Breaking News
Home / Agriculture / Press conference of BJD at Bhubaneswar regarding week long strike in front all the Block headquarter of Odisha regarding farmers problem

Press conference of BJD at Bhubaneswar regarding week long strike in front all the Block headquarter of Odisha regarding farmers problem

କେନ୍ଦ୍ରର ଧାନର ସର୍ବନିମ୍ନ ସହାୟକ ଦର ୮୦ ଟଙ୍କା ବୃଦ୍ଧି, ଧର୍ମକୁ ଆଖିଠାର: ବିଜୁ କୃଷକ ସାମ୍ମୁଖ¥ : ୧୦ ତାରିଖରୁ ସପ୍ତାହ ଧରି କାର୍ଯ¥ ଦିବସରେ ରାଜ¥ର ୩୧୪ ବ୍ଲକରେ ଧରଣା ନିଷ୍ପତ୍ତି

Bhubaneswar,24th June 2017: Press conference of BJD at Bhubaneswar regarding week long strike in front all the Block headquarter of Odisha regarding farmers problem: Photo Biswaranjan Mishra

ଭୁବନେଶ୍ବର,୨୪ଜୁନ ୨୦୧୭: (ପ୍ରଶାନ୍ତ କୁମାର ଭୁୟାଁ )ଧାନର ସର୍ବନିମ୍ନ ସହାୟକ ମୂଲ¥ବୃଦ୍ଧି କରିବାକୁ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତି ପ୍ରସ୍ତାବକୁ ହେୟଜ୍ଞାନ କରି କେନ୍ଦ୍ର ସରକାର ନିକଟରେ ମାତ୍ର କ୍ବିଣ୍ଟାଲ ପିଛା ୮୦ ଟଙ୍କା ବୃଦ୍ଧି କରିବା ଧର୍ମକୁ ଆଖôଠାର ସଦୃଶ ଓ ଚାଷୀକୂଳ ପ୍ରତି ଚରମ ପ୍ରତାରଣା ବୋଲି ବିଜୁ ଜନତା ଦଳ କୃଷକ ସାମୁଖ¥ ପକ୍ଷରୁ କହାଯାଇଛି। ଏହାର ପ୍ରତିବାଦରେ ଜୁଲାଇ ମାସ ୧୦ ତାରିଖରୁ ୧୮ ତାରିଖ (ସପ୍ତାହ ବ¥ାପୀ କାର୍ଯ¥ ଦିବସରେ) ଯାଏଁ ରାଜ¥ର ୩୧୪ ବ୍ଲକରେ ପର୍ଯ¥ାୟକ୍ରମେ ୨ ଘଣ୍ଟିଆ ଧରଣା ଓ ବିକ୍ଷୋଭ କରାଯିବ ବୋଲି ବିଜୁ କୃଷକ ସାମ¨ୁଖ¥ ନିଷ୍ପତ୍ତି ନେଇଥିବା ଆଜି ବିଜୁ ଜନତା ଦଳ ତରଫରୁ ପ୍ରକାଶ କରାଯାଇଛି । କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର ନିର୍ବାଚନ ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ¥ ସ୍ବାମୀନାଥନ ¨ କମିଶନ ରିପୋର୍ଟ ଅନୁସାରେ ଉପôାଦନ ଖଚ୍ର୍ଚର ଦେଢ଼ ଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ଏହା କୃଷି କ୍ଷେତ୍ରକୁ ବିପର୍ଯ¥ସ୍ତ କରିବା ସହ ଚାଷୀମାନଙ୍କୁ ସର୍ବସ୍ବାନ୍ତ କରିବ। ଗତ ବିଧାନସଭା ଅଧିବେଶନରେ ଧାନର ସର୍ବନିମ୍ନ ସହାୟକ ମୂଲ¥ ୨୯୩୦ ଟଙ୍କା କରିବା ଲାଗି ସର୍ବସ୧ତରେ ଏକ ସଂକଳ୍ପ ପାରିତ କରିଥିଲେ। ବାଚସ୍ପତିଙ୍କ ଅଧ୍ଯକ୍ଷତାରେ ଏକ କମିଟି ଗଠନ ହୋଇଥିଲା, େଯଉଁ କମିଟି ପ୍ରଧାନମବୀଙ୍କୁ ଭେଟି ଚାଷୀମାନଙ୍କର ସ୍ବାର୍ଥ ନିମନ୍ତେ ଧାନର ସର୍ବନିମ୍ନ ସହାୟକ ମୂଲ¥ କ୍ବିଣ୍ଟାଲ ପିଛା ୨୯୩୦ କରିବା ପାଇଁ ଦାବି ଉପସ୍ଥାପନ କରିଥାନ୍ତେ। କିନ୍ତୁ କମିଟିର ଅନୁରୋଧ ସତ୍ତ୍ବେ ପ୍ରଧାନମନ୍ରୀ ସମୟ ଦେଲେ ନାହó। ଏହା ସଂଘୀୟ ଗଣତନ୍ରରେ ବିଧାନସଭା ଗୃହ କମିଟିର ଏଭଳି ଅବମାନନା ସମସ୍ତକୁ କ୍ଷୁବ୍ଧ କରିଛି। ଲଗାତର ରାଜ¥ର ଚାଷୀମାନଙ୍କ ଦାବିକୁ ଅଣଦେଖା କରି ଧାନର ସର୍ବନିମ୍ନ ସହାୟକ ମୂଲ¥ ଘୋଷଣା କରିବା କେନ୍ଦ୍ରର ଚାଷୀ ବିରୋଧୀ ଓ ରାଜ¥ ବିରୋଧୀ ମନୋଭାବର ପରିଚାୟକ। ଓଡ଼ିଶା ଆଜି ଧାନ ଉପôାଦନରେ ଏକ ଅଗ୍ରାଣୀ ରାଜ¥ରେ ପରିଣତ ହୋଇ ୫ ବର୍ଷରେ ୪ ଥର ପ୍ରଥମ ରାଜ¥ ଭାବେ କୃଷି କର୍ମଣ ପୁରସ୍କାର ଉଭୟ ୟୁପିଏ ଓ ଏନ ¨ଡିଏ ସରକାର ସମୟରେ ପାଇଛି। ଓଡ଼ିଶାରେ ମାନ¥ବର ମୁଖ¥ମନ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ସ୍ବତବ କୃଷି ବଜେଟ ¨ ଓ ବିଭିନ୍ନ ନୀତି ମାଧ୍ଯମରେ କୃଷି ଓ ଆନୁଷଙ୍ଗିକ କୃଷିର ଅଭିବୃଦ୍ଧି ସହିତ ଚାଷୀମାନଙ୍କ ପାଇଁ ସାମାଜିକ ନିରାପତ୍ତା ଦିଗରେ ‘ବିଜୁ କୃଷକ କଲ¥ାଣ’ େଯାଜନା କରି ରାଜ¥ର ୫୮ ଲକ୍ଷ ଚାଷୀ ପରିବାରକୁ ଅନ୍ତର୍ଭୁକ୍ତ କରିଛନ୍ତି। ଧାନର ଉପôାଦିକତାରେ ୧୫ ବର୍ଷରେ ରାଜ¥ରେ ଅଢେଇ ଗୁଣ ବୃଦ୍ଧି ହୋଇଥିବା ବେଳେ ଉନ୍ନତମାନର ବିହନ ୨ ଲକ୍ଷ ଟନରୁ ସାତ ଲକ୍ଷ ଟନ ¨ରେ ପହଞ୍ଚିଛି। ୨୦୧୩-୧୪ରେ ୭୧୬୨ କୋଟି ଟଙ୍କାର କୃଷି ବଜେଟ ଏ ବର୍ଷ ୨ଗୁଣ ବୃଦ୍ଧି ପାଇ ୧୪୯୩୦ କୋଟି ଟଙ୍କାରେ ପହଞ୍ଚôଛି। ୨୦୦୦ ମସିହା ତୁଳନାରେ ଆମ କୃଷି ଉପôାଦନ ବଢ଼ିଛି ଦୁଇଗୁଣ, ୨୦୧୦ ମସିହା ତୁଳନାରେ ଆମ କୃଷକଙ୍କ ଆୟକୁ ଦୁଇଗୁଣ କରାଇବାରେ ଆମେ ସାରା ଭାରତରେ ପ୍ରଥମ ରାଜ¥। ‘ପାର୍ବତୀ ଗିରି ବୃହତ ଉଠା ଜଳସେଚନ େଯାଜନା’ରେ ୧୫୪୬ କୋଟି ଟଙ୍କାର ବ¥ବସ୍ଥା କରାଯାଇଥିବା ବେଳେ ‘ବିଜୁ କୃଷକ ବିକାଶ େଯାଜନା’ରେ ବରାଦ କରାଯାଇଛି ୬୨୦ କୋଟି ଟଙ୍କା। କୃଷି ଓ ମାଛ ଚାଷ ନିମନ୍ତେ ସ୍ବତବ ଫିଡର ¨, ମାଛ ଚାଷ ଏବଂ ଗୋପାଳନ ନିମନ୍ତେ ସର୍ବାଧିକ ରିହାତି େଯାଗାଇ ଦିଆଯାଇଥିବା ବେଳେ ‘ବିଜୁ କୃଷକ କଲ¥ାଣ େଯାଜନା’ ମାଧ୍ଯମରେ ୧୦୦ଟି ହସ୍ପିଟାଲ ଜରିଆରେ ୫୮ ଲକ୍ଷ କୃଷକ ପରିବାରଙ୍କ ପାଇଁ ବିନା ମୂଲ¥ରେ ସ୍ବାସ୍ଥ¥ ଚିକିତ୍ସା ସୁବିଧା କରାଯାଇଛି। ସାରର ପ୍ରୟୋଗ ୬୦% ବୃଦ୍ଧି ହୋଇଥିବା ବେଳେ ବିହନ ପ୍ରତିବଦଳ ହାର ୩୬% ପହଞ୍ଚôଛି, ଯାହାକି ଜାତୀୟ ହାର ଠାରୁ ଅଧିକ। ୨୦୦୦ ମସିହାରେ କୃଷିଋଣ ମାତ୍ର ୬୧୧ କୋଟି ଟଙ୍କା ଥିବାବେଳେ ତାହା ୧୫,୫୬୮ କୋଟି ଟଙ୍କାରେ ପହଞ୍ଚôଛି। ଧାନ ସଂଗ୍ରହ ହାରରେ ୧୧୫%ରେ ପହଞ୍ଚôଛି। ସବୁଠାରୁ ଉଲ୍ଲେଖନୀୟ କଥା େଯ, ବିଗତ ଦଶନ୍ଧିରେ ନବୀନ ପଟ୍ଟନାୟକଙ୍କ ସରକାର କୃଷି ପ୍ରତି ବିଭିନ୍ନ ପଦକ୍ଷେପ ଦ୍ବାରା ଘବଗ୍ଧସକ୍ଟଦ୍ଭବକ୍ଷ ଝବଜ୍ଞକ୍ଟ୍ରକ୍ଷର ଝଙ୍କକ୍ସଙ୍ଖରଚ୍ଚ ଙକ୍ସଶବଦ୍ଭସଗ୍ଦବଗ୍ଧସକ୍ଟଦ୍ଭ(ଘଝଝଙ)ର ରିପୋର୍ଟ ଅନୁଯାୟୀ ଭାରତବର୍ଷର ଏକ ମାତ୍ର ରାଜ¥ ଭାବେ ଓଡ଼ିଶାର ଚାଷୀଙ୍କ ମୁଣ୍ଡପିଛା ଆୟ ଦ୍ବିଗୁଣିତ ହୋଇଛି। ୨୦୦୦ ମସିହା ଠାରୁ ଜଳସେଚନ କ୍ଷେତ୍ରରେ ୪୫% ଅଭିବୃଦ୍ଧି ରାଜ¥ରେ ହୋଇଛି। ଏସବୁ ଅଭିବୃଦ୍ଧି ସତ୍ତ୍ବେ ଆମର ଚାଷୀଙ୍କ ରୋଜଗାରରେ ସର୍ବନିମ୍ନ ସହାୟକ ମୂଲ¥ର ଅଭିବୃଦ୍ଧି ନହେଲେ ଚାଷ ଓ ଚାଷୀର ଉନ୍ନତି ବାଧାପ୍ରାପ୍ତ ହେବ ଏବଂ ମୁଣ୍ଡପିଛା ଅଭିବୃଦ୍ଧିରେ ଆମେ ପଞ୍ଜାବ, ମହାରାଷ୍ଟ୍ର ଭଳି ରାଜ¥ ସଂଗେ ତାଳ ଦେଇପାରିବା ନାହó। ସେ ପରିପ୍ରେକ୍ଷୀରେ ଭାରତରେ ମାନ¥ବର ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ପୂର୍ବରୁ ସହାୟକ ମୂଲ¥ ଉପôାଦନ ଖଚ୍ର୍ଚରେ ଦେଢ଼ଗୁଣା ବଢ଼ାଯିବା ପାଇଁ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପାଳନ ହେବ ବୋଲି ଚାଷୀକୂଳ ଆଶା କରିଥିଲେ। କିନ୍ତୁ ବିଗତ ୩ବର୍ଷ ଧରି ରାଜ¥ ସରକାର ଯଥାକ୍ରମେ ଏହାକୁ ୨୫୦୦ ଟଙ୍କା ଓ ୨୯୩୦ ଟଙ୍କା କରିବା ପାଇଁ ଅନୁରୋଧ କରିଥିଲେ ହେଁ ମାତ୍ର ୫୦, ୬୦ ଟଙ୍କା ଓ ୮୦ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି। ତା’ସଂଗେ ଚାଷୀ ଋଣ ଛାଡ଼ ପ୍ରସଂଗରେ ମଧ୍ଯ କେନ୍ଦ୍ର ବିଜେପି ସରକାର ଦୋମୁହାଁ ନୀତି ନେଉଛି ଏବଂ କେନ୍ଦ୍ରମବୀମାନେ ଏହାକୁ ପ୍ରତ¥ାଖ¥ାନ କରିବା ସହିତ ଏହା ଏକ ଫେସନ ବୋଲି କେନ୍ଦ୍ରମନ୍ତୀ ଶ୍ରୀ ଭେଙ୍କିଆ ନାଇଡୁ ପ୍ରକାଶ କରିବା କଟା ଘା’ରେ ଚୂନ ମାରିବା ସଦୃଶ। ଓଡ଼ିଶାର ଚାଷୀ ମନରେ ସ୍ବାଭାବିକ ପ୍ରଶ୍ନ ଉଠୁଛି େଯ ୨୦୦୮ରେ କେନ୍ଦ୍ର ଉପା ସରକାର ଚାଷୀ ଋଣ ଛାଡ଼ କରିଥିବା ବେଳେ ବତ୍ର୍ତମାନର ବିଜେପି ସରକାର କାହóକି ପଛଘୁଞ୍ଚା ଦେଉଛି ଏବଂ ରାଜ¥ମାନଙ୍କ ଉପରେ ଦୋଷ ଲଦୁଛି? ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର େଯଉଁ ସ୍ପଷ୍ଟ ନୀତି ଓ ନିଷ୍ପତ୍ତି ନେବା କଥା ତାହା ନେଉନାହାନ୍ତି। ଏହି ପରିପ୍ରେକ୍ଷୀରେ ରାଜଭବନରେ ଗତକାଲି କୃଷକ ସାମ୍ମୁଖ¥ ପକ୍ଷରୁ ରାଜ¥ସ୍ତରୀୟ ଧାରଣା ବିକ୍ଷୋଭ ପରେ କେନ୍ଦ୍ର ସରକାର ଓଡ଼ିଶା ଚାଷୀକୂଳର ସ୍ବାର୍ଥ ରକ୍ଷା ପାଇଁ ସୁବିଚାର ନକଲେ ଆସନ୍ତା ଜୁଲାଇ ୧୦ରୁ ଜୁଲାଇ ୧୮ ତାରିଖ ଯାଏଁ ସପ୍ତାହ ବ¥ାପୀ (କାର୍ଯ¥ ଦିବସରେ) ୩୧୪ ବ୍ଲକରେ ଧାରଣା ଓ ବିକ୍ଷୋଭ ପାଇଁ ବିଜୁ କୃଷକ ଜନତା ଦଳ ପକ୍ଷରୁ ନିଷ୍ପତ୍ତି ଓ ଆହ୍ବାନ ଦିଆଯାଇଛି ବୋଲି ଦଳର ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ସୂର୍ଯ¥ନାରାୟଣ ପାତ୍ର, ସାଧାରଣ ସଂପାଦକ ଶ୍ରୀ ସଂଜୟ କୁମାର ଦାସବର୍ମା ଓ ବିଜୁ କୃଷକ ସାମ୍ମୁଖ¥ ଆବାହକ ଶ୍ରୀ ସୁଶାନ୍ତ ସିଂହ କହିଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar