Breaking News
Home / Bhubaneswar / Tree Plantation at BJB college Bhubaneswar

Tree Plantation at BJB college Bhubaneswar

ବିଶ୍ବ ପରିବେଶ ଦିବସରେ ବିଜେବି କଲେଜରେ ପରିବେଶ ସଚେତନତା ଓ ଚାରା ବଣ୍ଟନ

Bhubaneswar ,6th June 2017:: Tree Plantation at BJB college Bhubaneswar on the eve of World environment Day :: Photo Biswaranjan Mishra

ଭୁବନେଶ୍ବର,୬ ଜୁନ ୨୦୧୭: (ଅନୁପ କୁମାର ଜେନା)-ବିଶ୍ବ ପରିବେଶ ଦିବସ ଅବସରରେ ଚାରା ବଣ୍ଟନ ଓ ରୋପଣ କାର୍ଯ¥କ୍ରମ ସହ ପରିବେଶ ସଚେତନତା ବିଜୁ ଛାତ୍ର ଜନତା ପକ୍ଷରୁ ବିଜେବି କଲେଜ ¨ରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ର ବିଜେଡି ରାଜ¥ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ବରେ ଆୟୋଜନ କରାଯାଇଥିବା ଏହି କାର୍ଯ¥କ୍ରମରେ ବିଜେବି କଲେଜର ଅଧ୍ଯକ୍ଷ,ଅଧ୍ଯାପକମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଚାରା ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଜେବି କଲେଜ ¨ ଅଧ୍ଯକ୍ଷ ପ୍ରଫେସର ମହମ୍ମଦ ନଓ୍ବାଜ ହସନ କହିଥିଲେ େଯ ଅନେକ ସମୟରେ ମଣିଷ ଅବିଚାରିତ ଭାବରେ ପ୍ରକୃତି ଉପରେ ଯଥେଚ୍ଛାଚାର କରି ନିଜ ଗୋଡରେ କୁରାଢୀ ମାରୁଛି। ସµ୍ରତି ଜଳବାୟୁ ପରିବତ୍ର୍ତନ ମଣିଷ ସାମ୍ନାରେ ଆହ୍ବାନ ହୋଇ ଉଭା ହୋଇଛି। ମଣିଷର ବ¥ବହାରରେ ପରିବତ୍ର୍ତନ ନଆସିଲେ ତା’ର ଅସ୍ତିତ୍ବ ଲୋପ ପାଇବାର ଆଶଙ୍କା ମଧ୍ଯ ସୃଷ୍ଟି ହୋଇଛି। ଏଣୁ ପ୍ରକୃତିର ସୁରକ୍ଷା ହó ପ୍ରତ¥କ ମଣିଷର ପରମ କତ୍ର୍ତବ¥ ଓ ସେଥିପାଇଁ ଆମେ ପ୍ରତେ¥କ ମଣିଷ ଗୋଟିଏ ଗୋଟିଏ ଗଛ ଲଗାଇ ତା’ର ଯନô ନେବା ନିହାତି ଆବଶ¥କ।ଅନ¥ପକ୍ଷରେ ଛାତ୍ର ବିଜେଡି ରାଜ¥ ସଂପାଦକ ପ୍ରମୋଦ ପାତ୍ର, ସଂଜୟ ବିଶୋଇ, ସୌମ¥ ମହାପାତ୍ର, ସାସ୍ବତୀ ମିଶ୍ର, ଅଜୟ ବିଶୋଇ, ଜେ¥ାତି ରଞ୍ଜନ ସାହୁ, ନିରଜ ପ୍ରିୟା ଦାଶ, ବିକାଶ ବେହେରା, ଦେବାଶିଷ ସାହୁ, ମେଘନା ମହାରଣା ପ୍ରମୁଖ େଯାଗଦେଇ ଚାରା ରୋପଣ ଓ ବିତରଣ କାର୍ଯ¥କ୍ରମରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

Bhubaneswar ,6th June 2017:: Tree Plantation at BJB college Bhubaneswar on the eve of World environment Day :: Photo Biswaranjan Mishra

About surendrahota

Leave a Reply

%d bloggers like this:
Skip to toolbar