Breaking News
Home / 2017 / December / 18

Daily Archives: 18/12/2017

Victory of BJP in Gujrat

ଗୁଜୁରାତ ଓ ହିମାଚଳବାସୀ ବିକାଶକୁ ପ୍ରାଧାନ୍ୟ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଦୃଢ ଆସ୍ଥା ପ୍ରକଟ କରିଛନ୍ତି : ବିଜେପି ୍ଡ ଗୁଜୁରାତ ଓ ହିମାଚଳବାସୀଙ୍କୁ ଅଭିନନ୍ଦନ ଜଣାଇଲା ରାଜ୍ୟ ବିଜେପି ୍ଡ ଗୁଜୁରାତର ସୁରତରେ ବାସ କରୁଥିବା ୭ ଲକ୍ଷରୁ ଉର୍ଦ୍ଧ ଓଡିଆ ବିଜେପିକୁ ସମର୍ଥନ କରିଥିବା କାରଣରୁ ଧନ୍ୟବାଦ ଜ୍ଞାପନ ୍ଡ ଆଜିର ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡିଶାରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ ଭୁବନେଶ୍ୱର ତା ୧୮/୧୨/୨୦୧୭(ମୀନକେତନ ଜେନା) : ଗୁଜୁରାତରେ ୬ଷ୍ଠ ... Read More »

KIITFest 2017 Kicks off

KIITFest 2017 Kicks off Bhubaneswar 18th December 2017 (Prasanta Kumar Bhuyan) The annual techno-cultural fest of KIIT Deemed to be University, ‘KIITFest 2017, was inaugurated amidst much fanfare and splendour on December 17, 2017. The three-day mega event is one of the largest techno-cultural fest in Eastern part of India.Inaugurating the KIITFest, Mr. Mukes Tiwari said, “We are buying degrees, but no ... Read More »

200 Political leaders joins BJD

ବିଜେପୁରର ୨୦୦ରୁ ଊଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ମିଶିଲେ ଭୁବନେଶ୍ୱର,୧୮/୧୨/୨୦୧୭:(ବିଶ୍ୱରଞ୍ଜନ ମିଶ୍ର) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ବିଜେପି ନେତା ଭୀଷ୍ମଦେବ ସରାଫ୍‍ଙ୍କ ନେତୃତ୍ୱରେ ୨୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସରପଞ୍ଚ ରାଜେଶ ସେଠ୍‍, ନିର୍ମଳ ପଟେଲ୍‍, ଦଶରଥ ପଟେଲ୍‍, ଦିବ୍ୟ କିଶୋର ବାଗ୍‍, ପର୍ଶୁରାଜ ପ୍ରଧାନ, ସଂଜୀତ ପଟେଲ୍‍, ... Read More »

Demonstration of Gaun Sathi

ଗାଁସାଥୀଙ୍କ ରାଜ୍ୟସ୍ତରୀୟ ଆହୋରାତ୍ର ଗଣଧାରଣା, ୨୦ରେ ବିଶାଳ ର୍ୟାଲି ଦାବିପୂରଣ ନହେଲେ ଉପନିର୍ବାଚନ ହେବାକୁଥିବା ବିଜେପୁରରେ ଭୋଟ କେନ୍ଦ୍ରକୁ ଯିବନାହିଁ ଗାଁସାଥୀ ପରିବାର : ଗାଁସାଥୀ ସଂଘ ଭୁବନେଶ୍ୱର, ତା୧୮.ଡ଼ିସେମ୍ବର ୨୦୧୭(ଜିତେନ୍ଦ୍ର ସାହୁ) : ପଞ୍ଚାୟତିରାଜ ବିଭାଗରେ ଗ୍ରାମୀଣସ୍ତରରେ ପର୍ଯ୍ୟାପ୍ତ କାର୍ଯ୍ୟ ପ୍ରଦାନ ସହିତ ସର୍ବନିମ୍ନ ମାସିକ ୬୦୦୦ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରାପ୍ତିର ଦାବି ନେଇ ଗତ ୯ବର୍ଷ ଧରି ସଂଗ୍ରାମ ଜାରିରଖିଛି “ଗାଁସାଥୀ (ମେଟ୍) ସଂଘ ମିିଳିତ କ୍ରିୟାନୁଷ୍ଠାନ କମିଟି”, ଓଡ଼ିଶା ପ୍ରଦେଶ । ସଂଗଠନର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ... Read More »

Nursing Strike continued ..

ନର୍ସିଂ ସେବା ସଂଘର ଅହୋରାତ୍ର ଧାରଣା ଦାବି ପୂରଣ ନହେଲେ ସେବା କାର୍ଯ୍ୟ ବନ୍ଦ ପାଇଁ ଧମକ ଭୁବନେଶ୍ୱର, ୧୮ଡ଼ିସେମ୍ବର ୨୦୧୭ (ଜିତେନ୍ଦ୍ର ସାହୁ) : ସ୍ୱାସ୍ଥ୍ୟ ବିଭାଗରେ ଦୀର୍ଘ ୧୮ବର୍ଷରୁ ଉଦ୍ଧ୍ୱର୍ କାଳ ଧରି ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ନର୍ସିଂ କର୍ମ·ରୀମାନଙ୍କର ଅନେକ ·କିରୀଗତ ସମସ୍ୟା ରହିଥିଲେ ମଧ୍ୟ ସରକାର ତାଙ୍କୁ ଅଣଦେଖା କରି·ଲିଛନ୍ତି । ବିଭିନ୍ନ ସମୟରେ ଦାବୀ ଜଣାଇଲେ ମଧ୍ୟ ପୂରଣ ପାଇଁ ପ୍ରତିଶ୍ରୁତି ଦେଇ ସରକାର ପରବର୍ତ୍ତି ସମୟରେ ପ୍ରତାରଣା କରୁଛନ୍ତି । ଏଥିରେ ଅସନ୍ତୁଷ୍ଟ ହୋଇ ନର୍ସିଂ ... Read More »

8th Instalation ceremony of Odisha Nagarik Samaj

ନାଗରିକ ସମାଜ ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସେତୁ ଓଡ଼ିଶା ନାଗରିକ ସମାଜର ଅଷ୍ଟମ ସ୍ୱ-ନକ୍ଷତ୍ର ଦିବସ ଭୁବନେଶ୍ୱର,୧୮ଡ଼ିସେମ୍ବର ୨୦୧୭ (ଅବଦୁଲ ସତ୍ତାର ଖାଁ): ଓଡ଼ିଶାର ନାଗରିକ ସଂଗଠନମାନେ ଏକାଠି ହୋଇ ଓଡ଼ିଶା ନାଗରିକ ସମାଜର ଅଷ୍ଟମ ସ୍ୱ-ନକ୍ଷତ୍ର ଦିବସ ପାଳନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରର ବିକାଶରେ ନାଗରିକ ସମାଜର ଭୂମିକା ସମ୍ପର୍କିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ ଯେ, ନାଗରିକ ... Read More »

All Party protest on Mahanadi issue at New Delhi

ଟ୍ରିବୁନାଲ ଗଠନ ଦାବୀରେ ମହାନଦୀ ବଞ୍ଚାଅ ସତ୍ୟାଗ୍ରହ ସଂସଦ ସମ୍ମୁଖରେ ଆରମ୍ଭ ଭୁବନେଶ୍ୱର/ନୂଆଦିଲ୍ଲୀ ୧୮.ଡ଼ିସେମ୍ବର ୨୦୧୭ (ମୀନକେତନ ଜେନା): ସ୍ୱତନ୍ତ୍ର ମହାନଦୀ ଟ୍ରିବୁନାଲ ଗଠନ ଦାବିରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଆଜିଠାରୁ ଦିଲ୍ଲୀରେ ସଂସଦ ସମ୍ମୁଖରେ ସର୍ବଦଳୀୟ ସତ୍ୟାଗ୍ରହ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ମନୋମୁଖୀ ଓ ଏକ·ଟିଆ ମନୋଭାବ ଓ ସାମ୍ବିଧାନିକ ବ୍ୟବସ୍ଥାର ଘାତକ ସଦୃଶ କାର୍ଯ୍ୟକ୍ରମକୁ ସମଗ୍ର ଓଡ଼ିଶାବାସୀ ଦୃଢ ବିରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଂସଦରେ ମହାନଦୀ ଟ୍ରିବୁନାଲ ଗଠନ କରିବାରେ ପ୍ରତିଶ୍ରୁତି ... Read More »

The Commission of Inquiry Report on the Incident of Kalinganagar Firing

The Commission of Inquiry Report on the Incident of Kalinganagar Firing Justifies State Violence on Citizens — A Citizens’ Response,     December 18, 2017-Bhubaneswar (By Minaketan Jena) –Police firing on adivasis leading to 13 deaths in Kalinganagar on January 2, 2006 to acquire land for a private company to usher in industrialization had sent shock waves across the country. Today, ... Read More »

ISCA National Seminar in KIIT Fruits of Science should reach the grass root level

ISCA National Seminar in KIIT Fruits of Science should reach the grass root level Bhubaneswar 17th December 2017 (By Minaketan Jena) Two day National Seminar on “Reaching the Unreached through Science and Technology jointly organized by Indian Science Congress Association (ISCA) Bhubaneswar Chapter and KIIT Deemed University inaugurated today at KIIT Campus. Inaugurating the seminar Prof. Dr. Ashok Saxena, Former General ... Read More »

Nuapada Kendu leaf DFO Laxmikanta Mishra arrested by vigilance police

Nuapada Kendu leaf DFO Laxmikanta Mishra arrested by vigilance police  On 17.12.2017, Sri Laxmikanta Mishra, Divisional Forest Officer (D.F.O), Kendu Leaf Division, Khariar, Dist. Nuapada has been arrested by the officers of Vigilance, Koraput Division for demanding and accepting illegal gratification of Rs.2,20,000/- (Rupees two Lakh twenty thousand) from Sri Parsuram Patel, In-Charge Range Officer, Lakhana Kendu Leaf Range, Nuapada ... Read More »

Skip to toolbar