Breaking News
Home / 2018 / January / 11

Daily Archives: 11/01/2018

Road safety walkthon

ନିଖିଳ ଓଡିଶା ଅଟୋ ମହାସଂଘର ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା ପଦଯାତ୍ରା  ଭୁବନେଶ୍ୱର, ୧୧ ଜାନୁୟାରୀ ୨୦୧୮ (ଜିତେନ୍ଦ୍ର ସାହୁ): ନିଖିଳ ଓଡିଶା ଅଟୋ·ଳକ ମହାସଂଘ ପକ୍ଷରୁ ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଅଟୋ·ଳକମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ପଦଯାତ୍ରାରେ ବାହାରି ଜୟଦେବ ଭବନରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ କର୍ମଶାଳାରେ ଅତିଥିଭାବେ ପରିବହନ ବିଭାଗ ଯୁଗ୍ମ କମିସନର ସି.ଆର ରାୟ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରା, ଏମ୍.ଭି.ଆଇ. ବିରଞ୍ôଚ ନାରାୟଣ, ଅଧୀକାରୀ ଶାଗୁଆ ... Read More »

Candle light tribute to Sahid Pradip Panda

ଶହୀଦ ପ୍ରଦୀପ ପଣ୍ଡାଙ୍କ ପାଇଁ ସାମୂହିକ ଦୀପଦାନ  ଭୁବନେଶ୍ୱର,୧୧/୧/୨୦୧୮:(ଜିତେନ୍ଦ୍ର ସାହୁ) ଦେଶର ସୀମା ସୁରକ୍ଷାରେ ନିଜକୁ ନିୟୋଜିତ କରି ଓଡ଼ିଶା ମାଟିର ରାଜଗାଙ୍ଗପୁର ନିବାସୀ ଶହୀଦ ପ୍ରଦୀପ ପଣ୍ଡା ଯେଉଁ ଦେଶଭକ୍ତି ଓ ଜାତୀୟତାର ପରିଚୟ ଦେଇଛନ୍ତି ତାହାକୁ ଏ ଦେଶ କେବେବି ଭୁଲିପାରିବ ନାହିଁ । ଏହି ସାଥୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ତାଙ୍କର ଏକାଦଶାହ ଉପଲକ୍ଷେ ଆଜି ରାମ ମନ୍ଦିରଠାରେ ଜାତୀୟ ଯୁବ ପ୍ରକଳ୍ପ, ଗାନ୍ଧିବି·ର ଅଭିଯାନ, ସଲାମ ଜୀବନ, ବିନୋବା ସେବା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂଗଠନମାନଙ୍କ ସହଯୋଗରେ ... Read More »

Including VC of Anugul MC several Congress leader joined BJD

ଅନୁଗୁଳ ପୌର ଉପାଧ୍ୟକ୍ଷାଙ୍କ ସହ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ ଭୁବନେଶ୍ୱର,୧୧/୧/୨୦୧୮:(ପ୍ରଶାନ୍ତ କୁମାର ଭୁୟାଁ) ମାନ୍ୟବର ମୁଖ୍ୟମବୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅନୁଗୁଳ ମ୍ୟୁନିସିପାଲଟି ଉପାଧ୍ୟକ୍ଷା ରାମପତି ମାଣ୍ଡୋଥିଆଙ୍କ ସହ ପୂର୍ବତନ କାଉନ ୍‍ସିଲର ରଞ୍ଜିତ ମାଣ୍ଡୋଥିଆ, ଭୀମସେନ ମାଣ୍ଡୋଥିଆ, ସଂଖ୍ୟାଲଘୁ ସଂପ୍ରଦାୟ ନେତା ସୟଦ ଅନୱର ଅଲ୍ଲୀ, ଶେଖ ଅବଦୁଲ ସ୧ଦ, ଅବଦୁଲ ମୋହିଦ ୍‍, ସୟଦ ସୌକତ ୍‍ ଅଲ୍ଲୀ, ବାବାଜୀ ବେଜ, ଶରତ ଦଳାଇ, ସନ୍ତୋଷ ବେଜ, ... Read More »

BJP Yubamorcha inspected paddy procurement process in verious market yards

ବିଭିନ୍ନ ଧାନମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କଲା ବିଜେପି କୃଷକମୋର୍ଚ୍ଚା ଭୁବନେଶ୍ୱର,୧୧ଜାନୁୟାରୀ ୨୦୧୮ (ମୀନକେତନ ଜେନା) ଆଜିଠୁ ଆରମ୍ଭ ହେଲା କୃଷକ ମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ ରାଜ୍ୟ ସରକାର ଚାଷୀଙ୍କ ପ୍ରତି କୈାଣସି ଦରଦ କିମ୍ବା ଆନ୍ତରିକତା ନାହିଁ । କେବଳ ମିଛ ପ୍ରତିଶୃତି ଦେଇ ସମଗ୍ର ଚାଷୀକୁଳକୁ ବିଭ୍ରାନ୍ତ କରିବାରେ ଶାସକ ବିଜେଡି ସିଦ୍ଧହସ୍ତ । ପ୍ରାଥମିକ ସ୍ତରରେ ଚାଷୀକୁଳକୁ ଚାଷ ପାଇଁ ମୈାଳିକ ସୁବିଧା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ରାଜ୍ୟ ସରକାର ବର୍ତମାନ ଫସଲ ଅମଳ ପରେ ... Read More »

Demonstration of Congress in the state capital

  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ-ଯୁବକ ମାରଣ ନୀତି ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ ଭୁବନେଶ୍ୱର ତା ୧୧.ଜାନୁୟାରୀ ୨୦୧୮ (ମୀନକେତନ ଜେନା)- କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ଚାଷୀ-ଯୁବକ ମାରଣ ନୀତିକୁ ବିରୋଧ କରି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଏକ ବିଶାଳ ବିକ୍ଷୋଭ ର୍ୟାଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ କଂଗ୍ରେସ ଭବନ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇ ଉଭୟ ନବୀନ – ମୋଦି ... Read More »

2nd edition of Odisha Start up Summit from 11th to 13th January 2017 at ITER CAMPUS SOA University,

2nd edition of Odisha Start up Summit from 11th to 13th January 2017 at ITER CAMPUS SOA University, Bhubaneswar, 11th January 2018: (By Minaketan Jena)- Odisha Startup Summit 2018 kick starts in Bhubaneswar The largest summit for the young entreprenure, students and budding entrepreneurs of state “Odisha Start up Summit 2018” Kick starts from today at ITER Campus, SOA University, ... Read More »

22nd Refining and Petrochemicals Technology Meet to be held from 13th-15th January 2018 in Bhubaneswar

22nd Refining and Petrochemicals Technology Meet to be held from 13th-15th January 2018 in Bhubaneswar Bhubaneswar, 11th January, 2018: (By Minaketan Jena)  The 22nd Refining & Petrochemicals Technology Meet is being organised by the Centre for High Technology (a satellite organization of Ministry of Petroleum & Natural Gas) in association with Indian Oil Corporation Ltd., India’s flagship national oil company, ... Read More »

First International Branches of KISS to Start in Bangladesh

First International Branches of KISS to Start in Bangladesh Bhubaneswar-11th January 2018 (By Prasant Kumar Bhuyan)  ‘Bhoomi Puja’ was performed on January 11, 2018 for the two international branches of Kalinga Institute of Social Sciences (KISS) in Dhaka and Jessore, Bangladesh. The traditional ritual to dedicate the land for the purpose was conducted in the presence of Dr. Achyuta Samanta, ... Read More »

Sand Artist Mr. Manas Sahoo has built a sand art on the eve of 155th Birth anniversary of Swami Vivekananda 

Sand Artist Mr. Manas Sahoo has built a sand art on the eve of 155th Birth anniversary of Swami Vivekananda  Bhubaneswar /Puri 11th January 2018 (By Prasant Kumar Bhuyan) On the eve of 155th Birth anniversary of Swami Vivekananda international Sand Artist Mr. Manas Sahoo has built a sand sculpture in the memory of the great Indian Saint To make a healthy society, ... Read More »

Dr. Sharma, DGP.Inauguration of e-grievance system of WR Rourkela, Sundargarh, Rourkela and Keonjhar Districts.

Dr. Sharma, DGP.Inauguration of e-grievance system of WR Rourkela, Sundargarh, Rourkela and Keonjhar Districts.  Bhubaneswar 11th Jan 2018 (Jitendra Sahu)  – It Is An Integrated Govt. To Citizen Application System, Based On Web Technology Working (24 X 7). This ‘State Grievance Redressal Portal’ Is Used By CMO, Home Deptt, Chief Secretary’s Office, Dr. R.P.Sharma, IPS, Director General Of Police, Odisha ... Read More »

Skip to toolbar