Breaking News
Home / BJD

BJD

Odisha CM Naveen Patnaik appeals Pathotsav Olly Asian Athletics Championship

Odisha CM Naveen Patnaik appeals Pathotsav Olly Asian Athletics Championship Bhubaneswar 25th June 2017 (By Debabrat Mohanty) :- Occasion of holy Rath Yatra, he greeted people of the state by saying “Jay Jagannath”. He expressed his pleasure to see such kind of event which benefits health and mind of citizens. The Patha Utsav today attracted huge footfall as Chief Minister ... Read More »

Demonstration of State Biju Yuba Janata Dal at Bhubaneswar :

ସ୍ବତନ୍ର ପାହ¥ା ରାଜ¥ ପ୍ରସଂଗକୁ କେନ୍ଦ୍ରମନ୍ରୀଙ୍କ ଅଗ୍ରାହ¥ ପ୍ରତିବାଦରେ ଯୁବ-ଛାତ୍ର ବିଜେଡିର ରାଜଭବନ ସମ୍ମୁଖରେ ବିକ୍ଷୋଭ  ଭୁବନେଶ୍ବର,୧୪ ଜୁନ ୨୦୧୭: (ପ୍ରଶାନ୍ତ କୁମାର ଭୁୟାଁ) ଓଡ଼ିଶାକୁ ସ୍ବତନ୍ର ରାଜ¥ ପାହ¥ା ଦେବା ପାଇଁ କ୍ରମାଗତ ଦାବି ହୋଇଆସୁଛି। ଉଭୟ ବିଜେଡି ଓ ବିଜେପି ନିଜ ନିଜ ଇସ୍ତାହାରରେ ଏଥିପାଇଁ ଉଦ¥ମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଜେପି ନେତୃତ୍ବାଧୀନ କେନ୍ଦ୍ରର ଏନଡିଏ ସରକାର ଓଡ଼ିଶାର ଏହି ନାଯ¥ ଦାବିପ୍ରତି ଅବହେଳା କରିଆସୁଛି। ନିକଟରେ କେନ୍ଦ୍ର ବୈଦେଶିକ ବ¥ାପାର ରାଷ୍ଟ୍ରମନ୍ରୀ ଓଡ଼ିଶାକୁ ସ୍ବତନ୍ର ପାହ¥ା ଦିଆଯିବ ... Read More »

3Ts Conference begins at Secretariat: Odisha CM asks District Collectors

3Ts Conference begins at Secretariat: Odisha CM asks District Collectors Bhubaneswar ,:11th June 2017 (By Prasant Kumar Bhuyan)  Odisha Chief Minister Naveen Patnaik asked the collectors to focus on 3Ts — Technology, Teamwork and Transparency District Collectors’ conference began at the State Secretariat here at 10 am on Sunday. The conference, which focuses on 3Ts (Teamwork, Transparency and Technology) conceived ... Read More »

Mahanadi Water Dispute: History will repeat again in the political battle field Bargarh between BJP & BJD ?

ମହାନଦୀ ପାଇଁ ମହାସମର ଚାଷୀ ହତ¥ାକାରୀ ମଧ୍ଯପ୍ରଦେଶ ମୁଖ¥ମନ୍ରୀ ଶିବରାଜ ସିଂ ଚୌହାନଙ୍କୁ ବରଗଡ଼ ଜିଲାରେ ପୂରେଇ ଦିଆଯିବ ନାହó ବରଗଡ଼,୯ ଜୁନ ୨୦୧୭ (ସୁରେନ୍ଦ୍ର କୁମାର ହୋତା)- ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ତିନି ବର୍ଷ ପୂରଣ ଅବସରରେ ବରଗଡ଼ ଜିଲାରେ ଆୟୋଜିତ ହେବାକୁ ଥିବା ‘ମୋଦି ଫେଷ୍ଟ’ରେ େଯାଗ ଦେବା ପାଇଁ ମଧ୍ଯପ୍ରଦେଶ ମୁଖ¥ମନ୍ରୀ ଶିବରାଜ ସିଂ ଚୌହାନ େଯାଗଦେବାର ଚଚ୍ର୍ଚା ହେଉଛି। ଓଡ଼ିଶାର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ରାଜ¥ର ପ୍ରଗତିରେ ବାଧା ସୃଷ୍ଟିକରି ଆସୁଥିବା ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ... Read More »

Press meet of BJD on Mahanadi issue

ମହାନଦୀକୁ ଶୁଷ୍କ କରିବାକୁ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଷଡ଼ଯନ୍ର ବିରୋଧରେ ଓଡ଼ିଶାର ୪ଟି ଜିଲାରେ ହରତାଳ ଭୁବନେଶ୍ବର,୯/୬/୨୦୧୭: (ଦେବବ୍ରତ ମହାନ୍ତି) ଓଡ଼ିଶାର ସଂସ୍କୃତି ଓ ଅର୍ଥନୀତିରେ ମହାନଦୀର ଅବଦାନ ଓ ବିଶେଷତ୍ବ ସଂପର୍କରେ ପ୍ରତେ¥କ ଓଡ଼ିଆ ସଚେତନ। ମହାନଦୀ କେବଳ ନଦୀ ନୁହେଁ। ଏହା ଓଡ଼ିଆମାନଙ୍କ ଆବେଗର ସ୍ରୋତ, ଜୀବନ ଓ ଜୀବିକାର ସୂତ୍ର। ଏଣୁ ମହାନଦୀ ଉପରେ ଆକ୍ରମଣକୁ ଓଡ଼ିଆ ଜାତି ଉପରେ ଆକ୍ରମଣ ବୋଲି ବିବେଚନା କରାଯାଇପାରେ। ମହାନଦୀକୁ ନେଇ ଚାଲିଛି ଜଘନ¥ ଷଡ଼ଯନ୍ର। ପଡ଼ୋଶୀ ରାଜ¥ ଛତିଶଗଡ଼ର ଅପରିଣାମଦର୍ଶୀ ... Read More »

State level organisational meeting of Biju Janata Dal

ବିଜୁ ଜନତା ଦଳର  ସଭାପତିମାନଙ୍କ ବୈଠକ: ସାଂଗଠନିକରୂପରେଖ ପ୍ରସ୍ତୁତି  ଭୁବନେଶ୍ବର,୭ ଜୁନ ୨୦୧୭: (ପ୍ରଶାନ୍ତ କୁମାର ଭୁୟାଁ)-ଓଡ଼ିଶାର ସମସ୍ତ ଜିଲ୍ଲାରେ ବିଜୁ ଜନତା ଦଳର ଘୋଷିତ ‘ଆମ ଗାଁ-ଆମ ବିକାଶ’ ଅଭିଯାନର ଜିଲ୍ଲା ପର୍ଯ¥ବେକ୍ଷକ, ଜିଲ୍ଲା ସଂେଯାଜକ ତଥା ଜିଲ୍ଲା ସଭାପତିମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ¥ କାର୍ଯ¥ାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ୪ ଘଣ୍ଟାରୁ ଊଦ୍ଧ୍ର୍ବ ସମୟ ଧରି ଏଥିରେ ସାଂଗଠନିକ କାର୍ଯ¥କ୍ରମ ତଥା ଜିଲ୍ଲାସ୍ତରୀୟ ବୈଠକ ଓ ଆଗାମୀ ଜୁଲାଇ ପ୍ରଥମ ସପ୍ତାହରୁ ସେପ୍ଝେମ୍ବର ଶେଷଯାଏ କ୍ଷେତ୍ରୀୟ ସ୍ତରରେ ସାଂଗଠନିକ ରୂପରେଖ ... Read More »

Training & workshop of BiJu Chatra Janata Dal

ବିଜୁ ଛାତ୍ର ଜନତା ଦଳର ପ୍ରଶିକ୍ଷଣ ଶିବିର :ଛାତ୍ରମାନେ ମା’ମାଟି ଓ ସମାଜ ପାଇଁ ସମୟ ଦେବା ଦରକାର: ନବୀନ ପଟ୍ଟନାୟକ ଭୁବନେଶ୍ବର,୫ ଜୁନ ୨୦୧୭: (ଦେବବ୍ରତ ମହାନ୍ତି)  ବିଜୁ ଛାତ୍ର ଜନତା ଦଳର ରାଜ¥ କାର୍ଯ¥କାରିଣୀ ଓ ପ୍ରଶିକ୍ଷଣ ଶିବିର ଆଜି ଭୁବନେଶ୍ବରସ୍ଥିତ ହୋଟେଲ କ୍ରାଉନ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ¥କାରିଣୀ ଓ ପ୍ରଶିକ୍ଷଣ ଶିବିରର ପ୍ରଥମ ପର୍ଯ¥ାୟ ଦିନ ୧୦ଟାରୁ ମଧ୍ଯାହ୍ନ ୧.୩୦ ପର୍ଯ¥ନ୍ତ ଓ ଦ୍ବିତୀୟ ପର୍ଯ¥ାୟ ୨.୩୦ ମିନିଟରେ ଆରମ୍ଭ ହୋଇ ସନ୍ଧ¥ା ୬ ଘଟିକା ... Read More »

Skip to toolbar