Breaking News
Home / Bhubaneswar / Demonstration of State Biju Yuba Janata Dal at Bhubaneswar :

Demonstration of State Biju Yuba Janata Dal at Bhubaneswar :

ସ୍ବତନ୍ର ପାହ¥ା ରାଜ¥ ପ୍ରସଂଗକୁ କେନ୍ଦ୍ରମନ୍ରୀଙ୍କ ଅଗ୍ରାହ¥ ପ୍ରତିବାଦରେ ଯୁବ-ଛାତ୍ର ବିଜେଡିର ରାଜଭବନ ସମ୍ମୁଖରେ ବିକ୍ଷୋଭ 

Bhubaneswar ,14th June 2017: Demonstration of State Biju Yuba Janata Dal at Bhubaneswar : Photo: Biswaranjan Mishra

ଭୁବନେଶ୍ବର,୧୪ ଜୁନ ୨୦୧୭: (ପ୍ରଶାନ୍ତ କୁମାର ଭୁୟାଁ) ଓଡ଼ିଶାକୁ ସ୍ବତନ୍ର ରାଜ¥ ପାହ¥ା ଦେବା ପାଇଁ କ୍ରମାଗତ ଦାବି ହୋଇଆସୁଛି। ଉଭୟ ବିଜେଡି ଓ ବିଜେପି ନିଜ ନିଜ ଇସ୍ତାହାରରେ ଏଥିପାଇଁ ଉଦ¥ମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଜେପି ନେତୃତ୍ବାଧୀନ କେନ୍ଦ୍ରର ଏନଡିଏ ସରକାର ଓଡ଼ିଶାର ଏହି ନାଯ¥ ଦାବିପ୍ରତି ଅବହେଳା କରିଆସୁଛି। ନିକଟରେ କେନ୍ଦ୍ର ବୈଦେଶିକ ବ¥ାପାର ରାଷ୍ଟ୍ରମନ୍ରୀ ଓଡ଼ିଶାକୁ ସ୍ବତନ୍ର ପାହ¥ା ଦିଆଯିବ ନାହó ବୋଲି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଥିରୁ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ମନୋଭାବ ସ୍ପଷ୍ଟ ପ୍ରମାଣିତ ହୋଇଛି।ଏଥିନିମନ୍ତେ ବିଜୁ ଜନତା ଦଳ ତାର ଦାବି ଜୋରଦାର କରିବା ସହିତ କେନ୍ଦ୍ର ଅବହେଳା ବିରୋଧରେ ଆନ୍ଦୋଳନକୁ ତୀବ୍ରତର କରିଛି। ଆଜି ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ନେତୃତ୍ବରେ ଏକ ପ୍ରତିବାଦ ରାଲି ବିଜୁ ଜନତା ଦଳ ରାଜ¥ କାର୍ଯ¥ାଳୟ ଠାରୁ ବାହାରି ରାଜମହଲ ଛକ,ମାଷ୍ଟରକ¥ାଣ୍ଟିନ,ରାମମନ୍ଦିର ରାସ୍ତା ଦେଇ ରାଜଭବନ ପର୍ଯ¥ନ୍ତ ଯାଇଥିଲା। ପରେ ପ୍ରତିନିଧିମାନେ ରାଜ¥ପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଧେଶ¥ରେ ସ୍ମାରକପତ୍ର ପ୍ରଦାନ କରିଥିଲେ।ରାଜଭବନ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ କେନ୍ଦ୍ର ଏନଡିଏ ସରକାରଙ୍କ ଦୋମୁହାଁ ନୀତିର ତୀବ୍ର ନିନ୍ଦା କରାଯାଇଥିଲା। ଉଲ୍ଲେଖେଯାଗ¥ େଯ ୨୦୧୪ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି େଯଉଁ ନିର୍ବାଚନ ଇସ୍ତାହାର ଜାରି କରିଥିଲା, ସେଥିରେ ଓଡ଼ିଶାକୁ ସ୍ବତନ୍ର ରାଜ¥ ପାହ¥ା ମାନ¥ତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଆଜି ସେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ବିଜେପି ରାଜ¥ ନେତୃ ମଣ୍ଡଳୀ ଏ ପ୍ରସଂଗରେ ନିରବ ରହିବା ଓଡ଼ିଶାବାସୀଙ୍କ ପ୍ରତି ଚରମ ବିଶ୍ବାସଘାତକତା ବୋଲି ପ୍ରତିବାଦ ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ¥ ପାହ¥ା ମାନ¥ତା ଦେବା ପାଇଁ ୧୯୭୯ ମସିହାରେ ଜାତୀୟ ଉନ୍ନୟନ ପରିଷଦ ବୈଠକରେ ପ୍ରଥମେ ଦାବି ହୋଇଥିଲା। ପରବତ୍ର୍ତୀ ସମୟରେ ଏହି ଦାବି ବିଭିନ୍ନ ସମୟରେ ଉପସ୍ଥାପିତ କରାଯାଇଛି। ରାଜ¥ ବିଧାନସଭାରେ ଏ ପ୍ରସଙ୍ଗରେ ସର୍ବସମ୍ମତ ସଂକଳ୍ପ ଏକାଧିକବାର ଗୃହୀତ ହୋଇଛି। ବିଜୁ ଜନତା ଦଳ ଶାସନକୁ ଆସିଲା ପରେ ମୁଖ¥ମବୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ପ୍ରଧାନମନ୍ରୀ, ଅର୍ଥମନ୍ରୀ, େଯାଜନା କମିଶନ ଉପାଧ୍ଯକ୍ଷଙ୍କୁ ପତ୍ର ଲେଖôବା ସହ ବିଭିନ୍ନ ବୈଠକରେ ଅନେକବାର ଦାବି ଉପସ୍ଥାପନ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ୨୦୧୩ ମସିହାରେ ୧ କୋଟି ଓଡ଼ିଆଙ୍କର ଦସ୍ତଖତ ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଏହି ଦାବିକୁ ନେଇ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ସ୍ବାଭିମାନ ସମାବେଶ ଅନୁଷ୍ଠିତ ହୋଇଥିଲା। ରାଜ¥ର ସମସ୍ତ ସ୍ବାୟତ୍ତ ଶାସନ ସଂସ୍ଥା, ପଞ୍ଚାୟତ ଓ ଜିଲ୍ଲା ପରିଷଦ ଆଦି ଏହି ଦାବି ପାଇଁ ସଂକଳ୍ପ ପାରିତ କରିଥିଲେ। ୨୦୧୪ରେ ବିଜୁ ଜନତା ଦଳ ଶାସନକୁ ଆସିଲା ପରେ ଓଡ଼ିଶାର ନାର୍ଯ¥ ଦାବି ପ୍ରତି କେନ୍ଦ୍ର ଏନ ¨ଡିଏ ସରକାରଙ୍କ ବାର ମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଛି। କେନ୍ଦ୍ର ସରକାର ଅନ¥ ରାଜ¥ଗୁଡିକୁ ରାଜନୈତିକ ଦୃଷ୍ଟିକୋଣରୁ ସହାୟତା ଘୋଷଣା କରୁଛନ୍ତି। ସଂଘୀୟ ଗଣତାନ୍ରିକ ଶାସନ ବ¥ବସ୍ଥାରେ ଓଡ଼ିଶା ପ୍ରତି ପାତର ଅନ୍ତର ଆଦୌ ସ୍ପୃହଣୀୟ ନୁହେଁ। ସେହିପରି ଓଡ଼ିଶା ନିୟମିତ ଭାବରେ ପ୍ରାକୃତିକ ବିପର୍ଯ¥ୟର ସାମ୍ନା କରୁଛି। ବନ¥ା, ବାତ¥ା, ମରୁଡ଼ି ଓଡ଼ିଶାର ଚିର ସାଥୀ ହୋଇଛି। ବିପର୍ଯ¥ୟ ପରିଚାଳନାରେ ଓଡ଼ିଶା ବିଶ୍ବସ୍ତରୀୟ ମାନକ ସୃଷ୍ଟି କରିଥିବା ବେଳେ କେନ୍ଦ୍ର ସରକାର ଯଥେଷ୍ଟ ସହାୟତା ଦେଉନାହାନ୍ତି।ଯାହାପାଇଁ ଓଡ଼ିଶାରେ କେନ୍ଦ୍ର ବିରୋଧରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଓଡ଼ିଶାର ଆଦିବାସୀ ଜନସଂଖ¥ା ୨୨.୮ ପ୍ରତିଶତ ଯାହାକି ଜାତୀୟ ଅନୁପାତ ଠାରୁ ବହୁତ ଊଦ୍ଧ୍ର୍ବରେ। ଓଡ଼ିଶାର କେବିକେ ଅଞ୍ଚଳ ଦେଶର ଏକ ପଛୁଆ ଅଞ୍ଚଳ ଭାବେ ପରିଚିତ। ଓଡ଼ିଶାରେ ଯଥେଷ୍ଟ ପ୍ରାକୃତିକ ସମ୍ବଳ ଥିବା ବେଳେ ଏହାର ଉପେଯାଗ ନିମନ୍ତେ ଆବଶ¥କ ଭିତ୍ତିଭୂମି ନିର୍ମାଣରେ କେନ୍ଦ୍ର ସରକାରଙ୍କ ଅସହେଯାଗ ଫଳରେ ଓଡ଼ିଶା ତାର ସାମର୍ଥ¥ର ପୂରାପୂରି ଉପେଯାଗ କରିପାରୁ ନାହó। ଏହି ପରିପ୍ରେକ୍ଷୀରେ ସ୍ବତନ୍ର ରାଜ¥ ପାହ¥ା ଦାବି ଯଥାର୍ଥ ବୋଲି ବିଜୁ ଜନତା ଦଳ ସାଧାରଣ ସଂପାଦକ (ଯୁବ ବ¥ାପାର) ସଂଜୟ କୁମାର ଦାସବର୍ମା କହିଛନ୍ତି। ପ୍ରତିବାଦ ଶୋଭାଯାତ୍ରାରେ ବିଜୁ ଜନତା ଦଳର ଉପ-ସଭାପତି ଦେବୀପ୍ରସାଦ ମିଶ୍ର, ସାଧାରଣ ସଂପାଦକ ଅତନୁ ସବ¥ସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଡ. ପ୍ରଦୀପ ପାଣିଗ୍ରାହୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଣବ ବଳବନ୍ତରାୟ, ପ୍ରଶାନ୍ତ ଜଗଦେବ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଯୁବ ବିଜେଡି କାର୍ଯ¥କାରୀ ସଭାପତି ସଂଜୀତ ମହାନ୍ତି, ମହାସଚିବ ଶିଶିର ପରିଜା, ଉପଦେଷ୍ଟା ଅମରେଶ ଜେନା, କୁନବିହାରୀ ଦାସ, ସଂଜୟ ବାବୁ, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ସନ୍ତୋଷ ବେଜ, ପୃଥ୍ବୀରାଜ ସାହୁ, ରାଜକମଲ ଜେନା, ଭୁବନେଶ୍ବର କାର୍ଯ¥କାରୀ ସଭାପତି ବାବୁ ସିଂ, ଯୁବ ବିଜେଡି ସଭାପତି ଅମରଜିତ ¨ ସେନାପତି, ବିଜେଡି ନେତା ରବି ସାମଲ, ସୁନୀଲ ପ୍ରଧାନ ନେତୃତ୍ବ ନେଇଥିଲେ। ଅନ¥ମାନଙ୍କ ମଧ୍ଯରେ ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ବିଜୟ ପାଲ ¨ଟାସିଂହ, ଦେବାଶିଷ ସିଟ ¨, ଏଲିନା ଦାସ, ନରେଶ ପାତ୍ର, ଧୃତୀ ମାର୍ଥା, ଜେ¥ାତିରଞ୍ଜନ ଜେନା, ସଂପାଦକ ମଳୟ ପତି, ସାଂଗଠନିକ ସଂପାଦକ ଅଫତାବ ଆଲମ ¨ ଖାଁ, ଛାତ୍ର ବିଜେଡି ଉପ-ସଭାପତି ରାଜେଶ ରାଜ ସ୍ବାଇଁ, ଭୁବନେଶ୍ବର ଜୋନ ¨ ସଭାପତି ଅଜିତ ବେହେରା, ସାଧାରଣ ସଂପାଦକ ପ୍ରଦୋଷ ପରିଡ଼ା, ନସିମ ¨ ଖାଁ, ସୁଜିତ ପାଲ¨ଟାସିଂହ, ବିଶ୍ବପ୍ରତାପ ସାହୁ, ଶ୍ରୀଚନ୍ଦନ ପାତ୍ର, ସ୍ମୃତିରଞ୍ଜନ ପଟ୍ଟନାୟକ, ସଂପାଦକ ଧନୁର୍ଜୟ ପାତ୍ର, ପ୍ରମୋଦ ପାତ୍ର, ସାଂଗଠନିକ ସଂପାଦକ ମନୋଜ ପଶ୍ଚିମକବାଟ, ସ୍ନେହାଶିଷ ଜେନା, ସାଂସଦ କୁମାର ନାୟକ, ଭବାନୀ ସ୍ବାଇଁ, ଅବିନାଶ ପ୍ରଧାନ, ଦୁଷ୍ମନ୍ତ ମଲ୍ଲଙ୍କ ସମେତ ୧୦୦୦ରୁ ଊଦ୍ଧ୍ର୍ବ ଯୁବ ଓ ଛାତ୍ର କର୍ମୀ ସାମିଲ ହୋଇଥିଲେ। ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ରମବୀ ଭି.କେ. ସିଂହଙ୍କ କୁଶପୁତ୍ତଳିକା ଦାହ କରି କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହାସହିତ ବିଜେପି କାର୍ଯ¥ାଳୟରେ ପ୍ରେସ ମିଟର ଫଟୋଚିତ୍ରକୁ ଯୁବ ଓ ଛାତ୍ର କର୍ମୀମାନେ ଚିରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar