Breaking News
Home / Bhubaneswar / Celebration of World Environment Day at Red Cross Bhawan Bhubaneswar

Celebration of World Environment Day at Red Cross Bhawan Bhubaneswar

ଓଡ଼ିଶା ରେଡ଼କ୍ରସ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ

ଭୁବନେଶ୍ବର ୫ ଜୁନ ୨୦୧୭ (ଅନୁପ କୁମାର ଜେନା) ସ୍ଥାନୀୟ ରେଡ଼୍କ୍ରସ ଭବନ ପରିସରରେ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଫିସର କର୍ମକର୍ତା ଗହଣରେ ରେଡ଼କ୍ରସ ଓଡ଼ିଶା ଶାଖାର ଅବୈତନିକ ସଚିବ ଡ଼କ୍ଝର ଜ୍ଞାନବ୍ରତ ମହାନ୍ତି ଓ ଅବୈତନିକ ଯୁଗ୍ମ ସଚିବ ତଥା ଯୁବ ରେଡକ୍ରସ୍ ଅଧିକାରୀ ଡଃ କଳ୍ପନା ଦାସ ବୃକ୍ଷରୋପଣ ଓ ଯତ୍ନ ଶପଥ ନେଇ ଚାରାରୋପଣ କରିଥିଲେ। ଯୁବ ସମାଜ ବିଶ୍ବାସ ଓ ଭରସାର ପ୍ରତୀକ। ପ୍ରତ୍ୟେକ ଯୁବ ସ୍ବେଚ୍ଛାସେବୀ ଗଛଟିଏ ଲଗାଇ ଯନô ନେବା ସହ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ ଅନୁପ୍ରେରିତ କରିବା ଦରକାର। ସଚେତନତା ହó ପ୍ରଗତିର ମୁଳମନ୍ର।ଏଥିପାଇଁ ସମସ୍ତେ ଆଗେଇଆସି ଏ ଅଭିଯାନକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ ସଚିବ ଡକ୍ଝର ମହାନ୍ତି ା ଅବୈତନିକ ଯୁଗ୍ମ ସଚିବ ତଥା ଯୁବ ରେଡକ୍ରସ୍ ଅଧିକାରୀ ଡଃ କଳ୍ପନା ଦାସ କାଯ୍ର୍ୟକ୍ରମକୁ ପରିଚାଳନା କରିବା ସହ ଓଡ଼ିଶାର ହ୍ରାସ ପାଉଥିବା ସବୁଜ ବଳୟର ଅଭିବୃଦ୍ଧି ପାଇଁ ବୃକ୍ଷରୋପଣ, ବୃକ୍ଷର ଯତ୍ନ, ବୃକ୍ଷର ସୁରକ୍ଷା ଏହି କାର୍ଯ୍ୟକ୍ରମର ମୁଳ ଉଦ୍ଧେଶ୍ୟ। ବୃକ୍ଷର ପରିସଂଖ୍ୟାନ ଉପରେ ଗୁରୁତ୍ବ ଦେବା ପ୍ରତ୍ୟେକ ନାଗରିକ ଗୁରୁଦାୟୀତ୍ବ ହେବା ଉଚିତ୍ ବୋଲି ମତବ୍ୟକ୍ତକରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar