Breaking News
Home / Bargarh / Highlights Odisha : 18th November 2017

Highlights Odisha : 18th November 2017

Highlights Odisha : 18th November 2017

Bhubaneswar ,18th November 2017 :: Hon’ble Mr. Justice Dipak Misra, Chief Justice of India, Hon’ble Mr. Justice Vineet Saran, Chief Justice of Orissa High Court and Chancellor and Chief minister Shri Naveen Patnaik at the Fourth Convocation-2017 of National Law University Odisha, Cuttack on 1-11-2017:: Photo Biswaranjan Mishra

Khordha ,18th November 2017 :: କଳିଙ୍ଗ କନ୍ୟା ପାଇକ ଆଖଡା ଦଳ. ରତନପୁର. କୁହୁଡ଼ି. ଖୋର୍ଧା ତରଫରୁ ପାଇକ ବିଦ୍ରୋହ ର ଦୁଇ ସହ ବର୍ଷ ଫୁର୍ତ୍ତି ଅବସରରେ. ରତନପୁର ଓ ଚିଲିକା ବ୍ଲକ ର ସୋରଣ ଠାରେ ୧୦ ଟି ବଉଳ. ଅଶୋକ ଗଛ ରୋପଣ କରାଯାଇଥିଲା. ପାଇକ ସଂଗ୍ରାମୀ ସହିଦ. ଜୟୀ ରାଜଗୁରୁ. ବକ୍ସି ଜଗବନ୍ଧୁ. ତାପଙ୍ଗ ଦଳବେହେରା. ପିଣ୍ଡ କି ବାହୁ ବଳ ନ୍ଦ୍ର . କୃତିବାସ ପାଟ୍ଟଶାଣୀ. ସମେତ ଅନ୍ୟ ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟ ରେ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଥିଲା. ଏଥିରେ ପ୍ରାକୃତି ବନ୍ଧୁ ତଥା ଏହି ଦଳର ମୁଖ୍ୟ ସୁନୀତା ବେହେରା. ସ୍ନେହଲତା ବେହେରା. ରେଖା ବେହେରା. ସସ୍ମିତା ବେହେରା. ମୀନା ରାଣୀ ବେହେରା. ମୀନ ତି ବେହେରା. ଓ ଚିନ୍ମୟୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ.ପାଇକ ବିଦ୍ରୋହ ସଂଗ୍ରାମୀ ସହିଦ ମାନଙ୍କ ଉଦ୍ଦେଶ୍ୟ ରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ. ପ୍ରଥମ ଘଟଣା ::Photo Abdul Sattar Khan

Bhubaneswar ,18th November 2017 :: ସ୍ଥାନୀୟ ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହ ପରିସରରେ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଶାସ୍ତ୍ର ଦିବସ ପାଳନ କରାଯାଇଅଛି । ଏହି ବର୍ଷ ଦର୍ଶନଶାସ୍ତ୍ର ଦିବସର ମୁଖ୍ୟ ର୍ବାା ‘ଶାନ୍ତି’ ଉପରେ ପର୍ଯ୍ୟବେଷିତ ଥିଲା । ଏହି ଅବକାଶରେ ‘ଇଷା ଉପନିଷଦ’ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା । ଅତିଥି ଭାବରେ କିସ୍ ୟୁନିଭରସିଟିର କୁଳପତି ପ୍ରଫେସର ହରେକୃ୩⁄୪ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଇଷା ଉପନିଷଦର ମୂଳ ଦର୍ଶନତ୍ୱ ଉପରେ ବର୍ଣ୍ଣନା କରିଥିଲେ ଏବଂ ସତ୍ କର୍ମୀ, ଧର୍ମୀ, ଉପକାରୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଅନ୍ୟତମ ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ତ୍ରିପୁରା ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ଯୋଗଦେଇ ସକ୍ରେଟିସ୍ କହିଥିବା ବାଣୀ ‘ନିଜକୁ ଜାଣ ଓ ଜଗତକୁ ଜାଣ, ବିଶ୍ୱକୁ ଶାନ୍ତି ରଖ’ ଉପରେ ବର୍ଣ୍ଣନା କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଫେସର ମହ୧ଦ ନୱାଜ ହାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବି.ଜେ.ବି. କଲେଜ ଦର୍ଶନ ଶାସ୍ତ୍ର ବିଭାଗର ବିଭାଗୀୟ ମୁଖ୍ୟ ଡଃ ହରି୧⁄୨ନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ । କଲେଜର ଉପାଧ୍ୟକ୍ଷା ଡଃ ରୀତା ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭିନ୍ନ କଲେଜରୁ ଆସିଥିବା ଅତିଥି, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ଏହି ଅବକାଶରେ ବିଜେବି କଲେଜର ସଙ୍ଗୀତ ବିଭାଗର ବିଭାଗୀୟ ମୁଖ୍ୟ ଗୌରାଙ୍ଗ ଚରଣ ଦଳାଇଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ::Photo Minaketan Jena
Bhubaneswar ,18th November 2017 :: ସ୍ଥାନୀୟ ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହ ପରିସରରେ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଶାସ୍ତ୍ର ଦିବସ ପାଳନ କରାଯାଇଅଛି । ଏହି ବର୍ଷ ଦର୍ଶନଶାସ୍ତ୍ର ଦିବସର ମୁଖ୍ୟ ର୍ବାା ‘ଶାନ୍ତି’ ଉପରେ ପର୍ଯ୍ୟବେଷିତ ଥିଲା । ଏହି ଅବକାଶରେ ‘ଇଷା ଉପନିଷଦ’ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା । ଅତିଥି ଭାବରେ କିସ୍ ୟୁନିଭରସିଟିର କୁଳପତି ପ୍ରଫେସର ହରେକୃ୩⁄୪ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଇଷା ଉପନିଷଦର ମୂଳ ଦର୍ଶନତ୍ୱ ଉପରେ ବର୍ଣ୍ଣନା କରିଥିଲେ ଏବଂ ସତ୍ କର୍ମୀ, ଧର୍ମୀ, ଉପକାରୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଅନ୍ୟତମ ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ତ୍ରିପୁରା ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ଯୋଗଦେଇ ସକ୍ରେଟିସ୍ କହିଥିବା ବାଣୀ ‘ନିଜକୁ ଜାଣ ଓ ଜଗତକୁ ଜାଣ, ବିଶ୍ୱକୁ ଶାନ୍ତି ରଖ’ ଉପରେ ବର୍ଣ୍ଣନା କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଫେସର ମହ୧ଦ ନୱାଜ ହାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବି.ଜେ.ବି. କଲେଜ ଦର୍ଶନ ଶାସ୍ତ୍ର ବିଭାଗର ବିଭାଗୀୟ ମୁଖ୍ୟ ଡଃ ହରି୧⁄୨ନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ । କଲେଜର ଉପାଧ୍ୟକ୍ଷା ଡଃ ରୀତା ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭିନ୍ନ କଲେଜରୁ ଆସିଥିବା ଅତିଥି, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ଏହି ଅବକାଶରେ ବିଜେବି କଲେଜର ସଙ୍ଗୀତ ବିଭାଗର ବିଭାଗୀୟ ମୁଖ୍ୟ ଗୌରାଙ୍ଗ ଚରଣ ଦଳାଇଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।::Photo Minaketan Jena

About surendrahota

Leave a Reply

%d bloggers like this:
Skip to toolbar