Breaking News
Home / 2017 / November / 13

Daily Archives: 13/11/2017

2nd Annual Meet of Navodaya alumni association of Odisha (NAAO)

2nd Annual Meet of Navodaya alumni association of Odisha (NAAO) 12 th Nov 2017 Bhubaneswar,The second annual meet of Navodaya alumni association of Odisha (NAAO) was organised today. The alumni of 31 Jawahar Navodaya Vidyalayas (JNVs) of Odisha joined  the meet from various corner of the world. As of date there are above 30000 alumini of jnv who are serving a society ... Read More »

INTACH   TO   DOCUMENT  THE  HERITAGE  OF  THE  PRACHI  VALLEY

INTACH   TO   DOCUMENT  THE  HERITAGE  OF  THE  PRACHI  VALLEY Bhubaneswar  12th Nov 2017 (By Mitali Madhumita Nayak :The Indian National Trust for Art and Cultural  Heritage (INTACH) has launched the Project: “Documenting the Monuments of the Prachi Valley” today. The project was started from the Bakreswar Temple in Bhinjarpur near Bhubaneswar on Saturday.Similar to early civilizations like the Aryan, ... Read More »

Union Tribal welfare minister inaugurate 15 project

କେନ୍ଦ୍ରମନ୍ତ୍ରୀଶ୍ରୀଜୁଏଲଓରାମଙ୍କ ଦ୍ୱାରାଗୋଟିଏ ଦିନରେ ୧୦୧ କୋଟିଟଙ୍କାବ୍ୟୟରେ ୧୫ ଟି ପ୍ରକଳ୍ପର ଶିଳାନ୍ୟାସ ବଣାଇ, ତା୧୨.୧୧.୨୦୧୭// ଆଜିକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମସୁନ୍ଦଗଡ଼ଜିଲ୍ଲାବଣାଇବିଧାନସଭା ଅନ୍ତର୍ଗତଗୁରୁଣ୍ଡିଆ ଓ ଲହୁଣିପଡ଼ାଠାରେଗୋଟିଏ ଦିନରେ ୧୦୧ କୋଟିଟଙ୍କାବ୍ୟୟରେ ୧୫ଟି ପ୍ରକଳ୍ପରଶିଳାନ୍ୟାସକରିଛନ୍ତି । ସକାଳ ୧୦.୩୦ ରେଶ୍ରୀଓରାମବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟରଯୋଗେଲହୁଣିପଡ଼ାବ୍ଳକ ଅନ୍ତର୍ଗତ ଫୁଲଝର ଆଶ୍ରମସ୍କୁଲ ପଡ଼ିଆରେଦିବା ୧୦ ଘଟିକାସମୟରେଅବତରଣକରି ଫୁଲଝରଠାରେ ୬ ଟି ପ୍ରଧାନମନ୍ତ୍ରୀମନ୍ତ୍ରୀଗ୍ରାମସଡ଼କ ଓ ଜିଲ୍ଲାଖଣିଜ ଫାଉଣ୍ଡେସନ ଅର୍ଥରେ ୨ଟି ସେତୁରଶିଳାନ୍ୟାସକରିଥିଲେ । ସେଗୁଡ଼ିକମଧ୍ୟରେ ପ୍ରଧାନମନ୍ତ୍ରୀଗ୍ରାମ୍ୟସଡ଼କଯୋଜନା ଅନ୍ତର୍ଗତ ମଧୁପୁର-ମହୁରାରାସ୍ତା, ଆରଡ଼ିରାସ୍ତାରୁ ଅର୍ଜୁନଝରୀ, କୁର୍ଡ଼ାଠାରୁଜଳଡ଼ିହି, ବୁଢ଼ିକୁଟୁଣିଠାରୁଜିବିକାପୋଷ, ରେଙ୍ଗଲିଠାରୁଜିଙ୍କିରା ଦେଇ ବାଙ୍କିରାସ୍ତାଏବଂ ଫୁଲଝରଠାରୁସସାରାସ୍ତାସମେତଜିଲ୍ଲାଖଣିଜ ଫାଉଣ୍ଡେସନ ଅର୍ଥରେଖୁଂଟଗାଁ ଫୁଲଝରକେନ୍ଦୁଝରସୀମାରାସ୍ତାରେଗୋଦାପାଲି ନାଳସେତୁ ... Read More »

BJP leder meets Union Agriculture minister

ପୋକ ଆକ୍ରମଣ ଏବଂ ବର୍ଷାଭାବ କାରଣରୁ ଫସଲହାନୀ ପ୍ରସଙ୍ଗରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ଅବଗତ କଲା ରାଜ୍ୟ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କୃଷି ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲା ସ୍ଥିତିର ଗାମ୍ଭୀରତାକୁ ହୃଦୟଙ୍ଗମ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ ଭବିଷ୍ୟତରେ ଏଭଳି ଭୟଙ୍କର ସ୍ଥିତିକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ ଭୁବନେଶ୍ୱର, ତା.୧୨/୧୧/୨୦୧୭:(ମୀନକେତନ ଜେନା) ରାଜ୍ୟ ସରକାରଙ୍କ ତଥ୍ୟାନୁଯାୟୀ ରାଜ୍ୟର ୨୪ଟି ଜିଲ୍ଲାର ୧୫୦ଟି ବ୍ଲକ ଅନ୍ତର୍ଗତ ୧୯୦୭ଟି ପଂଚାୟତର ୮୦୯୨ ଗ୍ରାମ ... Read More »

State level domestic workers convention

ନିଜର ଅଭାବି ପରିବାରକୁ ସହଯୋଗ କରିବା ପାଇଁ ପର ଘରେ କାମ କରୁଥିବା ଘରୋଇ ସହାୟକମାନଙ୍କୁ ସଂଗଠିତ କରି ସୁବ୍ୟବସ୍ଥିତ ଭାବରେ ଗୃହକ ର୍ାଙ୍କ ସହିତ ସମନ୍ୱୟ ରକ୍ଷା କରି ଉଭୟ ପକ୍ଷର ସ୍ୱାର୍ଥକୁ ସୁରକ୍ଷା ଦେବା ସହିତ ସେମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯଥା :- ସାମାଜିକ ସୁରକ୍ଷା, ପଞ୍ଜିକରଣ, ପରିଚୟ ପତ୍ର, କର୍ମସ୍ଥଳରେ ସୁରକ୍ଷା, ଉପଯୁକ୍ତ ପାରିଶ୍ରମିକ ପ୍ରଦାନ, ସରକାରୀସ୍ତରରେ ମିଳୁଥିବା ସୁବିଧା ସୁଯୋଗର ସଠିକ୍ ବିନିଯୋଗ, ମାଗଣା ଓ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ଓ ଜୀବନ ବୀମା, ବର୍ଷକୁ ୧୫ଦିନ ସବୈତଦିକ ... Read More »

Skip to toolbar