Breaking News
Home / Bhubaneswar / State level organisational meeting of Biju Janata Dal

State level organisational meeting of Biju Janata Dal

ବିଜୁ ଜନତା ଦଳର  ସଭାପତିମାନଙ୍କ ବୈଠକ: ସାଂଗଠନିକରୂପରେଖ ପ୍ରସ୍ତୁତି 

ଭୁବନେଶ୍ବର,୭ ଜୁନ ୨୦୧୭: (ପ୍ରଶାନ୍ତ କୁମାର ଭୁୟାଁ)-ଓଡ଼ିଶାର ସମସ୍ତ ଜିଲ୍ଲାରେ ବିଜୁ ଜନତା ଦଳର ଘୋଷିତ ‘ଆମ ଗାଁ-ଆମ ବିକାଶ’ ଅଭିଯାନର ଜିଲ୍ଲା ପର୍ଯ¥ବେକ୍ଷକ, ଜିଲ୍ଲା ସଂେଯାଜକ ତଥା ଜିଲ୍ଲା ସଭାପତିମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ¥ କାର୍ଯ¥ାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ୪ ଘଣ୍ଟାରୁ ଊଦ୍ଧ୍ର୍ବ ସମୟ ଧରି ଏଥିରେ ସାଂଗଠନିକ କାର୍ଯ¥କ୍ରମ ତଥା ଜିଲ୍ଲାସ୍ତରୀୟ ବୈଠକ ଓ ଆଗାମୀ ଜୁଲାଇ ପ୍ରଥମ ସପ୍ତାହରୁ ସେପ୍ଝେମ୍ବର ଶେଷଯାଏ କ୍ଷେତ୍ରୀୟ ସ୍ତରରେ ସାଂଗଠନିକ ରୂପରେଖ ପ୍ରସ୍ତୁତି ପାଇଁ ଆଲୋଚନା ଓ ମତ ବିନିମୟ ହୋଇଥିଲା। ଏଥିରେ ୩୧ଟି ସାଂଗଠନିକଜିଲ୍ଲାର ପର୍ଯ¥ବେକ୍ଷକ, ମବୀ ତଥା ଜିଲ୍ଲା ସଂେଯାଜକ ଓ ଜିଲ୍ଲା ସଭାପତିମାନେ ଜିଲ୍ଲାସ୍ତରରେ ବୈଠକ ନେଇ ତାରିଖର ପ୍ରସ୍ତାବ ଦେଇଥିଲେ।ମାନ¥ବର ମୁଖ¥ମବୀ ନବୀନ ପଟନାୟକ ସରକାରଙ୍କ ଜନହିତକର କାର୍ଯ¥କ୍ରମ ଗାଁରେ ଓ ସହରାଞ୍ଚଳରେ ଜନସାଧାରଣ ତଥା ଦଳୀୟ ଶୁଭେଚ୍ଛୁ ସଦସ¥ / ସଦସ¥ା ତଥା ବିଭିନ୍ନ ଛାମୁଆ ସଂଗଠନର ପ୍ରତିନିଧିଙ୍କୁ ନେଇ ଗ୍ରାମ ଓ ଓ୍ବାର୍ଡ ସ୍ତରରେ ପହଞ୍ଚôବା ପାଇଁ ସୁଚିନ୍ତିତ ମତ ରଖିଥିଲେ। ଦଳର ସଭାପତି ତଥା ମାନ¥ବର ମୁଖ¥ମବୀ ଶ୍ରୀଯୁକ୍ତ ନବୀନ ପଟନାୟକ କିଛି ସମୟ ପାଇଁ ପହଞ୍ଚô ଏ ସଂପର୍କରେ ଅବଗତ ହୋଇଥିଲେ େଯ,ଇତିମଧ୍ଯରେ ତିନୋଟି ଜିଲ୍ଲା ଯଥା- ଝାରସୁଗୁଡ଼ା, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାର ଜିଲ୍ଲା ବୈଠକ ଶେଷ ହୋଇଥିବା ସମୀକ୍ଷାରୁ ଜଣାଯାଇଥିଲା ଏବଂ ବାକି ୨୮ଟି ସାଂଗଠନିକ ଜିଲ୍ଲାର ପରିବଦ୍ର୍ଧିତ କାର୍ଯ¥କାରିଣୀ ବୈଠକ ଚଳିତ ମାସ ଶେଷସୁଦ୍ଧା ସାରିବାକୁ ନିଦ୍ର୍ଧେଶ ଦେଇଥିଲେ। ଜିଲ୍ଲା ସ୍ତରୀୟ କାର୍ଯ¥କାରିଣୀ ବୈଠକ ପରେ ୩୧୪ ବ୍ଲକ ଏବଂ ସହରାଞ୍ଚଳର ସାଗଂଠନିକ ସଂେଯାଜକ ତଥା ପର୍ଯ¥ବେକ୍ଷକମାନଙ୍କର ବୈଠକ କରି ପରବତ୍ର୍ତି ୩ ମାସର କାର୍ଯ¥କ୍ରମକୁ ଆଗେଇନେବା ପାଇଁ ସଭାପତି ପରାମର୍ଶ ଦେଇଥିଲେ। ଏହି ବୈଠକରେ ଦଳର ଉପ-ସଭାପତି ତଥା ସଂେଯାଜକ ଦେବୀ ପ୍ରସାଦ ମିଶ୍ର, ଦଳର ସାଧାରଣ ସଂପାଦକ ତଥା ସଂେଯାଜକ ଦେବାଶିଷ ସାମନ୍ତରାୟ, ଅନ¥ତମ ସଂେଯାଜକ ପୂର୍ବତନସାଂସଦ ଭୂପିନ୍ଦର ସିଂହ ବୈଠକକୁ ସଂେଯାଜନା କରିଥିଲେ। ଏଥିରେ ଦଳର ଉପ-ସଭାପତି ମବୀ ଦାମୋଦର ରାଉତ, ସୂର୍ଯ¥ ନାରାୟଣ ପାତ୍ର,ସାଂସଦ ପ୍ରସନ୍ନ ଆଚାର୍ଯ¥, ଉପ-ସଭାପତି ବି ମ୍ବାଧର କୁଅଁର, ମବୀ ଉଷା ଦେବୀ, ମହେଶ୍ବର ମହାନ୍ତି, ପ୍ରଫୁଲ୍ଲ ସାମଲ, ନିରଂଜନ ପୂଜାରୀ, ବିକ୍ରମ ଆରୁଖ, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ଶଶୀ ଭୂଷଣ ବେହେରା, ନୃସିଂହ ସାହୁ, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଦଳର ସାଧାରଣ ସଂପାଦକ ଅତୁନ ସବ¥ସାଚୀ ନାୟକ, ଅରୁଣ ସାହୁ, ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପ୍ରଦୀପପାଣିଗ୍ରାହୀ, ଜିଲ୍ଲା ସଭାପତି ଅର୍ଜୁନ ସେଠୀ, ଝିନ୍ନ ହିକକା, ମଙ୍ଗଳା କିସାନ, ବି୩/୪ୁ ଦାସ, ପୁôଷ୍ପେନ୍ଦ୍ର ସିଂହଦେଓ, ରଜନୀକାନ୍ତ ସିଂହ, ଦେବାରାଜମହାନ୍ତି, ମାନସ ମାଡ଼କାମି, ମହିଧର ରଣା, ପର୍ଯ¥ବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବାଶିଷ ନାୟକ, ସଂଜୀବ ସାହୁ, ପ୍ରମିଳା ମଲ୍ଲିକ, ପ୍ରଶାନ୍ତ ନନ୍ଦ, ରବି ପାଣି, ଜିଲ୍ଲା ସଭାପତି ବିଜୟ ରଂଜନ ସିଂହ ବରିହା, ପ୍ରମୋଦ ରଥ, ପ୍ରଦୀପ ନାୟକ, ପ୍ରହଲ୍ଲାଦ ତ୍ରିପାଠୀ, ସୁଧୀର କପରଦାର, ବିଭୂତି ବଳବନ୍ତରାୟ, ଧୃବ ସାହୁ, ସରୋଜ କର୍ଣ୍ଣ, ସରୋଜ କାµ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ଅବଶିଷ୍ଟ ୨୮ଟି ଜିଲ୍ଲାର ଜିଲ୍ଲା ବୈଠକ ପାଇଁ ସ୍ଥିର କରାଯାଇଥିବା ତାରିଖ: ୭ ଜୁନ ¨ରେ ପୁରୀ, ୮ ଜୁନ ¨ରେ ଯାଜପୁର, ୯ ଜୁନ ¨ରେ କେନ୍ଦୁଝର, ୧୦ ଜୁନ ¨ରେ ଭୁବନେଶ୍ବର, ଗଜପତି,ନୂଆପଡ଼ା, ୧୧ ଜୁନ ¨ରେ ଗଞ୍ଜାମ, ମାଲକାନଗିରି, ୧୩ ଜୁନ ¨ରେ କଟକ, କନ୍ଧମାଳ, ୧୬ ଜୁନ ¨ରେ ନବରଙ୍ଗପୁର, ସୁବର୍ଣ୍ଣପୁର, ୧୭ ଜୁନ ¨ରେ ବାଲେଶ୍ବର, ୧୮ ଜୁନ ¨ରେ ବୌଦ୍ଧ, ଖୋଦ୍ର୍ଧା, ସମ୍ବଲପୁର, ରାୟଗଡ଼ା, ୧୯ ଜୁନ ¨ରେ ଜଗତସିଂହପୁର, ୨୦ ଜୁନ ¨ରେ ଭଦ୍ରକ ଓ କୋରାପୁଟ,୨୧ ଜୁନ ¨ରେ ଦେବଗଡ଼, ୨୨ ଜୁନ ¨ରେ ଢେଙ୍କାନାଳ, ୨୩ ଜୁନ ¨ରେ ନୟାଗଡ଼, ୨୪ ଜୁନ ¨ରେ ସୁନ୍ଦରଗଡ଼, ୨୫ ଜୁନ ¨ରେ କେନ୍ଦ୍ରାପଡ଼ା, ୨୭ଜୁନ ¨ରେ ମୟୂରଭଞ୍ଜ ଓ ବଲାଙ୍ଗୀର, ୨୮ ଜୁନ ¨ରେ ଅନୁଗୁଳ ଜିଲ୍ଲା ବୋଲି ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ବୋଲି

About surendrahota

Leave a Reply

%d bloggers like this:
Skip to toolbar