Breaking News
Home / 2017 / December / 27

Daily Archives: 27/12/2017

Seminar of Global peace foundation

ଗ୍ଲୋବାଲ ପିସ୍ ଫାଉଣ୍ଡେସନର ବିଶ୍ୱଶାନ୍ତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ଭୁବନେଶ୍ୱର, ୨୭.୧୨.୨୦୧୭ (ଜିତେନ୍ଦ୍ର ସାହୁ): ଭୟ, ଅଶାନ୍ତି ଓ ଆଙ୍କାରେ ଅସ୍ଥିର ମଣିଷ ଆଜି ପ୍ରତି ମୂହୁର୍ତ୍ତରେ ନିଜକୁ ଅସୁରକ୍ଷିତ ମଣିବା ସଙ୍ଗେ ସଙ୍ଗେ ସମଗ୍ର ମାନବ ସମାଜ ଓ ସଭ୍ୟତା ଆଜି ବିପଦଗ୍ରସ୍ତ । ଆଜିର ସମାଜରେ ବିଜ୍ଞାନ ସବୁକିଛି ସୁବିଧା ସୁଯୋଗ ଖଞ୍ଜି ଦେଇଥିବା ସତ୍ତେ୍ୱ ମଣିଷ ଆଜି ପ୍ରାଚୁର୍ଯ୍ୟ, ଅର୍ଥ ଆଦି ଭିତରେ ନିଜକୁ ହଜେଇ ଦେବା ପାଇଁ ଚେଷ୍ଟା କରିଛି । ଦେଶ ଦେଶ ମଧ୍ୟରେ ... Read More »

Nursing strike withdrawn

ନର୍ସିଂ ଆସୋସିଏସନର ଆନ୍ଦୋଳନ ମାସକ ପାଇଁ ସ୍ଥଗିତ ଭୁବନେଶ୍ୱର, ୨୭.୧୨ .୨୦୧୭ (ମୀନକେତନ ଜେନା): ଓଡ଼ିଶା ନର୍ସିଂ ଆସୋସିଏନ ପକ୍ଷରୁ ସାରା ରାଜ୍ୟରେ ଆଜିକୁ ୧୦ ଦିନ ଧରି ·ଲିଥିବା ଧାରଣା ଓ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ସ୍ୱାସ୍ଥ୍ୟ ସଚିବଙ୍କ ପୂର୍ଣ୍ଣ ପ୍ରତିଶ୍ରୁତି ପରେ ଆସନ୍ତା ମାସେ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ଆସୋସିଏସନର ସାଧାରଣ ସମ୍ପାଦିକା ପ୍ରଭାତି ମହାନ୍ତି ଜଣାଇଛନ୍ତି ।·କିରୀର ନିୟମିତତା, ଓଆରଭି ଆକ୍ଟ ଉଚ୍ଛେଦ କରିବା, ଆରଏସିପି ଲାଗୁ, ପ୍ରମୋଶନ ଲାଗୁ କରିବା, ଦରମା ଅସଂଗତି ଦୂର କରିବା, ... Read More »

International BISWA HINDU PARISAD SAMMILANI every villages in India and VHP 

International BISWA HINDU PARISAD SAMMILANI every villages in India and VHP  BHUBANESWAR – From 25th -27th November all the Leaders /saints from all the caste, creed came together in Udupi and slammed casteism by clarifying that Untouchability is not a product of Hinduism and there should not be any prejudice because all should be treated equally well in a Hindu society. For ... Read More »

Statement of BJP

ମୁଖ୍ୟମନ୍ତ୍ରୀଙ୍କ ଭାଷାପ୍ରେମ ଓଡିଆଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଦିଷ୍ଟ : ବିଶ୍ୱଭୂଷଣ ହରିଚନ୍ଦନ ଭୁବନେଶ୍ୱର, ତା ୨୭/୧୨/୨୦୧୭(ମୀନକେତନ ଜେନା) : ମୁଖ୍ୟମନ୍ତ୍ରୀଙ୍କ ଅଭୁତପୂର୍ବ ଓଡିଆ ଭାଷା ପ୍ରେମ ଓଡିଆ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ଯୋଜନାବଦ୍ଧ ରାଜନୈତିକ ରଣକୋ÷ଶଳ । ରାଜ୍ୟ ଶାସନର ପ୍ରତିଟି କ୍ଷେତ୍ରର ବ୍ୟର୍ଥ ହେବା ଯୋଗୁ ଊପୁଜିଥିବା ଜନ ଅସନ୍ତୋଷରୁ ରକ୍ଷା ପାଇବା ପାଇଁ ଲୋକଙ୍କର ଭାବାବେଗ ସହିତ ଜଡିତ ଓଡିଆ ଭାଷାକୁ ଅମୋଘ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି । ପୂର୍ବରୁ ସମସ୍ତ ପରମ୍ପରାକୁ ... Read More »

Sita Asara at Bhawanipatana

କଳାହାଣ୍ଡି ଯୁବ ଲେଖକ ସମାବେଶର ଶୀତ ସାହିତ୍ୟ ଆସର ଭବାନୀପାଟଣା, ୨୭/୧୨: ପ୍ରକୃତି ହିଁ ଯୁଗେଯୁଗେ ସାହିତ୍ୟର ଉପାଦାନ ସାଜିଆସିଛି । ପ୍ରକୃତିର ଅପରୂପ ଶୋଭାରାଜି ଫୁଟିଉଠିଛି କବି, ଲେଖକର କଲମ ମୁନରେ । ତେବେ ପ୍ରକୃତିର କୋଳରେ ରହି ତା’ର ଜୟଗାନ କରିବା ଏକ ନିଆରା ଅନୁଭୂତି । ସେହି ମର୍ମରେ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଏକ ଶୀତ ସାହିତ୍ୟ ଆସର ଆୟୋଜିତ ହୋଇଯାଇଛି । ଭବାନୀପାଟଣା ନିକଟସ୍ଥ ଭଟାଙ୍ଗପଦର ଡେମ୍ ପାଶ୍ୱର୍ସ୍ଥ ପ୍ରାକୃତିକ ପରିବେଶ ... Read More »

 Cabinet Decisions 2017

 Cabinet Decisions 2017  04 January 2017 Cabinet approves transfer of 34.87 Ha land in Sector 24, Dwarka, New Delhi from Delhi Development Authority to Land and Development Office for the purpose of proposed Second Diplomatic Enclave  The Union Cabinet, chaired by the Prime Minister Shri Narendra Modi has approved the transfer of 34.87 Ha land in Sector 24, Dwarka, New Delhi from Delhi Development Authority to ... Read More »

Festival Special Trains

Festival Special Trains Special trains are, normally, operated on a to and fro basis to clear extra rush of passengers traffic keeping in view the pattern of traffic, commercial justification, operational feasibility and availability of resources. However, Indian Railways operates one way special trains only in emergent situation like for clearance of unexpected extra rush to avoid any untoward incidents, ... Read More »

Murder at Bargarh

ପଥର ଛେଚି ହତ୍ୟା ବରଗଡ଼,୨୭ ଡ଼ିସେମ୍ବର ୨୦୧୭ଽ ବରଗଡ଼ ସହରର ୱାର୍ଡ଼ ନମ୍ବର ୧ ଭୁରୁସୁଲ ବନ୍ଦ ପଡ଼ାରେ କମଳ ବେହେରା ନାମକ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ୬ ନମ୍ବର ୱାର୍ଡ଼ ଦୋରାବନ୍ଧ ପଡ଼ାର ବୋଲି ଜଣାଯାଏ । ବରଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ଦୀର୍ଘଦିନ ହେଲା ବରଗଡ ସହରରେ ହତ୍ୟା ପରି ଜଘଣ୍ୟ ଅପରାଧ ଘଟି ନଥିଲା । ସଂପ୍ରତି ବରଗଡ଼ରେ ଧନୁଯାତ୍ରା ଚାଲୁଥିବା ସମୟରେ ଯୁବକଙ୍କୁ ... Read More »

Skip to toolbar