Breaking News
Home / 2018 / January

Monthly Archives: January 2018

Photography workshop at Dhauli

ଶାନ୍ତିସ୍ତୂପଠାରେ ଉଦ୍ଘାଟିତ ଫଟୋଗ୍ରାଫି କର୍ମଶାଳା ପ୍ରକୃତିର ସୌନ୍ଦର୍ଯ୍ୟ ଫଟୋଗ୍ରାଫରଙ୍କ ପାଥେୟ ହେଉ ପୁରୁଣା ଭୁବନେଶ୍ୱର,ତା ୧୬ା୧/୨୦୧୮(ଜିତେନ୍ଦ୍ର ସାହୁ): ଶାନ୍ତିସ୍ତୂପ ନିକଟରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ତିନିଦିନିଆ ଫଟୋଗ୍ରାଫି କର୍ମଶାଳାକୁ ବିଶିଷ୍ଟ ଫଟୋଗ୍ରାଫର ସୁମନ୍ତ ଲେଙ୍କା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ପ ।ନନ ସାମଲ, ଅଧ୍ୟାପିକା ସସ୍ମିତା କାମିଳା, ଅଧ୍ୟାପକ ବିଶ୍ୱକାନ୍ତ ପଣ୍ଡା, ଦୀପକ ଦାସ ପ୍ରମୁଖ ଉଦ୍ଘାଟନ କରିଛନ୍ତି । ଭଗବାନଙ୍କ ସୃଷ୍ଟ ପ୍ରକୃତିରେ ପ୍ରକୃତ ସୌନ୍ଦର୍ଯ୍ୟ ଭରି ହୋଇ ରହିଥାଏ । ତାହାକୁ ଜଣେ ଫଟୋଗ୍ରାଫର ନିଜ କ୍ୟାମେରା ... Read More »

Save Mahanadi movement

ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସୁପୁତ୍ର ଶ୍ରୀ ଅଭିଜିତ୍ ମୁଖାର୍ଜୀଙ୍କୁ ଏକ ସ୍ମାରକ ପତ୍ର ଭୁବନେଶ୍ୱର, ୧୭.୧.୨୦୧୮(ମୀନକେତନ ଜେନା) : ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ଜଳ ସମ୍ପଦ ବିଭାଗର ଉପାଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସୁପୁତ୍ର ଶ୍ରୀ ଅଭିଜିତ୍ ମୁଖାର୍ଜୀଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି । ପ୍ରକାଶ ଥାଉକି ଜଳ ସମ୍ପଦ ବିଭାଗର ପାର୍ଲମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଅଛନ୍ତି । ସାଂସଦ ଶ୍ରୀ ... Read More »

Get together of Diploma Engineers

ଅବସରପ୍ରାପ୍ତ ଙ୍ଗିପ୍ଲୋମା ବିନିୟରିଂ ସଙ୍ଘର ବନ୍ଧୁମିଳନ ଭୁବନେଶ୍ୱର, ୧୭/୦୧/୨୦୧୮ (ସୁମନ୍ତ କୁମାର ଜେନା) : ସଂଗ୍ରାମ ସରେନାହିଁ କି ସଂଗ୍ରାମୀ ମରେନାହିଁ । ଅବସରପ୍ରାପ୍ତ ଇିଞ୍ଜିନିୟରନଙ୍କୁ ରାଜ୍ୟ ସରକାର ଏବଂ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଅବସର ଭତ୍ତା ପାଇବାରେ ଯେଭଳି ହଇରାଣ କରୁଛନ୍ତି, ତାହା ଅତ୍ୟନ୍ତ ଅମାନବୀୟ । ଆଗାମୀଦିନରେ ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କ ଏହି ଅଭିଯୋଗ ଓ ସଂଗ୍ରାମ ଜାରି ରହିବ ବୋଲି ସ୍ପଷ୍ଟଭାବେ ମତ ରଖିଛନ୍ତି ସଂଘର ବରିଷ୍ଠ କର୍ମକର୍ତ୍ତା । ୧୯୯୮ରେ ଗଢ଼ି ଉଠିଥିବା ଓଡ଼ିଶା ଅବସରପ୍ରାପ୍ତ ଡିପ୍ଲୋମା ଇଞ୍ଜିନିୟରିଂ ... Read More »

Demonstration of BJP Krusak Morcha

କୃଷକମୋର୍ଚ୍ଚାର ମିଲରମାନଙ୍କ ମଧୁଚନ୍ଦ୍ରିକା କାରଣରୁ ଶୋଷିତ, ନିରୀହ ଓ ଗରୀବ ଚାଷିଟିଏ ଉପଯୁକ୍ତ ପ୍ରାପ୍ୟ ପାଉନାହିଁ: ବିଜେପି ଭୁବନେଶ୍ୱର,୧୭/୧/୨୦୧୮:(ମୀନକେତନ ଜେନା) କେଉଁଠି ଖୋଲା ଆକାଶ ତଳେ ତ ଆଉ କେଉଁଠି ପାଚେରୀ ବିହିନ ଧାନମଣ୍ଡି । ଆଉ କେଉଁଠି ଗାଇ ଗୋରୁଙ୍କ ଆଶ୍ରୟସ୍ଥଳୀ ସାଜିଛି ତ ଆଉ କେଉଁଠି ପାନୀୟ ଜଳ, ଶୈାଚାଳୟର ଅବ୍ୟବସ୍ଥା କାରଣରୁ ଚାଷୀମାନେ ପଦାରେ ବୁଲୁଛନ୍ତି । ଯେଉଁଠି ଧାନ ଗଚ୍ଛିତ ଅଛି, ସେଇଠି ସଂଗ୍ରହ କରିବା ପାଇଁ ସରକାରୀ ଅଧିକାରୀ ଉପସ୍ଥିତ ନାହାନ୍ତି । କେଉଁଠି ସପ୍ତାହରେ ଥରେଟିଏ ... Read More »

Demonstration of AICTU Scheme worker at State Capital

ସ୍କିମ୍ ୱାର୍କରଙ୍କୁ କର୍ମଚାରୀ ମାନ୍ୟତା, ମାସିକ ୧୮ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ଓ ପେନ୍ସନ୍ ଦାବିରେ ସର୍ବଭାରତୀୟ ଧର୍ମଘଟ ଭୁବନେଶ୍ୱର, ତା ୧୭ା୧/୨୦୧୮ (ଜିତେନ୍ଦ୍ର ସାହୁ): ଭୁବନେଶ୍ୱରରେ ବିଶାଳ ସମାବେଶ କେନ୍ଦ୍ର ସରକାରଙ୍କ ସ୍କିମ୍ ବିରୋଧି ପଦକ୍ଷେପ ବିରୁଦ୍ଧରେ ଏ.ଆଇ.ଟି.ୟୁ.ସି. ସମେତ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସଂଗଠନ ଆହ୍ୱାନରେ ଦେଶବ୍ୟାପୀ ଧର୍ମଘଟ ଅବସରରେ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକା, ପାଚିକା ସହାୟିକା ୟୁନିଅନ୍ ଗୁଡ଼ିକୁ ନେଇ ଗଠିତ ସ୍କିମ୍ ୱାର୍କର୍ସ ସମନ୍ୱୟ କମିଟି ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଅବସରରେ ଆଜି ... Read More »

Demonstration of BJD

କେନ୍ଦ୍ର କୃଷିମନ୍ତ୍ରୀ ଓଡ଼ିଶାରେ ଚାଷୀଙ୍କୁ ସାହାଯ୍ୟ ଦେବାକୁ କହି ଦିଲ୍ଲୀରେ ଭୁଲିଗଲେ ଭୁବନେଶ୍ୱର,୧୭/୧/୨୦୧୮:(ମୀନକେତନ ଜେନା) ଓଡ଼ିଶାରେ ଚକଡ଼ା ପୋକ ଆକ୍ରମଣ ଯୋଗୁ ହଜାର ହଜାର ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେନ୍ଦ୍ର କୃଷିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ୨୦୧୭ ନଭେମ୍ବର ୧୨ ତାରିଖରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟକୁ ସବୁ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇବାକୁ ନିର୍ଭର ପ୍ରତିଶ୍ରୁତି ଦେଇ ଦିଲ୍ଲୀରେ ପହଞ୍ôଚବାର ୨୪ ଘଣ୍ଟା ନପୁରୁଣୁ ଓଡ଼ିଶାର ଚାଷୀଙ୍କ ସମସ୍ୟାକୁ ପୂରାପୂରି ଭୁଲିଗଲେ । ... Read More »

Manipur Education Minister Visits KISS

Manipur Education Minister Visits KISS Bhubaneswar,17/1:/2018 (By Prasant Kumar Bhuyan)  Th. Radheshyam Singh, Minister of  education, labour and employment ,Govt of Manipur  visited KIIT and KISS on Wednesday.  He visited various Campuses of KIIT and departments of KISS. Addressing the students of KISS Mr. Singh said,   I have not come here as a Minister rather as learner. I had learnt   ... Read More »

NHRC’s month long ‘Winter Internship Programme’ concludes

NHRC’s month long ‘Winter Internship Programme’ concludes Bhubaneswar // New Delhi, 17th January, 2018 The National Human Rights Commission’s much sought after one month long ‘Winter Internship Programme’ on human rights for university and college students concluded in New Delhi today on the 17th January, 2018. Total 49 interns, including 25 girls and 24 boys from 15 States of the country attended ... Read More »

CURTAIN RAISER: NHRC’s Open Hearing and Camp Sitting at Jaipur, Rajasthan from 18th – 19th January, 2018

CURTAIN RAISER: NHRC’s Open Hearing and Camp Sitting at Jaipur, Rajasthan from 18th – 19th January, 2018 Bhuaneswar /// New Delhi, 17th January, 2018 (By Minaketan Jena) -The National Human Rights Commission, NHRC will be holding two days ‘Open Hearing and Camp Sitting’ in order to address the grievances of the people speedily at Jaipur, Rajasthan on the 18th – 19th ... Read More »

25 years of Mother’s Public School

25 years of Mother’s Public School Bhubaneswar 17th Jan 2018 (By Minaketan Jena) :- Mother’s Public School, One Of The Oldest School Sin Bhubaneswar, Celebrated Its Silver Jubilee – 25 Years Of Service To The Children Of The Community. For Last Few Months, From July To December, Various Events Were Held To Celebrate This Landmark In The Journey Of The ... Read More »

Skip to toolbar