନ ସଂଖ୍ୟାଲଘୁ ଫୋରମ ତଥା ଇଣ୍ଡିଆନ ଏଭେନ୍ ଜେଲିକାଲ ଆସୋସିଏସନର ସହଯୋଗରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଏହି ଦିବସର ... Read More »

Appeal of Dr Damodar Rout Minister Government of Odisha on Bramhin Issue

‘ଅର୍ଥକୁ ଅନର୍ଥ କରି ବ୍ରାହ୍ମଣ ସମାଜକୁ ନିନ୍ଦିତ କରା ନଯାଉ’ ଡା. ଦାମୋଦର ରାଉତ ଆମର ବୃତ୍ତି, ସଂସ୍କୃତି ଏବଂ ପରମ୍ପରା ସଂପର୍କରେ ମୋର ସମ୍ୟକ ନ ହେଲେ ବି ସାଧାରଣ ଜ୍ଞାନ ରହିଛି  ବୋଲି ମୁଁ ଭାବେ । ତେବେ ମୋର ଦୁର୍ଭାଗ୍ୟ ମତେ ନିନ୍ଦିତ କରିବା ପାଇଁ ଅର୍ଥକୁ ଅନର୍ଥ କରି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମତେ  ସମାଲୋଚନାର ଶରବ୍ୟ କରିଥାଆନ୍ତି । ସମ୍ଭବତଃ ଏହା ରାଜନୀତିକ ଉଦ୍ଦେଶ୍ୟରୁ ପ୍ରାୟୋଜିତ ହୋଇପାରିଥାଏ । ଗତ ୧୭ ତାରିଖ ସନ୍ଧ୍ୟାରେ ମାଲ୍ୟବନ୍ତ ମହୋତ୍ସବରେ ମୋର ବକ୍ତବ୍ୟ ... Read More »

Capacity building programme of National Mission on Libraries in KIIT

Capacity building programme of National Mission on Libraries in KIIT Bhubaneswar 20th December 2017 (by Prasant Kumar Bhuyan) The capacity building programme of National Mission on Libraries for Public Library Personnel was inaugurated on 18th December 2017 at KIIT premises. The five day long programme of Nation Mission of Libraries in Association with KIIT Deemed to be University from 18th ... Read More »

All India Postal Cultural Meet Inaugurated -Governor Dr. S. C. Jamir.

All India Postal Cultural Meet Inaugurated –Governor Dr. S. C. Jamir.   Bhubaneswar, 20/12/2017– (By Minaketan Jena) Rich heritage of Indian Postal System is rightly a source of great national pride In a nation like ours, there are few national services that bind us together as efficienntly as the postal system. Rich heritage of Indian Postal System is rightly a source of great national ... Read More »

Skip to toolbar