Breaking News
Home / 2017 / December / 21

Daily Archives: 21/12/2017

NHRC’s expresses serious concern over suicide by 12 farmers in 50 days in District Bargarh in Odisha; issues notice to the State Government

NHRC’s expresses serious concern over suicide by 12 farmers in 50 days in District Bargarh in Odisha; issues notice to the State Government        Bhubaneswar /New Delhi, 21st December, 2017-  The National Human Rights Commission has taken suo-motu cognizance of a media report that 12 farmers committed suicide in 50 days in District Bargarh, Odisha.  Reportedly, the recent suicide ... Read More »

Demonstration of BJP

ଚାଷ ଓ ଚାଷୀର ହକ୍ ଏବଂ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ଭୁବନେଶ୍ୱର, ତା .୨୧/୧୨/୨୦୧୭ (ମୀନକେତନ ଜେନା) ଆଜି ନବରଂଗପୁର, ଭଦ୍ରକ ଓ ବାରିପଦାରେ ଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଓ ଚାଷ,ଚାଷୀ ଓ ଜନସାଧାରଣଙ୍କ ମୈାଳିକ ସମସ୍ୟା ସମେତ ଜିଲ୍ଲାମାନଙ୍କ ସ୍ଥାନୀୟ ସମସ୍ୟାକୁ ନେଇ ରାଜ୍ୟ ବିଜେପି ଜିଲ୍ଲା ସ୍ତରରେ ଆନ୍ଦୋଳନକୁ ଓହ୍ଲାଇଛି । ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଦାବୀ ପତ୍ର ମାଧ୍ୟମରେ ଜିଲ୍ଲାର ପ୍ରମୁଖ ସମସ୍ୟା ଗୁଡିକୁ ଅବଗତ କରାଯିବା ସହ ସମସ୍ୟାର ସମାଧାନ ପାଇଁ ଅନୁରୋଧ ... Read More »

BJP demands Agricultural loan waiver

ଉତ୍ତରପ୍ରଦେଶ,ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ସରକାର ଓଡିଶାରେ କୃଷି ଋଣ ଛାଡ କରନ୍ତୁ : ବିଜେପି ଭୁବନେଶ୍ୱର, ତା.୨୧/୧୨/୨୦୧୭ (ମୀନକେତନ ଜେନା): ଦିନକୁ ଦିନ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମରୁଡି , ଚକଡା ପୋକ ଲାଗିବା ସହ ଅଦିନିଆ ବର୍ଷାରେ ଏକର ଏକର ଚାଷ ଜମି ନଷ୍ଟ ହୋଇଛି । ମାତ୍ର କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ରାଜ୍ୟ ସରକାର ଅସମ୍ବେଦନ ହୀନତାର ପରିଚୟ ଦେଇ ଚାଲିଛନ୍ତି । ଚାଷୀ ଋଣ କରି ହତାଶ ହୋଇ ଆତ୍ମହତ୍ୟା ... Read More »

State Government is behaving Step motherhood to RD Women University :ABVP

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ କାହିଁକି?: ଏବିଭିପିି ଭୁବନେଶ୍ୱର, ୨୧/୧୨/୨୦୧୭, (ଜିତେନ୍ଦ୍ର ସାହୁ) ରାଜ୍ୟର ପ୍ରମୁଖ ତଥା ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ଆଜି ବହୁ ସମସ୍ୟା ଘେରରେ । ବିଶ୍ୱବିଦ୍ୟାଳୟ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ପ୍ରତିବର୍ଷ ଛାତ୍ରୀ ସଂସଦ ନିର୍ବାଚନରେ ଶାସକ ଦଳର ଛାତ୍ରୀ ସଂଗଠନ ବିଭିନ୍ନ ପ୍ରତିଶୃତି ଦିଅନ୍ତିି କିନ୍ତୁ କୌଣସି ଗୋଟିଏ ବି ପୂରଣ କରିନାହାନ୍ତି । କେବଳ ଛାତ୍ରୀ ନେତ୍ରୀ ନୁହନ୍ତି ମେୟର, ମନ୍ତ୍ରୀ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିଶୃତି ଉପରେ ପ୍ରତିଶୃତି ... Read More »

5 Days Inter-State Youth Red Cross Study-cum-Training Camp concludes

 Inter-State Youth Red Cross Study-cum-Training Camp concludes Bhubaneswar, Dt.21.12.2017(By Minaketan Jena)  This camp helped the volunteers to build their capacity to render the humanitarian services to the most vulnerable people in the society. Vice-Chairman, National Managing Body, National Head Quarter, New Delhi Mr. Avinash Rai Khanna graced the Valedictory function as Chief Guest and thanked the effort taken by Youth ... Read More »

Press meet of BJP

ନବୀନଙ୍କ ମୁଣ୍ଡ ଉପରେ ସଭ୍ୟପଦ ରଦ୍ଦ ଖଣ୍ଡା ଭଳି ଝୁଲୁଥିବା କାରଣରୁ ବିଜେଡି ଆଣିଛି ପ୍ରତି ଅଭିଯୋଗ: ବିଜେପି ସତ୍ୟପାଠ ପ୍ରମାଣିତ କରି ନ ପାରିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାଣ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପରି ସଭ୍ୟ ପଦ ହେବ ରଦ୍ଦ ନବୀନଙ୍କ ବିରୁଦ୍ଧରେ ମୋକଦ୍ଦମା ବେଳେ ଏହା ଅଳିଆ ଗଦାକୁ ଫୋପଡା ଯିବା ଯୋଗ୍ୟ କାଗଜ ଓ ନିର୍ବାଚନର ବର୍ଷେ ପରେ ମାମଲା କରା ଯାଇ ପାରିବ ନାହିଁ ଯୁକ୍ତି କରୁଥିବା ଦଳ, ଜୁଏଲଙ୍କ ବିରୁଦ୍ଧରେ ନିର୍ବାଚନ ... Read More »

State investigation agency remain sailance in Land scam of BDA & CDA

ଜମି ଦୁର୍ନୀତି ତଦନ୍ତ ନାମରେ ରାଜ୍ୟ ସରକାରଙ୍କ ମହାଠକାମୀ ଟ୍ୟାକ୍ସଫୋର୍ସ ରିପୋର୍ଟ ସୁପାରିଶ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସରକାରୀ କାର୍ଯ୍ୟାନୁଷ୍ଠାନ ସମୀକ୍ଷା ଏକ ପ୍ରହସନ ଏବଂ ଠକାମୀ : ସିବିଆଇ ତଦନ୍ତ ଦାବୀ କଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ ଭୁବନେଶ୍ୱର, ୨୧.୧୨ ୨୦୧୭ (ଜିତେନ୍ଦ୍ର ସାହୁ) : ଭୁବନେଶ୍ୱର ଏବଂ କଟକରେ ସିଡ଼ିଏ, ରାଜ୍ୟ ଗୃହ ନିର୍ମାଣ ସଂସ୍ଥା, ସାଧାରଣ ପ୍ରଶାସନ ବିଭାଗ ଏବଂ ବିଡ଼ିଏ ଦ୍ୱାରା ଜମି /ପ୍ଲଟ ଆବଣ୍ଟନରେ ହୋଇଥିବା ଦୁର୍ନୀତି, ଅନିୟମିତତାର ତଦନ୍ତ କରି ରିପୋର୍ଟ ଦେବାକୁ ... Read More »

Hindu Aadhyatma Seva Samabesh at State Capital

ଗୁରୁର୍ବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁର୍ଦେବମହେଶ୍ୱରଃ..ମନ୍ତ୍ରରେ ପ୍ରକମ୍ପିତ ହୋଇ ଉଠିଲା ଦ୍ୱିତୀୟ ହିନ୍ଦୁ ଆଧ୍ୟାତ୍ମ ଏବଂ ସେବାମେଳା ପରିସର ଭୁବନେଶ୍ୱର ୨୧ ଡ଼ିସେମ୍ବର ୨୦୧୭ (ଅବଦୁଲ ସତ୍ତାର ଖାଁ) “ଗୁରୁର୍ବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁର୍ଦେବମହେଶ୍ୱରଃ,ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରୁବେ ନମଃ ।” ଗୁରୁବାର ଦିନ ଏହି ମନ୍ତ୍ର ଧ୍ୱନୀରେ ରାଜଧାନୀର ପଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେଉଥିବା ହିନ୍ଦୁ ଆଧ୍ୟାତ୍ମ ଏବଂ ସେବାମେଳା ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ପାଞ୍ଚଶହରୁ ଉଦ୍ଧ୍ୱର୍ ଗୁରୁଙ୍କ ପାଦତଳେ ଶିଷ୍ୟମାନେ ବସି ସେମାନଙ୍କର ପାଦଧୌତ ଏବଂ ଚରଣ ବନ୍ଦନ କରି ଫୁଲ,ଚନ୍ଦନ,ଦୀପ,ଧୂପ ... Read More »

Demonstration of BJP on 22nd December at Bhubaneswar

ନବୀନ ସରକାର ଓ ବିଏମସିର ଭ୍ରଷ୍ଟାଚାର ବିରୁଦ୍ଧରେ ଆସନ୍ତାକାଲି ବିଏମସି ସମ୍ମୁଖରେ ଜିଲ୍ଲା ବିଜେପିର ବିଶାଳ ସମାବେଶ ଆୟୋଜନ ଭୁବନେଶ୍ୱରବାସୀ ସମସ୍ତ ମୈାଳିକ ସୁବିଧାରୁ ବଂଚିତ ହେଉଛନ୍ତି : ବିଜେପି ଭୁବନେଶ୍ୱର ୨୧ ଡ଼ିସେମ୍ବର ୨୦୧୭ (ମୀନକେତନ ଜେନାୁ) ଦିନକୁ ଦିନ ଭୁବନେଶ୍ୱର ମୁନିସପାଲ କର୍ପୋରେସନ ରେ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ସାଧାରଣ ଲୋକ ଏଠି ତାର ନ୍ୟାଯ ଦାବୀରୁ ବଞ୍ôଚତ ହେଉଛି । ଶାସକ ଦଳର କିଛି କର୍ପୋରେଟରଙ୍କ ଅରାଜକତା ସହ ... Read More »

Sucess of Odia Actress Aahana

ଓଡ଼ିଆ ଅଭିନେତ୍ରୀ ଆହାନାଙ୍କ ସଫଳତା ଭୁବନେଶ୍ୱର ୨୧ ଡ଼ିସେମ୍ବର ୨୦୧୭ ( ଜିତେନ୍ଦ୍ର ସାହୁ) –‘ବ୍ଲାକମେଲ୍’ରେ ଆହାନା ଓଲିଉଡ଼ ଇଣ୍ଡଷ୍ଟ୍ରିର ହଟ୍ ଆଣ୍ଡ ବିୟୁଟିଫୁଲ୍ ନାୟିକା ଆହାନା ଖୁବ୍ ଓଲିଉଡ଼ ଇଣ୍ଡଷ୍ଟ୍ରିର ହଟ୍ ଆଣ୍ଡ ବିୟୁଟିଫୁଲ୍ ନାୟିକା ଆହାନା ଖୁବ୍ କମ ଦିନରେ ଓଡିଆ ଫିଲ୍ମ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଭୈରବ’ ରିଲିଜ୍ ହୋଇସାରିଛି । ଏହି ଫିଲ୍ମଟି ଆଶାନୁରୂପେ ସଫଳତା ହାସଲ କରିଥିଲା । ଏବେ ତାଙ୍କ ଅଭିନୀତ ବ୍ଲାକମେଲ୍ ରିଲିଜ୍ ଅପେକ୍ଷାରେ ... Read More »

Skip to toolbar