Breaking News
Home / Bhubaneswar / Union Tribal welfare minister inaugurate 15 project

Union Tribal welfare minister inaugurate 15 project

କେନ୍ଦ୍ରମନ୍ତ୍ରୀଶ୍ରୀଜୁଏଲଓରାମଙ୍କ ଦ୍ୱାରାଗୋଟିଏ ଦିନରେ ୧୦୧ କୋଟିଟଙ୍କାବ୍ୟୟରେ ୧୫ ଟି ପ୍ରକଳ୍ପର ଶିଳାନ୍ୟାସ

ବଣାଇ, ତା୧୨.୧୧.୨୦୧୭// ଆଜିକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମସୁନ୍ଦଗଡ଼ଜିଲ୍ଲାବଣାଇବିଧାନସଭା ଅନ୍ତର୍ଗତଗୁରୁଣ୍ଡିଆ ଓ ଲହୁଣିପଡ଼ାଠାରେଗୋଟିଏ ଦିନରେ ୧୦୧ କୋଟିଟଙ୍କାବ୍ୟୟରେ ୧୫ଟି ପ୍ରକଳ୍ପରଶିଳାନ୍ୟାସକରିଛନ୍ତି । ସକାଳ ୧୦.୩୦ ରେଶ୍ରୀଓରାମବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟରଯୋଗେଲହୁଣିପଡ଼ାବ୍ଳକ ଅନ୍ତର୍ଗତ ଫୁଲଝର ଆଶ୍ରମସ୍କୁଲ ପଡ଼ିଆରେଦିବା ୧୦ ଘଟିକାସମୟରେଅବତରଣକରି ଫୁଲଝରଠାରେ ୬ ଟି ପ୍ରଧାନମନ୍ତ୍ରୀମନ୍ତ୍ରୀଗ୍ରାମସଡ଼କ ଓ ଜିଲ୍ଲାଖଣିଜ ଫାଉଣ୍ଡେସନ ଅର୍ଥରେ ୨ଟି ସେତୁରଶିଳାନ୍ୟାସକରିଥିଲେ । ସେଗୁଡ଼ିକମଧ୍ୟରେ ପ୍ରଧାନମନ୍ତ୍ରୀଗ୍ରାମ୍ୟସଡ଼କଯୋଜନା ଅନ୍ତର୍ଗତ ମଧୁପୁର-ମହୁରାରାସ୍ତା, ଆରଡ଼ିରାସ୍ତାରୁ ଅର୍ଜୁନଝରୀ, କୁର୍ଡ଼ାଠାରୁଜଳଡ଼ିହି, ବୁଢ଼ିକୁଟୁଣିଠାରୁଜିବିକାପୋଷ, ରେଙ୍ଗଲିଠାରୁଜିଙ୍କିରା ଦେଇ ବାଙ୍କିରାସ୍ତାଏବଂ ଫୁଲଝରଠାରୁସସାରାସ୍ତାସମେତଜିଲ୍ଲାଖଣିଜ ଫାଉଣ୍ଡେସନ ଅର୍ଥରେଖୁଂଟଗାଁ ଫୁଲଝରକେନ୍ଦୁଝରସୀମାରାସ୍ତାରେଗୋଦାପାଲି ନାଳସେତୁ ଓ ଗୁଜୁରା ନାଳସେତୁରଭିତିପ୍ରସ୍ତରରଶିଳାନ୍ୟାସକରିଥିଲେ ।ପରେ ଫୁଲଝର ପଡ଼ିଆଠାରେ ଆୟୋଜିତସାଧାରଣସଭାରେମନ୍ତ୍ରୀଶ୍ରୀଓରାମକହିଥିଲେ ଯେ ଫୁଲଝରରୁକେଉଁଝରଏବଂ ଅନ୍ୟରାସ୍ତାଗୁଡ଼ିକର ନିର୍ମାଣ ଦ୍ୱାରାସ୍ଥାନୀୟ ଅଧିବାସୀଙ୍କଜୀବନଜୀବିକାରେ ନିଶ୍ଚିତ ଭାବେ ପରିବର୍ତନ ଆସିବାସହସମାଜରମୁଖ୍ୟ ଧାରାରେସାମିଲହୋଇପାରିବେ । ଆଦିବାସୀମାନେ ତାଙ୍କରଜଙ୍ଗଲଜାତ ଦ୍ରବ୍ୟରଉଚିତମୂଲ୍ୟରେବିକ୍ରୟକରିପାରିବେ । ଯୋଗାଯୋଗ ଦୃଷ୍ଟିରୁ ଆଦିବାସୀ ଅଧ୍ୟୁଷିତ ଅଂଚଳଗୁଡ଼ିକମୁଖ୍ୟସହରସହିତସଂଲଗ୍ନହୋଇପାରିବ । ଦଳମତ ନିର୍ବିଶେଷରେଏହି ଅଂଚଳରବିକାଶ ପାଇଁସମସ୍ତେହାତମିଳାଇଆଗେଇ ଆସିବାକୁଜୁଏଲଓରାମ ନିବେଦନ କରିଥିଲେ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କନେତୃତ୍ୱରେଏନଡ଼ିଏସରକାରଗ୍ରାମାଂଚଳରବିକାଶବିଶେଷକରି ଆଦିବାସୀମାନଙ୍କରଉନ୍ନତିପାଇଁ ଦୃଢ଼ ପରିକର । ଆଦିବାସୀମାନଙ୍କଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜୀବନଜୀବିକାରଉନ୍ନତି ପାଇଁକେନ୍ଦ୍ରସରକାର ପ୍ରାଥମିକତାସହକାର୍ଯ୍ୟକରିଚାଲିଛି । ରାଜ୍ୟସରକାରଙ୍କସହଯୋଗରହିଲେବିକାଶରଗତିକୁକେହିରୋକି ପାରିବେ ନାହିଁବୋଲିଶ୍ରୀଓରାମକହିଥିଲେ । ଏହିଶିଳାନ୍ୟାସ ପର୍ବ ଓ ସାଧାରଣସଭାରେବଣାଇବିଧାୟକଶ୍ରୀଲକ୍ଷ୍ମଣମୁଣ୍ଡାଉପସ୍ଥିତରହିକହିଥିଲେ ଯେ ବଣାଇରବିକାଶ ପାଇଁଜୁଏଲବାବୁଙ୍କର ଅବଦାନ ଅତୁଳନୀୟ ।ଅନ୍ୟମାନଙ୍କମଧ୍ୟରେଏନବିସିସିରଜେନେରାଲମ୍ୟାନେଜର ଆର.କେ.ସିହ୍ନା.ବିଭାଗୀୟ ଅଧିକାରୀ, ବଣାଇ ଆଇଟିଡ଼ିଏ ପି.ଏ. ଏବଂ ଅନ୍ୟାନ୍ୟବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବଣାଇବିଜେପିଜିଲ୍ଲାସଭାପତିଶ୍ରୀରାହାସବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତକାର୍ଯ୍ୟକ୍ରମରେବିଜେପିରାଜ୍ୟକାର୍ଯ୍ୟକାରିଣୀସଦସ୍ୟରମେଶ ଅଗ୍ରୱାଲ, ଧନେଶ୍ୱରମହନ୍ତ ଏବଂବିଜେପିନେତ୍ରୀସେବତୀ ନାୟକ, ବୁଲୁସ୍ୱାଇଁ, ଲୋକନାଥ ବାରିକ,ଜଗନ୍ନାଥ ମହନ୍ତ, ଅନୀଲବର୍ଲା,ଖୁଂଟଗାଁସରପଂଚଏବଂ ଅନ୍ୟ ନେତୃମଣ୍ଡଳୀମଂଚରେଉପସ୍ଥିତ ଥିଲେ ।ସେହିପରିମଧ୍ୟାହ୍ନ ୧୨.୩୦ ଘଟିକାରେମନ୍ତ୍ରୀଶ୍ରୀଓରାମଗୁରୁଣ୍ଡିଆଠାରେ ପ୍ରଧାନମନ୍ତ୍ରୀସଡ଼କଯୋଜନା ଅନ୍ତର୍ଗତ ୮ଟି ପ୍ରକଳ୍ପରଶିଳାନ୍ୟାସକରିଥିଲେ । ଆରଡ଼ିରାସ୍ତାରୁଛିଣ୍ଡାବିଟୋଲାରାସ୍ତା,ପୂର୍ତବିଭାଗରାସ୍ତାରୁ ନଳଘାଟିରାସ୍ତା, ପୂର୍ତବିଭାଗରାସ୍ତାରୁସିରିଗିଡ଼ା, ଏନ.ଏଚ-୨୩ରୁ ମୁଷାପୋଷ, ପୂର୍ତବିଭାଗରାସ୍ତାରୁକର୍ଡ଼ାଘାଟି, ପୂର୍ତବିଭାଗରାସ୍ତାରୁରାଇକଳାପୋଷଏବଂ ଆରଡ଼ିରାସ୍ତାରୁବାଦିବାହାଲ ପର୍ଯ୍ୟନ୍ତ ରାସ୍ତାରଶିଳାନ୍ୟାସକରିଥିଲେ ।ପରେପରେକେନ୍ଦ୍ରମନ୍ତ୍ରୀଶ୍ରୀଓରାମଗୁରୁଣ୍ଡିଆମିନିଷ୍ଟାଡ଼ିୟମଠାରେ ଆୟୋଜିତ ଏକ ସାଧାରଣସଭାରେ ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କମଧ୍ୟରେଏହିକାର୍ଯ୍ୟକ୍ରମରେବଣାଇବିଧାୟକଲକ୍ଷ୍ମଣମୁଣ୍ଡା, ରାହସବିହାରି ପ୍ରଧାନ, ମନୋଜ ପ୍ରଧାନ, ଡ଼େଙ୍ଗୁରାଓରାମ, ରମେଶ ଅଗ୍ରୱାଲ, ଧନେଶ୍ୱରମହନ୍ତ, ସେବତୀ ନାୟକ, ବାସୁସାହୁ, ଉପନ୍ଦ୍ରେବେହେରା, ଅନୀଲମହନ୍ତ, ହେମନ୍ତ ସାହୁ,ସୁରସାହୁ, ଚେତନପଦ ନାୟକଏବଂଗୁରୁଣ୍ଡିଆ ପଂଚାୟତସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପ୍ରମୁଖଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar