Breaking News
Home / Water

Water

Marana Muhainre Mahanadi

‘ଜ୍ୟୋତିଶ୍ରୀ’ର ବିଶେଷ ସଂଖ୍ୟା ‘ମରଣ ମୁହଁରେ ମହାନଦୀ’ ଉନ୍ମୋଚିତ ଭୁୁବନେଶ୍ୱର, ୨୯/୦୧.୨୦୧୭(ମୀନକେତନ ଜେନା) : ମାସିକ ସମ୍ବାଦଭିତ୍ତିକ ପତ୍ରିକା ଜ୍ୟୋତିଶ୍ରୀର ବିଶେଷ ସଂଖ୍ୟା ‘ମରଣ ମୁହଁରେ ମହାନଦୀ’ ସ୍ଥାନୀୟ ରେଡକ୍ରସ୍ ଭବନରେ ଉନ୍ମୋଚିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପୋସ୍କୋକୁ ବନ୍ଦ କରିବା ପାଇଁ ଯଦି ଆନ୍ଦୋଳନ ହେଲା, ତେବେ ମହାନଦୀ ପାଇଁ ଆନ୍ଦୋଳନ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଛତିଶଗଡର ଉପରମୁଣ୍ଡରେ ୧୦୦ ବ୍ୟାରେଜ୍ ହେଲେ ମଧ୍ୟ ଓଡିଶା ... Read More »

Save Mahanadi movement

ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସୁପୁତ୍ର ଶ୍ରୀ ଅଭିଜିତ୍ ମୁଖାର୍ଜୀଙ୍କୁ ଏକ ସ୍ମାରକ ପତ୍ର ଭୁବନେଶ୍ୱର, ୧୭.୧.୨୦୧୮(ମୀନକେତନ ଜେନା) : ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ଜଳ ସମ୍ପଦ ବିଭାଗର ଉପାଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସୁପୁତ୍ର ଶ୍ରୀ ଅଭିଜିତ୍ ମୁଖାର୍ଜୀଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି । ପ୍ରକାଶ ଥାଉକି ଜଳ ସମ୍ପଦ ବିଭାଗର ପାର୍ଲମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଅଛନ୍ତି । ସାଂସଦ ଶ୍ରୀ ... Read More »

Year End Review 2017- Ministry of Water Resources, River, Development & Ganga Rejuvenation

Year End Review 2017- Ministry of Water Resources, River, Development & Ganga Rejuvenation   Ganga Rejuvenation Major activities under National Mission for Clean Ganga:  Under Namami Gange programme, a total of 187 projects worth Rs. 16565.34 crore have been sanctioned for various activities such as sewage infrastructure, ghats and crematoria development, river front development, river surface cleaning, institutional development, biodiversity ... Read More »

Mahanadi Bachao

ସଂସଦ ସମ୍ମୁଖରେ ସତ୍ୟାଗ୍ରହ ଓ ବିକ୍ଷୋଭ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଶତାଧିକ କର୍ମୀ ଗିରଫ ଭୁବନେଶ୍ୱର, ୨୦.୧୨.୨୦୧୭-((ମୀନକେତନଜେନା)): ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ·ଲିଥିବା ସତ୍ୟାଗ୍ରହ ଆଜି ତୃତୀୟ ଦିନରେ ପହଞ୍ôଚଛି । ସତ୍ୟାଗ୍ରହୀମାନେ ଆଜି ଏକ ଶୋଭାଯାତ୍ରା ମାଧ୍ୟମରେ ବିକ୍ଷୋଭ କରିଥିଲେ । ମହାନଦୀ ସଂକ୍ରାନ୍ତରେ ସଂସଦରେ ଆଲୋଚନା ହୋଇପାରୁ ନଥିବାରୁ ସତ୍ୟାଗ୍ରହୀମାନେ ଗଭୀର କ୍ଷୋଭ ପ୍ରକାଶ କରି ଏକ ଶୋଭାଯାତ୍ରାରେ ବାହାରି ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାକୁ ଯାଉଥିବା ସମୟରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ପୋଲିସ୍ର ଅଟକାଇବା ... Read More »

Demands of the employees of Watershed mission

ଦାବି ପରୂଣ ନହେଲେ ଓଡ଼ିଶା ଜଳ ବିଭାଜିକା ଠିକା କର୍ମ·ରୀଙ୍କ କାର୍ଯ୍ୟ ବନ୍ଦ ସହିତ ଜିଲ୍ଲା ଓ ବିଧାନସଭା ସମ୍ମୁଖରେ ଆମରଣ ଅନଶନ ଓଡ଼ିଶା ଜଳ ବିଭାଜିକା ଠିକା କର୍ମ·ରୀ ମହାସଂଘ ଆପଣଙ୍କ ଅବଗତି ନିମନ୍ତେ ଜଣାଉଛି କି ଭାରତ ସରକାର ଏବଂ ଓଡ଼ିଶା ସରକାରକଙ୍କ ମିିଳତ ସହଯୋଗରେ ମୃ ିକା ସଂରକ୍ଷଣ ବିଭାଗ ଦ୍ୱାରା ପରି·ଳିତ ଜଳ ବିଭାଜିକା ଉନ୍ନୟନ ମିଶନରେ କାର୍ଯ୍ୟରତ ୭୪୧ କର୍ମ·ରୀଙ୍କୁ ବ ର୍ମାନ ନିଜର ଜୀବନ ଜୀବିକା ପାଇଁ ଅସହ୍ୟ ଯନ୍ତ୍ରଣାରେ ସଢୁଛନ୍ତି । ଯେଉଁମାନଙ୍କର ସର୍ବନିମ୍ନ ... Read More »

Curtain Raiser : Kalvari to be Commissioned Tomorrow at Mumbai

Curtain Raiser : Kalvari to be Commissioned Tomorrow at Mumbai   Regarded as a very prestigious acquisition, INS Kalvari is the most potent platform to have been constructed in India. The construction of the Submarine, designated as MDL Yard 11875 commenced with the first cutting of steel at MDL on 14 Dec 2006.  The ‘Boot Together’ of the submarine wherein the ... Read More »

All party unite together on Mahanadi issue

ମହାନଦୀ ଟ୍ରିବୁନାଲ ଗଠନ ଦାବୀରେ ଆସନ୍ତା ୧୮ ଓ ୧୯ ଦୁଇଦିନ ଧରି ଦିଲ୍ଲୀରେ ସଂସଦ ସାମ୍ନାରେ ସର୍ବଦଳୀୟ ସତ୍ୟାଗହ ଓ ଧାରଣା ଭୁବନେଶ୍ୱର, ୧୩.ଡ଼ିସେମ୍ବର ୨୦୧୭ (ମୀନକେତନ ଜେନା) : ମହାନଦୀ ଟ୍ରିବୁନାଲ ଗଠନର ବିଳମ୍ବ ପ୍ରତବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବଦଳୀୟ ବୈଠକରେ କେବଳ ଭାଜପାକୁ ଛାଡ଼ି ଓଡ଼ିଶାର ଛୋଟବଡ଼ ସମସ୍ତ ରାଜନୈତିକ ଦଳ ଓ ବହୁ ସାମାଜିକ ସଂଗଠନର ପ୍ରତିନିଧି ଯୋଗ ଦେଇଥିଲେ । ସୁପ୍ରିମ କୋର୍ଟରେ ନଭେମ୍ବର ୧୯ ... Read More »

Navika Sagar Parikrama – INSV Tarini departs from Lyttelton

Navika Sagar Parikrama – INSV Tarini departs from Lyttelton  The Indian Naval Sailing Vessel (INSV) Tarini left Lyttelton this morning (12 December 2017) for its onward journey to Port Stanley (Falklands). INSV Tarini had arrived at Lyttelton on 29 November 2017 after completion of second leg of its maiden voyage to circumnavigate the globe. This historic circumnavigation attempt by an ... Read More »

Skip to toolbar