Breaking News
Home / Demonstration

Demonstration

Evacuation and Rescue Operation Mock Drill at DAV Chandrasekharpur by Odisha Fire Services

Evacuation and Rescue Operation Mock Drill at DAV Chandrasekharpur by Odisha Fire Services Bhubaneswar ,23rd November 2017 (By Jitendra Sahu) -In accordance with the latest guidelines of CBSE, State Government as well as DAVCMC regarding the Safety & Security measures for the school children, a Mock Drill of Evacuation and Rescue Operation was conducted at DAV Public School, Chandrasekharpur today ... Read More »

Demonstration of ABVP at state capital

କେରଳରେ ବାମପନ୍ଥୀ ଦ୍ୱାରା ହେଉଥିବା ହିଂସାକାଣ୍ଡ ବିରୋଧରେକେରଳରେ ବାମପନ୍ଥୀ ଦ୍ୱାରା ହେଉଥିବା ହିଂସାକାଣ୍ଡ ବିରୋଧରେ୧୧ ନଭେମ୍ବର ଏବିଭିପିର ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ ଭୁବନେଶ୍ୱର, ୧୧/୧୧/୨୦୧୭,(ବିଶ୍ୱରଞ୍ଜନ ମିଶ୍ର) କେରଳ ଯାହାକୁ ଏକଦା “ଭଗବାନଙ୍କ ଭୂମି” ବୋଲି କୁହାଯାଉଥିଲା ତାହା ଆଜି “ସଇତାନମାନଙ୍କ ଭୂମି”ରେ ପରିଣତ ହୋଇଛି । ନିଜକୁ ମାନବାଧିକାରର ରକ୍ଷକ ଓ ସମଗ୍ର ଦେଶରେ ଅନ୍ୟ ବିଚାରଧାରା  ଲୋକମାନଙ୍କୁ ସାମାନ୍ୟ ଘଟଣା ପାଇଁ ଅର୍ନ୍ତଜାତୀୟ ସ୍ତରରେ ନିନ୍ଦିତ କରୁଥିବା ବାମପନ୍ଥୀ (ଉକ୍ଟଜ୍ଞଜ୍ଞଙ୍କଦ୍ଭସଗ୍ଦଗ୍ଧ) ମାନେ ନିଜେ ଶାସିତ ରାଜ୍ୟ କେରଳରେ ମାନବତାର ସମସ୍ତ ସୀମାକୁ ଉଲ୍ଲଙ୍ଘନ ... Read More »

Demonstration at Kantabanji for Up gretion of Hospital

କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଦାବି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କଣ୍ଟାବାଞ୍ଜି- ୦୪.୧୧.୨୦୧୭ (ଆଶିଷ ସିଂ) – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ର ମାନ୍ୟତା ଦାବୀ ନେଇ ସ୍ଥାନୀୟ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ସହରର ସେଚ୍ଛାସେବୀ ଅନୁଷ୍ଠାନ ରାଇଟ ଟୁ ଫାଇଟ ସଂଗଠନ ତରଫରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶପୁତୁଲା ଦାହ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ... Read More »

8 Cong activists detained while trying to show black flags make omelette if eggs: Babul Supriyo

8 Cong activists detained while trying to show black flags make omelette if eggs: Babul Supriyo Bhubaneswar: 15th June 2017 (By Debabrat Mohanty) Union Tribal Affairs Minister Jual Oram’s vehicle, Union Minister of State for Heavy Industries & Public Enterprises Babul Supriyo today said he is not afraid of facing such attack Supriyo, who arrived in Odisha today to attend ... Read More »

Skip to toolbar