Breaking News

Demonstration of Nava Nirman Krusak Sanghathan on Kandhamal issue

କନ୍ଧମାଳ ପୁଲିସ ଗୁଳିରେ ୫ ନିରିହ ଆଦିବାସୀଙ୍କ ମୃତୁ୍ୟ ପ୍ରତିବାଦରେ ଓ ସ୍ଥାନୀୟ ଆଇଜି ଓ ଏସ୍ପିଙ୍କ ନିଲମ୍ବନ ଦାବିରେ ମୌନ ଉପବାସ ଓ ଧାରଣା କଟକ,୧୪ା୭୨୦୧୬ (ମନୋମାନୀ ସିଂ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡ଼ୁମୁହାରେ ପୁଲିସ ଗୁଳିରେ ମୃତ ୫ ଜଣ ଆଦିବାସୀଙ୍କ ମୃତୁ୍ୟ ପ୍ରତିବାଦରେ ରାଜ୍ୟର ପ୍ରମୁଖ ଗଣସଂଗଠନ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କଟକସ୍ଥିତ ପୁଲିସ ମୁଖ୍ୟାଳୟ ସାମ୍ନାରେ ମୌନ ଉପବାସ ଓ ଧାରଣା ଅନୁଷ୍ଠିତ ହୋଇଯାଇଛଇ। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୁଲିସ କାମ ... Read More »

BJP Central team at Kandhamal on 15th July

ଆସନ୍ତାକାଲି କନ୍ଧମାଳରେ ବିଜେପି ସଂସଦୀୟ ଦଳ: ବିଜେପି ଭୁବନେଶ୍ୱର, ତା.୧୪/୦୭/୨୦୧୬ (ମନୋମାନୀ ସିଂଙ୍କ ରିପୋର୍ଟ): ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ଶ୍ରୀ  ବିନୟ ସହସ୍ରବୁଦେ୍ଧ, ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଶ୍ରୀମତୀ ଜ୍ୟୋତି ଧ୍ରୁବେ ଏବଂ ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ଶ୍ରୀ ରାମ ବିଚାର ନେତାମ୍ ଆସନ୍ତାକାଲି ଅପରାହ୍ନ ୧.୧୫ମିନିଟ୍ରେ ଏୟାର ଇଣ୍ଡିଆ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ସିଧାସଳଖ କନ୍ଧମାଳ ଗସ୍ତ କରିବେ । ଫୁଲବାଣୀ ଠାରେ ରାତ୍ରିଯାପନ ପରେ ୧୬ତାରିଖ ଦିନ ଗୁମୁଡ଼ୁମାହା ଗୁଳିକାଣ୍ଡରେ ପୀଡ଼ିତ ପରିବାରବର୍ଗକୁ ଭେଟିବେ ... Read More »

News in Pictures: 14th July 2016

Bhubaneswar 14.07.2016: Chief Minister Shri Naveen Patnaik handing over appointment letters  to newly recruited Livestock Inspectors of F&ARD Department at Jayadev Bhawan on 14-7-2016. Photo: Biswaranjan Mishra Bhubaneswar 14.07.2016: A Tata Somo bearing no -OD-02-j-2155 was burn due to battery short circuit at   near LIC Office  , Nayapali, Bhubaneswar  at about 11.45 am, One turn out of Bhubaneswar:Photo: Biswaranjan Mishra   ... Read More »

NCSC Chairman Dr. P.L. Punian Visit to Kandhamal today

ଅନୁସୂଚିତ ଜାତି ଆୟୋଗ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ପି.ଏଲ୍. ପୁନିଆଁ ଅନୁସନ୍ଧାନ ପାଇଁ ୧୪ରେ କନ୍ଧମାଳ ଆସୁଛନ୍ତି ଭୁବନେଶ୍ୱର, ତା ୧୪ା୭.୨୦୧୬ (ôବିଶ୍ୱରଞ୍ଜନ ମିଶ୍ର) : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଗୁମୁଡ଼ିମାହା ଠାରେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିବା ଦଳିତ ଓ ଆଦିବାସୀ ପରିବାରକୁ ଭେଟି ଘଟଣାର ତଦନ୍ତ ପାଇଁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଡକ୍ଟର ପି.ଏଲ୍. ପୁନିଆଁ ଆଜି କନ୍ଧମାଳ ଗସ୍ତ କରିବେ । ଡକ୍ଟର ପୁନିଆଁ ସକାଳ ଘ.୯.୧୫ମି. ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ସଡ଼କ ... Read More »

SPECIAL TRAINS FOR BAHUDA & SUNAVESA

Bhubaneswar 14.07.2016 (By Mano Mani Singh)-With an aim to provide comfortable journey to the commuters and to avoid rush in regular trains to and from Puri during the world famous Car Festival-2016 of Lord Jagannath,  East Coast Railway has provided special trains from different parts of the state including the special trains to and from neighbouring states.Apart from the regular ... Read More »

Biju Centenary Marathon in Odisha schedule from 19th July to 9th August

ଭୁବନେଶ୍ୱର,୧୩/୭/୨୦୧୬ (ମନୋମାନୀ ସିଂ)-‘ବିଜୁ ଜନ୍ମ ଶତବାର୍ଷିକୀ ସ୍ମାରକୀ ଗଣଦୌଡ଼’ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ କ୍ରାନ୍ତିଦିବସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀଙ୍କ କର୍ମଭୂମି,ଜନ୍ମଭୂମି ଓ ସହିଦ ପୀଠରେ ଆୟୋଜନ କରିବା ପାଇଁ ବିଜୁ ଜନ୍ମ ଶତବାର୍ଷିକୀ ୫ଗୋଟି କମିଟିର ମିଳିତ ବୈଠକର ନିଷ୍ପତ୍ତି ଗ୍ରହଣ କରିଥିଲା। ସେହି ଅନୁଯାୟୀ ସ୍ମାରକୀ ଗଣଦୌଡ଼ର କାର୍ଯ୍ୟସୂଚୀ ନିମ୍ନରେପ୍ରକାଶ କରାଗଲା। ସ୍ମାରକୀ ଗଣଦୌଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସ୍ଥାନୀୟ ବିଧାୟକ ମାନଙ୍କ ଆବାହକତ୍ୱରେ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ... Read More »

BJEMS Bidding Adieu to a Senior Teacher

Bhubaneswar 13th July 2016(By Mano Mani Singh)- BJEM School has bid farewell to one of its senior most teacher in a very elaborate function. Sri Sadasiv Pati, teacher in Social Studies has retired from his services. He has been very sincere, punctual and hardworking throughout his teaching career. The Chairman Sri G. C. Das presented him with a memento, shawl, ... Read More »

“Machine has a nameplate capacity, but Man’s potential unlimited” – CMD, Nalco

Bhubaneswar, 13.07.2016:(By Mano Mani Singh)- When a machine is manufactured, its capacity is labelled. On the contrary, the capacity of a Man is unlimited, says Dr. Tapan Kumar Chand, CMD of Navratna PSU Nalco. He was addressing the fresh  batch of Nalco Graduate Engineer Trainees, at the induction programme, here  on Wednesday.“We have infused fresh blood keeping our domestic and overseas   expansion ... Read More »

State wide tree Plantations by Indian Red Cross Society Odisha

ସବୁଜ ବଳୟର ଅଭିବୃଦ୍ଧି ପାଇଁ ଯୁବ ରେଡ଼କ୍ରସ, ଓଡ଼ିଶା ଶାଖାର ବନ ମହୋସôବ ପାଳନ। ଭୁବନେଶ୍ୱର,୧୩/୭/୨୦୧୬ (ମନୋମାନୀ ସିଂ) ଓଡ଼ିଶାର ହ୍ରାସ ପାଉଥିବା ସବୁଜ ବଳୟର ଅଭିବୃଦ୍ଧି ପାଇଁ ଯୁବ ରେଡ଼କ୍ରସ, ଓଡ଼ିଶା ତଥା ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ମିଳିତ ଉଦ୍ୟମରେ ବନ ମହୋସôବ ସପ୍ତାହ ପାଳନ ଅବସରରେ ରାଜ୍ୟର ସମସ୍ତ କଲେଜରେ ଥିବା ଯୁବ ରେଡ଼କ୍ରସ ପରାମର୍ଶଦାତା ଏବଂ ସ୍ୱେଚ୍ଛାସେବୀ ମାନଙ୍କଦ୍ୱାରା ବୃକ୍ଷରୋପଣ କରାଯାଇଅଛି। ପରିବେଶରେ ସବୁଜ ବଳୟର ଅଭିବୃଦ୍ଧି, ବୃକ୍ଷରୋପଣ, ବୃକ୍ଷର ଯତ୍ନ, ବୃକ୍ଷର ସୁରକ୍ଷା ଏହି ... Read More »

Skip to toolbar