Breaking News
Home / Biju Pattanaik

Biju Pattanaik

State level organisational meeting of Biju Janata Dal

ବିଜୁ ଜନତା ଦଳର  ସଭାପତିମାନଙ୍କ ବୈଠକ: ସାଂଗଠନିକରୂପରେଖ ପ୍ରସ୍ତୁତି  ଭୁବନେଶ୍ବର,୭ ଜୁନ ୨୦୧୭: (ପ୍ରଶାନ୍ତ କୁମାର ଭୁୟାଁ)-ଓଡ଼ିଶାର ସମସ୍ତ ଜିଲ୍ଲାରେ ବିଜୁ ଜନତା ଦଳର ଘୋଷିତ ‘ଆମ ଗାଁ-ଆମ ବିକାଶ’ ଅଭିଯାନର ଜିଲ୍ଲା ପର୍ଯ¥ବେକ୍ଷକ, ଜିଲ୍ଲା ସଂେଯାଜକ ତଥା ଜିଲ୍ଲା ସଭାପତିମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ¥ କାର୍ଯ¥ାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ୪ ଘଣ୍ଟାରୁ ଊଦ୍ଧ୍ର୍ବ ସମୟ ଧରି ଏଥିରେ ସାଂଗଠନିକ କାର୍ଯ¥କ୍ରମ ତଥା ଜିଲ୍ଲାସ୍ତରୀୟ ବୈଠକ ଓ ଆଗାମୀ ଜୁଲାଇ ପ୍ରଥମ ସପ୍ତାହରୁ ସେପ୍ଝେମ୍ବର ଶେଷଯାଏ କ୍ଷେତ୍ରୀୟ ସ୍ତରରେ ସାଂଗଠନିକ ରୂପରେଖ ... Read More »

Training & workshop of BiJu Chatra Janata Dal

ବିଜୁ ଛାତ୍ର ଜନତା ଦଳର ପ୍ରଶିକ୍ଷଣ ଶିବିର :ଛାତ୍ରମାନେ ମା’ମାଟି ଓ ସମାଜ ପାଇଁ ସମୟ ଦେବା ଦରକାର: ନବୀନ ପଟ୍ଟନାୟକ ଭୁବନେଶ୍ବର,୫ ଜୁନ ୨୦୧୭: (ଦେବବ୍ରତ ମହାନ୍ତି)  ବିଜୁ ଛାତ୍ର ଜନତା ଦଳର ରାଜ¥ କାର୍ଯ¥କାରିଣୀ ଓ ପ୍ରଶିକ୍ଷଣ ଶିବିର ଆଜି ଭୁବନେଶ୍ବରସ୍ଥିତ ହୋଟେଲ କ୍ରାଉନ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ¥କାରିଣୀ ଓ ପ୍ରଶିକ୍ଷଣ ଶିବିରର ପ୍ରଥମ ପର୍ଯ¥ାୟ ଦିନ ୧୦ଟାରୁ ମଧ୍ଯାହ୍ନ ୧.୩୦ ପର୍ଯ¥ନ୍ତ ଓ ଦ୍ବିତୀୟ ପର୍ଯ¥ାୟ ୨.୩୦ ମିନିଟରେ ଆରମ୍ଭ ହୋଇ ସନ୍ଧ¥ା ୬ ଘଟିକା ... Read More »

Odisha 20 years ahead – Odia Thought Leaders across lives shared vision to peek into Odisha’s future

Odisha 20 years ahead – Odia Thought Leaders across lives shared vision to peek into Odisha’s future   Bhubaneswar, 25 February 2017: Odisha as a state has immense resources and potential to grow and become a vibrant geography of the world. However, we need a concrete and strategic vision document to harness its fullest involving all stakeholders, highlighted thought leaders ... Read More »

“Biju Patnaik Rural hockey Championship” launched

“Biju Patnaik Rural hockey Championship” launched Bhubaneswar, 20th September2016:(By Biswaranjan Mishra)– The capital city saw the launch of hockey tournament “Biju Patnaik Rural Hockey Championship” under the aegis of DilipTirkeySports research and development Foundation. The championship shall begin from November and continue till March next year. Sports and Youth Services Department Secy.Vishal Kumar Dev IAS along with International Sand Artist ... Read More »

Skip to toolbar