Breaking News
Home / Bhubaneswar (page 3)

Bhubaneswar

Demonstration un aided private college employees

ନିଖିଳ ଓଡ଼ିଶା ବେସରକାରୀ ଅନୁଦାନପ୍ରାପ୍ତ ଅଣ ଅନୁଦାନପ୍ରାପ୍ତ ଶିକ୍ଷକ ଅଣଶିକ୍ଷକ ସଂଘର ଶୋଭାଯାତ୍ରା. ଭୁବନେଶ୍ୱର, ୧୧/୧୨/୨୦୧୭(ଜିତେନ୍ଦ୍ର ସାହୁ) : ନିଖିଳ ଓଡ଼ିଶା ବେସରକାରୀ ଅନୁଦାନପ୍ରାପ୍ତ ଅଣ ଅନୁଦାନପ୍ରାପ୍ତ ଶିକ୍ଷକ ଅଣଶିକ୍ଷକ ସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ସହିତ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭିନ୍ନ ବର୍ଗର ମହାବିଦ୍ୟାଳୟରେ ୧ଜୁନ୨୦୦୮ଠାରୁ ନିଯୁକ୍ତି ପାଇଥିବା ପ୍ରାୟତଃ ୭୦୦୦ରୁ ଉଦ୍ଧ୍ୱର୍ ଅଧ୍ୟାପକ ଓ କର୍ମ·ରୀ ଯୋଗ ଦେଇଥିଲେ ।ଏମାନଙ୍କୁ ସରକାର କୌଣସି ଅନୁଦାନ ପ୍ରଦାନ କରିନାହାଁନ୍ତି । ସରକାର ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରକାଶ କରିଛନ୍ତି ... Read More »

World Human Rights Day observed at Kandhamal in association with center for study of society and secularism (CSSS) Mumbai

World Human Rights Day observed at Kandhamal in association with center for study of society and secularism (CSSS) Mumbai Kandhamal/ Phulbani, 1oth December 2017 (By Minaketan Jena)-On the eve of World Human Rights Day,Campaign for Peace,Kandhamal has been organized meeting of students of different colleges and citizens of Phulbani on today(10th December, 2017) at the campus of Sri Balaji Junior ... Read More »

Will power holds the key to success : Rajyavardhan

Will power holds the key to success : Rajyavardhan Bhubaneswar 10th December 2017 (By Prasant Kumar Bhuyan) Union Minister of State (IC) for Sports and Youth Affairs and Minister (S) for Information and Broadcasting Padma Shri Colonel Rajyavardhan Singh Rathore visited Kalinga Institute of Social Sciences (KISS) on Sunday. He visited all campuses of KIIT Deemed University and all Units ... Read More »

56TH ANNUAL ATHLETIC MEET OF SAINIK SCHOOL CLOSES

56TH ANNUAL ATHLETIC MEET OF SAINIK SCHOOL CLOSES Bhubaneswar ,8th December 2017 (By Minaketan Jena)-:- The 56th Annual Athletic Meet of Sainik School Bhubaneswar held at Gandhi Stadium of the campus closed on 8th Dec 2017. The noted National Athlete Shri N Srinivas Rao graced this occasion as Chief Guest. On her arrival at the Campus there was a great ... Read More »

Enterprises Odisha * CII Enovex 2017

ଏନ୍ଟରପ୍ରାଇଜେସ୍ ଓଡିଶା ଏବଂ ୱାଇଆଇ ଇନୋଭେକ୍ସ-୨୦୧୭ ୧୩ ଡିସେମ୍ବର ୨୦୧୭ରେ ଇଡ୍କୋ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ୪ ଦିବସୀୟ ଏନ୍ଟରପ୍ରାଇଜେସ୍ ଓଡିଶା ୨୦୧୭କୁ ଓଡିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଞ୍ଚ ୟଙ୍ଗ ଇଣ୍ଡିଆନ୍ସ ଦ୍ୱାରା ଆୟୋଜିତ ୱାଇ ଇନୋଭେକ୍ସ ୨୦୧୭ ୧୩ ରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ୱର: ଚଳିତ ମାସ ୧୩ରୁ ୧୬ ଡିସେମ୍ବର ୨୦୧୭ ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡିଆ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(ସିଆଇଆଇ) ଦ୍ୱାରା ... Read More »

Violence against Women

୧୬ ତମ ମହିଳା ହିଂସା ବିରୋଧୀ ଦିବସ ପାଳିତ ଭୁବନେଶ୍ୱର, ୮ଡ଼ିସେମ୍ବର ୨୦୧୭(ଅବଦୁଲ ସତ୍ତାର ଖାନ)- ଲୁଥେରାନ ୱାଲର୍ଡ଼ ସର୍ଭିସ ଇଣ୍ଡିଆ ଟ୍ରଷ୍ଟ ତରଫରୁ ଆଜି ୱାଇ.ଏମ୍.ସି.ଏ. କମୁନିଟି ସେଣ୍ଟର ଠାରେ ୧୬ ତମ ମହିଳା ହିଂସା ବିରୋଧୀ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହିଂସା ବିରୋଧୀ ମହିଳା ସଂଗଠନ ତରଫରୁ ୨୦ଟି ସାହିର ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳାମାନଙ୍କ ଉପରେ ହଉଥିବା ହିଂସା ଓ ଅତ୍ୟା·ରକୁ ହସ୍ତକ୍ଷେପ କରି ତାର ବିପକ୍ଷରେ ... Read More »

DAMAGED RAIL BRIDGE RESTORED IN 58 DAYS:

DAMAGED RAIL BRIDGE RESTORED IN 58 DAYS: HIGHEST BROAD-GAUGE FREIGHT LINE OF INDIAN RAILWAYS IN KK LINE RESTORED BEFORE TARGET PERIOD Bhubaneswar, 08.12.2017 (By Minaketan Jena)–:Railway Bridge Number 249 between Borraguhalu and Chimidipalli Railway Station in Kottavalasa-Koraput-Kirandul (KK) Rail Line had been affected badly due to huge rock by the side of the water fall dropped on to pier No1 on ... Read More »

68th International Human rights Day to be celebrated at Bhubaneswar on 10th December

ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ୬୮ତମ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ ଭୁବନେଶ୍ୱର, ୮ଡ଼ିସେମ୍ବର ୨୦୧୭(ମୀନକେତନ ଜେନା)– ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ୬୮ତମ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ ପରିପ୍ରେକ୍ଷୀରେ ଏକ ରାଷ୍ଟ୍ରୀୟ ଆଲୋଚନା ଚକ୍ର ଆସନ୍ତା ୧୦ ଡ଼ିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଅଛି । ଭୁବନେଶ୍ୱରସ୍ଥିତ ହୋଟେଲ କଳିଙ୍ଗ ଅଶୋକ ଠାରେ ହେବାକୁ ଥିବା ଏହି ଆଲୋଚନା ଚକ୍ରର ବିଷୟବସ୍ତୁ ରଖାଯାଇଛି ‘ପାଣିପାଗ ପରିବର୍ତ୍ତନ ଓ ମାନବ ଅଧିକାର : ସମସ୍ୟା ଓ ସୁଯୋଗ’ । ଏହି ଆଲୋଚନା ଚକ୍ରରେ ବୋସାନିଆ ... Read More »

Demonstration of Social Organisation against BMC

ବିଏମ୍ସିର ଜିଜିୟାକର ବିରୁଦ୍ଧରେ ସାମାଜିକ ସଂଗଠନଗୁଡ଼ିକର ବିକ୍ଷୋଭ ଭୁବନେଶ୍ୱର, ୮ଡ଼ିସେମ୍ବର ୨୦୧୭(ଜିତେନ୍ଦ୍ର ସାହୁ)- : ଆଜି ସାମାଜିକ ସଂଗଠନ ସମୂହ ଓଡ଼ିଶା ତରଫରୁ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା ଘୋଷଣା କରିଥିବା ଲୋୟର ପିଏମ୍ଜିରେ ଧାରଣା ଦେଇଥିବା ବା ଦେଉଥିବା ସଂଗଠନ ବା ବ୍ୟକ୍ତି ବିଶେଷମାନଙ୍କୁ ଜିଜିୟାକର ମାଧ୍ୟମରେ ମୁଣ୍ଡପିଛା ୫ଟଙ୍କା ଓ ୫୦୦ରୁ କମ୍ ଲୋକମାନଙ୍କ ପାଇଁ ୧୦୦୦ ଟଙ୍କା ଆଦାୟ ଏକ ଗଣତାବିକ ରାଷ୍ଟ୍ରରେ ଅଗଣତାବିକ ବ୍ୟବସ୍ଥା । ଆଜି ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିଏମ୍ସି ବିରୁଦ୍ଧରେ ବିଭନ୍ନ ସାମାଜିକ ... Read More »

Skip to toolbar