Breaking News
Home / Bhubaneswar / A delegation of Congress meets Governor in CBSC issue

A delegation of Congress meets Governor in CBSC issue

ସିବିଏସସି ସମସ୍ୟାରେ ରାଜ୍ୟପାଳଙ୍କୁ ଫେରାଦ ଦେଲା ଛାତ୍ର କଂଗ୍ରେସ

ଭୁବନେଶ୍ବର ,୭ ଜୁନ ୨୦୧୭(ଦେବବ୍ରତ ମହାନ୍ତି) – ୭ ତାରିଖ ଦିନ ୧୧.୩୦ ଘଟିକା ସମୟରେ ସିବିଏସଇ ସମସ୍ୟାପାଇଁ ରାଜ୍ୟ ଛାତ୍ର କଂଗ୍ରେସର ୧୦ଜଣ ରାଜ୍ୟପାଳକଙ୍କୁ ସାକ୍ଷାତ କରିଥିଲେ। ଏଥିରେ ଛାତ୍ର କଂଗ୍ରେସ ସଦସ୍ୟଙ୍କ ସହ ସିବିଏସଇ ଛାତ୍ରମାନେ ମଧ୍ଯ ଉପସ୍ଥିତ ଥିଲେ। ଏହି ସଦସ୍ୟମାନେ ସିବିଏସଇ ଛାତ୍ରମାନଙ୍କ ସହ ହୋଇଥିବା ସମସ୍ୟା ସµର୍କରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ। ସମସ୍ୟା ଜାଣିବାପରେ ରାଜ୍ୟପାଳ ଦୁଃଖ ପ୍ରକାଶ କରିବା ସହିତ ଛାତ୍ରମାନଙ୍କ ସହ ଅନ୍ୟାୟ ହୋଇଛି ବୋଲି କହିଲେ। ସେ ପ୍ରତିଶ୍ରୁତି ଦେଲେ େଯ ସେ ଯଥାସମ୍ଭବ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ସହ ପୂର୍ଣ୍ଣ ମୂଲ୍ୟାୟନ ସµର୍କରେ ଆଲୋଚନା କରି ଶ୍ରୀଘ ସମସ୍ୟାର ସମାଧାନ ପାଇଁ କହିବେ ଏବଂ ରାଜ୍ୟ ସରକାରଙ୍କୁ କାଉସିଲିଙ୍ଗ ଓ ଆଡମିଶନକୁ ଉକ୍ତ ସମସ୍ୟା ସମାଧାନ ହେବାପର୍ଯ୍ୟନ୍ତ ସ୍ଥଗିତ ରଖôବାକୁ କହିବେ। ଉକ୍ତ ସାକ୍ଷାତ ସଭାରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଇତିଶ୍ ପ୍ରଧାନଙ୍କ ସହ ସୌମ୍ୟ ମିଶ୍ର, ମହିମା ଦେବୀ ପ୍ରସାଦ େଯନା, ଅଭିଶେକ ସିଂ, ଦୁର୍ଗା ମହଲା, ସµଦ ମଙ୍ଗରାଜ, ଆଦିତ୍ୟପ୍ରୀତି ଦାସ, ଅମୁଲ୍ୟ ଶତପଥି, ସ୍ମିତିଶ୍ରୀ ଅଭିନାଶ ପ୍ରମୁଖ ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar