Breaking News
Home / 2018 / January / 09

Daily Archives: 09/01/2018

Merger of OJM in Samata Kranti Dal

ସମତା କ୍ରାନ୍ତିରେ ଓଡ଼ିଶା ଜନମୋର୍ଚ୍ଚାର ବିଲୟ ନୂଆବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଭୁବନେଶ୍ୱର,୯ଜାନୁୟାରୀ ୨୦୧୮ (ଜିତେନ୍ଦ୍ର ସାହୁ) : ନୂଆବର୍ଷର ଆରମ୍ଭରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ମୂଳଦୁଆ ପଡ଼ିଛି । ପ୍ରତିଷ୍ଠାତା ସଭାପତି ପ୍ୟାରୀମୋହନ ମହାପାତ୍ରଙ୍କ ଆକସ୍ମିକ ବିୟୋଗ ପରେ ଓଡ଼ିଶା ଜନମୋର୍ଚ୍ଚାର ସଭାପତି ଭାବେ ଶ୍ରୀ ଯଜେ୍ଞଶ୍ୱରଙ୍କୁ ମନୋନୀତ କରାଯାଇଥିଲେ ମଧ୍ୟ ବିଭିନ୍ନ ପ୍ରତିକୂଳ କାରଣରୁ ରାଜ୍ୟ ରାଜନୀତିରେ ବିଶେଷ ସକ୍ରିୟ ଓ ସାଂଗଠନିକ ଭାବେ ପ୍ରଭାବଶାଳୀ ହୋଇ ପାରୁନଥିବା କାରଣରୁ ଓଡ଼ିଶା ଜନମୋର୍ଚ୍ଚା ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ... Read More »

TRADITIONAL COSTUME SHOW BY ALL INDIA RAILWAY BHARAT SCOUTS & GUIDES

TRADITIONAL COSTUME SHOW BY ALL INDIA RAILWAY BHARAT SCOUTS & GUIDES  Bhubaneswar 9th January 2018 (By Abdul Sattar Khan)-Volunteers of Bharat Scouts & Guides from different Railway Zones all over the country performed a costume pageant where the costume, culture and tradition of different locality/region were displayed at 18thAll India Railway Bharat Scouts & Guides Jamborette organised by East Coast ... Read More »

Demonstration of BJP Yuba Morcha

ବିଜେପୁର ଗୁଳିମାଡକୁ ବିରୋଧକରି ବିଜେପି ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର ଗଣ ସତ୍ୟାଗ୍ରହ  ଭୁବନେଶ୍ୱର, ତା ୦୯/୦୧/୨୦୧୮ (ଜିତେନ୍ଦ୍ର ସାହୁ): ଗତ ଡିସେମ୍ବର ମାସ ୩୧ ତାରିଖ ଦିନ ବିଜେପୁର ନିର୍ବାଚନମଣ୍ଡଳୀର ସମସ୍ତ ବୁଥ୍ ସ୍ତରରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ମନ୍ କି ବାତ୍ କାର୍ଯ୍ୟକର୍ମର ସଫଳତା ଏବଂ ସ୍ଥାନୀୟ ଜନସାଧାରଣ ଭାରତୀୟ ଜନତା ପାର୍ଟିକୁ ଗ୍ରହଣ କରିବା ତଥା ମୋଦୀଙ୍କ ବିକାଶଧାରାରେ ସାମିଲ ହେବା ଜାଣିପାରି ରାଜ୍ୟରେ ଥିବା ବିଜେଡି ସରକାର ସେଥିରେ ଉତ୍କ୍ଷିପ୍ତ୍ ହୋଇ ବିଜେପୁର ନିର୍ବାଚନମଣ୍ଡଳୀର ଯୁବ କାର୍ଯ୍ୟକର୍ତା ... Read More »

High Profile Bijepur Firing Case: Bargarh Police arested two person with pistol

ବିଜେପୁର ଗୁଳିକାଣ୍ଡର ପର୍ଦ୍ଦଫାଶ ଦେଶୀ ପିସ୍ତଲ ସହ ୨ ଗିରଫ ବରଗଡ଼,୯/୧- ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିଜେପୁର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ବରଗଡ଼ ପୁଲିସ ଆଜି ୨ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ବରଗଡ଼ ସଦରଥାନା ଅନ୍ତର୍ଗତ ଅମ୍ବାପାଲିରେ ରହୁଥିବା ମହମ୍ମଦ ଅସିଫ୍‍ ଓରଫ ରାଜା ଖାନ ଙ୍କ ସହ ସୋହେଲା ଲୁହୁରାଚଟି ଅଞ୍ଚଳର ସୁଶାନ୍ତ ଭୁଏ ନାମକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ଅପରାଧୀ ମାନଙ୍କ ଦ୍ୱାରା ବ୍ୟବହୃତ ବୋଲେରୋ ଗାଡ଼ି (ସିଜି ... Read More »

State wide protest of BJP on Bijepur issue

ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା ଭୁୁବନେଶ୍ୱର,୯/୦୧/୨୦୧୭ (ମୀନକେତନ ଜେନା) : ବିଜେପୁରରେ ଉପନିର୍ବାଚନ ପୂର୍ବରୁ ହିଂସା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭାମାନ ଆୟୋଜିତ ହୋଇଛି । ଏହି ଘଟଣାକୁ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଅଭିଯୋଗ କରାଯାଇଛି ଯେ, ଶାସକ ବିଜେଡି ରକ୍ତମୁଖା ସାଜି ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ କରିଛି ।ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।ପାରାଦୀପ ଠାରୁ ଆରମ୍ଭ କରି ବରଗଡ, ମନମୁଣ୍ଡ, ପିପିଲି ,ଭୁବନେଶ୍ୱର, କେନ୍ଦ୍ରାପଡା, ... Read More »

Skip to toolbar