Breaking News
Home / Nature

Nature

Ministry of Petroleum and Natural Gas celebrates World BioFuel Day 2017

Ministry of Petroleum and Natural Gas celebrates World BioFuel Day 2017 Minister of State (I/C) for Petroleum and Natural Gas, Shri Dharmendra Pradhan said that the objective of “World Biofuel Day” is to sensitize youths (school and college going students), farmers and other stakeholders about the benefits of biofuel and seek their involvement in Biofuel programme run by the Government. ... Read More »

Letter to PM by MLA Dilip Roy on Bramhani river dispute

ବ୍ରାହ୍ମଣୀ ନଦୀ ପ୍ରସଙ୍ଗ ପ୍ରଧାନମନ୍ରୀ ଓଡ଼ିଶା ଓ ଝାଡ଼ଖଣ୍ଡ ମୁଖ¥ମନ୍ରୀ ବୈଠକ ଡାକିବାକୁ ଦିଲିପ ରାୟଙ୍କ ନିବେଦନ ଭୁବନେଶ୍ବର, ୧୯ା୬: (ପ୍ରଶାନ୍ତ କୁମାର ଭୁୟାଁ )ମହାନଦୀ ଜଳ ବିବାଦକୁ ନେଇ ଏବେ ସବୁ ରାଜନୈତିକ ଦଳ ବ¥ସ୍ତ। ରାଜନୈତିକ ଦଳଗୁଡିକ ମଧ୍ଯରେ ଚାଲିଛି ଅଭିେଯାଗ ଓ ପ୍ରତିଅଭିେଯାଗ। ଛତିଶଗଡ଼ର ବ¥ାରେଜ େଯାଗୁଁ ମହାନଦୀ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଓଡ଼ିଶାରେ ସବୁ ଦଳରୁ ସ୍ବର ଉଠିଛି। କିନ୍ତୁ ଆଉ ଏକ ବଡ଼ ନଦୀ ବ୍ରାହ୍ମଣୀ ବିପଦର ସମ୍ମୁଖୀନ ହେବାକୁ ଯାଉଛି। ଝାଡ଼ଖଣ୍ଡ ସରକାରଙ୍କ ... Read More »

Fourth Kalinga Literary Festival ends with a bang in Chilka, 5th KLF announced

Fourth Kalinga Literary Festival ends with a bang in Chilka, 5th KLF aannounced  1.      With 250 speakers KLF has emerged as one of the largest literary festivals in the World 2.      Renowned Sand Artist Sudarsan Pattnaik made a Welcome to KLF sand art at Puri 3.      KLF welcomed Monsson to Odisha and enchanted the poets and mystics. 4.      This year the ... Read More »

States shortlisted by NITI for transformative change in Health and Education

States shortlisted by NITI for trans formative change in Health and Education NITI Aayog has initiated a unique and novel initiative to catalyse transformational change in key Social Sectors. Under SATH (Sustainable Action for Transforming Human Capital), NITI Aayog and its knowledge partners will provide strategic, technical and implementation support to three states for each sector. A Committee comprising of ... Read More »

Mahanadi Water Dispute: History will repeat again in the political battle field Bargarh between BJP & BJD ?

ମହାନଦୀ ପାଇଁ ମହାସମର ଚାଷୀ ହତ¥ାକାରୀ ମଧ୍ଯପ୍ରଦେଶ ମୁଖ¥ମନ୍ରୀ ଶିବରାଜ ସିଂ ଚୌହାନଙ୍କୁ ବରଗଡ଼ ଜିଲାରେ ପୂରେଇ ଦିଆଯିବ ନାହó ବରଗଡ଼,୯ ଜୁନ ୨୦୧୭ (ସୁରେନ୍ଦ୍ର କୁମାର ହୋତା)- ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ତିନି ବର୍ଷ ପୂରଣ ଅବସରରେ ବରଗଡ଼ ଜିଲାରେ ଆୟୋଜିତ ହେବାକୁ ଥିବା ‘ମୋଦି ଫେଷ୍ଟ’ରେ େଯାଗ ଦେବା ପାଇଁ ମଧ୍ଯପ୍ରଦେଶ ମୁଖ¥ମନ୍ରୀ ଶିବରାଜ ସିଂ ଚୌହାନ େଯାଗଦେବାର ଚଚ୍ର୍ଚା ହେଉଛି। ଓଡ଼ିଶାର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ରାଜ¥ର ପ୍ରଗତିରେ ବାଧା ସୃଷ୍ଟିକରି ଆସୁଥିବା ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ... Read More »

Press meet of BJD on Mahanadi issue

ମହାନଦୀକୁ ଶୁଷ୍କ କରିବାକୁ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଷଡ଼ଯନ୍ର ବିରୋଧରେ ଓଡ଼ିଶାର ୪ଟି ଜିଲାରେ ହରତାଳ ଭୁବନେଶ୍ବର,୯/୬/୨୦୧୭: (ଦେବବ୍ରତ ମହାନ୍ତି) ଓଡ଼ିଶାର ସଂସ୍କୃତି ଓ ଅର୍ଥନୀତିରେ ମହାନଦୀର ଅବଦାନ ଓ ବିଶେଷତ୍ବ ସଂପର୍କରେ ପ୍ରତେ¥କ ଓଡ଼ିଆ ସଚେତନ। ମହାନଦୀ କେବଳ ନଦୀ ନୁହେଁ। ଏହା ଓଡ଼ିଆମାନଙ୍କ ଆବେଗର ସ୍ରୋତ, ଜୀବନ ଓ ଜୀବିକାର ସୂତ୍ର। ଏଣୁ ମହାନଦୀ ଉପରେ ଆକ୍ରମଣକୁ ଓଡ଼ିଆ ଜାତି ଉପରେ ଆକ୍ରମଣ ବୋଲି ବିବେଚନା କରାଯାଇପାରେ। ମହାନଦୀକୁ ନେଇ ଚାଲିଛି ଜଘନ¥ ଷଡ଼ଯନ୍ର। ପଡ଼ୋଶୀ ରାଜ¥ ଛତିଶଗଡ଼ର ଅପରିଣାମଦର୍ଶୀ ... Read More »

Workshop of Indian Recross society

ଭାରତୀୟ ରେଡ଼କ୍ରସ୍ ସୋସାଇଟି,ଓଡିଶା ରାଜ୍ୟ ଶାଖା ତାଲିମ ଶିବିର  ଭୁବନେଶ୍ବର, ୭ଜୁନ ୨୦୧୭ (ଦେବବ୍ରତ ମହାନ୍ତି) ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ବିପଯ୍ର୍ୟୟ ପରିଚାଳନା ବିଭାଗ ଦ୍ବାରା ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ରେଡ଼କ୍ରସ୍ ଶାଖାକୁ ସୁଦୃଢ କରିବା ଏବଂ ସାମାଜିକ ଜରୁରୀ କାଳୀନ ସହାୟତା ପ୍ରଦାନକାରୀ ସ୍ବେଚ୍ଛାସେବୀ ସୃଷ୍ଟି କରିବା ନିମନ୍ତେ ଏକ ଚାରିି ଦିନିଆ ତାଲିମ ଶିବିର ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ବର ଠାରେ ଆୟୋଜନ କରାଯାଇଅଛି। ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଜାତୀୟ ଶାଖା, ନୂଆଦିଲ୍ଲୀଙ୍କ ... Read More »

Skip to toolbar