Breaking News
Home / Congress

Congress

Including VC of Anugul MC several Congress leader joined BJD

ଅନୁଗୁଳ ପୌର ଉପାଧ୍ୟକ୍ଷାଙ୍କ ସହ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ ଭୁବନେଶ୍ୱର,୧୧/୧/୨୦୧୮:(ପ୍ରଶାନ୍ତ କୁମାର ଭୁୟାଁ) ମାନ୍ୟବର ମୁଖ୍ୟମବୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅନୁଗୁଳ ମ୍ୟୁନିସିପାଲଟି ଉପାଧ୍ୟକ୍ଷା ରାମପତି ମାଣ୍ଡୋଥିଆଙ୍କ ସହ ପୂର୍ବତନ କାଉନ ୍‍ସିଲର ରଞ୍ଜିତ ମାଣ୍ଡୋଥିଆ, ଭୀମସେନ ମାଣ୍ଡୋଥିଆ, ସଂଖ୍ୟାଲଘୁ ସଂପ୍ରଦାୟ ନେତା ସୟଦ ଅନୱର ଅଲ୍ଲୀ, ଶେଖ ଅବଦୁଲ ସ୧ଦ, ଅବଦୁଲ ମୋହିଦ ୍‍, ସୟଦ ସୌକତ ୍‍ ଅଲ୍ଲୀ, ବାବାଜୀ ବେଜ, ଶରତ ଦଳାଇ, ସନ୍ତୋଷ ବେଜ, ... Read More »

Demonstration of Congress in the state capital

  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ-ଯୁବକ ମାରଣ ନୀତି ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ ଭୁବନେଶ୍ୱର ତା ୧୧.ଜାନୁୟାରୀ ୨୦୧୮ (ମୀନକେତନ ଜେନା)- କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ଚାଷୀ-ଯୁବକ ମାରଣ ନୀତିକୁ ବିରୋଧ କରି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଏକ ବିଶାଳ ବିକ୍ଷୋଭ ର୍ୟାଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ କଂଗ୍ରେସ ଭବନ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇ ଉଭୟ ନବୀନ – ମୋଦି ... Read More »

BJP leader joined in Congress

କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ ଭୁବନେଶ୍ୱର,୧୦ ଜାନୁୟାରୀ ୨୦୧୮ (ମୀନକେତନ ଜେନା) – ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଚେୟାରମ୍ୟାନ ଶ୍ରୀଧର କରଡାଙ୍କ ନେତୃତ୍ୱରେ ୭ ଜଣ ସମିତିସଭ୍ୟ ଏବଂ ୮ ଜଣ ସରପଞ୍ଚ ବିଜେପି ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ ... Read More »

Vote for Odia language

ଭୋଟ୍ ପାଇଁ ଭାଷା, ବିଜେଡ଼ିର ଆଉ ଏକ ପ୍ରବଞ୍ଚନା: ପ୍ରସାଦ ଭୁବନେଶ୍ୱର ତା ୨୭.୧୨,୨୦୧୭ (ମୀନକେତନ ଜେନା)- ୨୦ବର୍ଷର ଦଳ, ·ରିପାଳିର ବିଜେଡ଼ି ସରକାରକୁ ୪୨୦ ବୋଲି ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି । ଓଡ଼ିଶାର ପ୍ରଗତି ଠପ୍ ହୋଇଯାଇଥିଲାବେଳେ ଚତୁରତାରସହ ସେ ଭୋଟ ପାଇଁ ଭାଷା କଥା ଉଠାଇଛନ୍ତି, ଯେଉଁ ଭାଷାକୁ ସେ ୧୭ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହି ମଧ୍ୟ ଶିଖିପାରିଲେ ନାହିଁ । ଓଡ଼ିଶାବାସୀଙ୍କୁ ଭୂଆଁବୁଲାଇବାରେ ପାରଙ୍ଗମ ... Read More »

,Prime minister should inter vain in the Mahanadi water dispute :PCC president Prasad Harichandan

ପ୍ରଧାନମନ୍ତ୍ରୀ ତୁରନ୍ତ ଛତିଶଗଡ଼କୁ ମହାନଦୀର ଉପରମୁଣ୍ଡରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ : ପ୍ରସାଦ + ଦଶବର୍ଷଧରି ମହାନଦୀରେ ବନ୍ଧ ତିଆରିକରୁଛି ଛତିଶଗଡ,଼ ରାଜ୍ୟ ସରକାର ଚୁପ ବସିଥିଲେ କାହିଁକି? +ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର କାହିଁକି ଅରାଜି ହେଉଛି ପ୍ରଧାନମନ୍ତ୍ରୀ ତାହାର ଜବାବ ଦିଅନ୍ତୁ? + ପୋଲାଭରମ ମାମଲାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜେଡ଼ି ସରକାର ସୁପ୍ରିମକୋର୍ଟରେ ମାମଲା ଲଢ଼ୁଥିବାବେଳେ ଏବେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ୁଛି କାହିଁକି? ଭୁବନେଶ୍ୱର,୧୩ ଡ଼ିସେମ୍ବର ୨୦୧୭ (ମୀନକେତନ ଜେନା) ... Read More »

Congress leader of Odisha expressing their joy after declaration of Rahul Gandhi as AICC president

କଂଗ୍ରେସରେ ନୂତନ ଯୁଗର ଅୟମାରମ୍ଭ – ପ୍ରସାଦ ଭୁବନେଶ୍ୱର ,୧୧ଡ଼ିସେମ୍ବର ୨୦୧୭ (ମୀନକେତନ ଜେନା)-ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଭାବେ ରାହୁଲ ଗାନ୍ଧୀ ନିର୍ବାଚିତ ହୋଇଥିବାରୁ ସାରା ରାଜ୍ୟରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ କଂଗ୍ରେସ ଭବନ ଆଜି ଉତ୍ସବମୁଖର ହୋଇ ଉଠିଥିଲା । ଶହ ଶହ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏକତ୍ରିତ ହୋଇ ବାଜା ବଜାଇ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇ ଥିଲେ । ଶ୍ରୀ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସରେ ... Read More »

Skip to toolbar