Breaking News
Home / 2017 / June / 05

Daily Archives: 05/06/2017

Youth Congress demanded arrest of BJP leader Sashi Bhusan Sahu

ବିଜେପି ନେତା ଶଶିଭୂଷଣ ସାହୁଙ୍କ ଗିରଫ ଦାବିକଲା ଯୁବ କଂଗ୍ରେସ ଭୁବନେଶ୍ବର,୫ ଜୁନ ୨୦୧୭: (ଦେବବ୍ରତ ମହାନ୍ତି) ବିଜେପି ଦଳ ନେତୃତ୍ବ ପାଇଁ ସ୍ବଚ୍ଛତା ଓ ଉତ୍ତମ ବ୍ୟକ୍ତିତ୍ବର ଆବଶ୍ୟକତା ଉପରେ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ବିଜେପି ଦଳରେ ଅସମାଜିକ ନେତା ରହିଛନ୍ତି। ଶିମୁଳିଆର ବିଜେପି ନେତା ତଥା ବିଧାନସଭା ନିର୍ବାଚନରେ ବିଜେପିର ସିମୁଳିଆ ବିଧାୟକ ପ୍ରାର୍ଥୀ ଶଶିଭୂଷଣ ସାହୁଙ୍କ କଳା ସାମ୍ରାଜ୍ୟର କାହାଣୀ ଏବେ ବିଭିନ୍ନ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଛି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଂପାଦକ ଶ୍ରୀ ନିଳମାଧବ ... Read More »

Celebration of World Environment Day at Red Cross Bhawan Bhubaneswar

ଓଡ଼ିଶା ରେଡ଼କ୍ରସ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ ଭୁବନେଶ୍ବର ୫ ଜୁନ ୨୦୧୭ (ଅନୁପ କୁମାର ଜେନା) ସ୍ଥାନୀୟ ରେଡ଼୍କ୍ରସ ଭବନ ପରିସରରେ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଫିସର କର୍ମକର୍ତା ଗହଣରେ ରେଡ଼କ୍ରସ ଓଡ଼ିଶା ଶାଖାର ଅବୈତନିକ ସଚିବ ଡ଼କ୍ଝର ଜ୍ଞାନବ୍ରତ ମହାନ୍ତି ଓ ଅବୈତନିକ ଯୁଗ୍ମ ସଚିବ ତଥା ଯୁବ ରେଡକ୍ରସ୍ ଅଧିକାରୀ ଡଃ କଳ୍ପନା ଦାସ ବୃକ୍ଷରୋପଣ ଓ ଯତ୍ନ ଶପଥ ନେଇ ଚାରାରୋପଣ ... Read More »

Press conference of Niyangiri Surakshya Mancha

ବେଦାନ୍ତ ପ୍ରକଳ୍ପ ନିମନ୍ତେ ଆଦିବାସୀ ଦଳିତ ଓ ନିୟମିଗିରି ସୁରକ୍ଷା ସମିତି ନେତାମାନଙ୍କୁ ଓଡ଼ିଶା ପୋଲିସ ଦ୍ବାରା ଭୟଭୀତ କରାଯାଉଛି: ନିୟମଗିରି ସୁରକ୍ଷା ମଞ୍ଚ ଭୁବନେଶ୍ବର,୫ ଜୁନ ୨୦୧୭: (ଦେବବ୍ରତ ମହାନ୍ତି) ନୟମଗିରି ସୁରକ୍ଷା ସମିତି କର୍ମକର୍ତାମାନେ ସରକାର ଓ ବେଦାନ୍ତ କµାନୀଙ୍କ ମିଳିତ ସଲାସୁତୁରାରେ ଚକ୍ରାନ୍ତର ଶିକାର ହୋଇଛନ୍ତି। ରାଜ୍ୟ ସରକାର ପୋଲିସକୁ ହାତବାରିସ କରି ଓ ନିର୍ଯ୍ୟାତନା ଓ ମାନସିିକ ·ପରପ୍ରୟୋଗ କରୁଛନ୍ତି ବୋଲି ଆଜି ଭୁବନେଶ୍ବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୀୟମଗିରି ସୁରକ୍ଷା ମଞ୍ଚ ପକ୍ଷରୁ ଅଭିେଯାଗ କରାଯାଇଛି। ... Read More »

Training & workshop of BiJu Chatra Janata Dal

ବିଜୁ ଛାତ୍ର ଜନତା ଦଳର ପ୍ରଶିକ୍ଷଣ ଶିବିର :ଛାତ୍ରମାନେ ମା’ମାଟି ଓ ସମାଜ ପାଇଁ ସମୟ ଦେବା ଦରକାର: ନବୀନ ପଟ୍ଟନାୟକ ଭୁବନେଶ୍ବର,୫ ଜୁନ ୨୦୧୭: (ଦେବବ୍ରତ ମହାନ୍ତି)  ବିଜୁ ଛାତ୍ର ଜନତା ଦଳର ରାଜ¥ କାର୍ଯ¥କାରିଣୀ ଓ ପ୍ରଶିକ୍ଷଣ ଶିବିର ଆଜି ଭୁବନେଶ୍ବରସ୍ଥିତ ହୋଟେଲ କ୍ରାଉନ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ¥କାରିଣୀ ଓ ପ୍ରଶିକ୍ଷଣ ଶିବିରର ପ୍ରଥମ ପର୍ଯ¥ାୟ ଦିନ ୧୦ଟାରୁ ମଧ୍ଯାହ୍ନ ୧.୩୦ ପର୍ଯ¥ନ୍ତ ଓ ଦ୍ବିତୀୟ ପର୍ଯ¥ାୟ ୨.୩୦ ମିନିଟରେ ଆରମ୍ଭ ହୋଇ ସନ୍ଧ¥ା ୬ ଘଟିକା ... Read More »

Return back all the Forest Land Acquired for POSCO to the Concern Villages: CSD Demands Govt. of Odisha

Return back all the Forest Land Acquired for POSCO to the Concern Villages: CSD Demands Govt. of Odisha Bhubaneswar: 5 th June 2017-(By Prasant Kumar Bhuyan)  On the occasion of World Environment Day, the State Chapter of Campaign for Survival and Dignity(CSD),the Campaign which struggled for the enactment of historic Forest Rights Act, 2006 in the country in a press ... Read More »

BJP MLA candidate Santosh Ku. Amat Joined BJD

ବିଜେପିର ଫୋକସ ସୁନ୍ଦରଗଡ଼କୁ ଶକ୍ତ ଧକ୍କା :ବିଧାୟକ ପ୍ରାର୍ଥୀ ସନ୍ତୋଷ ଅମାତଙ୍କ ନେତୃତ୍ବରେ ବିଜେଡିରେ ମିଶିଲେ ହଜାରେ କର୍ମୀ  . ଆଦିବାସୀଙ୍କ ବିକାଶ ପରିବତ୍ର୍ତେ ବେପାରୀଙ୍କ ବିକାଶ କରୁଛନ୍ତି . ଛତିଶଗଡ଼କୁ ପ୍ରାଧାନ¥ ଦେଇ ମହାନଦୀକୁ ଶୁଖେଇବାରେ ଧର୍ମେନ୍ଦ୍ର ଦାୟୀ .ମୋଦି ମୋଦି କହିଲେ ବିକାଶ ହେବନାହó:: ସନ୍ତୋଷ ଭୁବନେଶ୍ବର,୫/୬/୨୦୧୭: (ପ୍ରଶାନ୍ତ କୁମାର ଭୁୟାଁ) ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ¥କ୍ରମ ପ୍ରତି ଆକୃଷ୍ଟ ହୋଇ ସୁନ୍ଦରଗଡ଼ ଜିଲ୍ଲା ତଲସରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ଅମାତଙ୍କ ନେତୃତ୍ବରେ ଏକ ... Read More »

‘Real Sentiment Behind World Environment Day Must Pervade Every Moment of the Day’: Dr Harsh Vardhan

‘Real Sentiment Behind World Environment Day Must Pervade Every Moment of the Day’: Dr Harsh Vardhan Giving a clarion call to the people of the country and the youth, in particular, Union Minister of Environment, Forest and Climate Change, Dr. Harsh Vardhan has said that the real sentiment behind World Environment Day should not be restricted to a single day, ... Read More »

Shri S.S. Ahluwalia leads Indian Parliamentary Delegation to Norway

Shri S.S. Ahluwalia leads Indian Parliamentary Delegation to Norway  Union Minister of State for Parliamentary Affairs and Agriculture and Farmers Welfare, Shri S.S. Ahluwalia, led an Indian Parliamentary delegation on a three-day visit to Norway for promoting and strengthening parliamentary relations between the two countries. The visit, which concluded late last night, is expected to further strengthen bilateral relations between ... Read More »

Municipal Solid Waste segregation at source in National Capital Region to be launched today

Municipal Solid Waste segregation at source in National Capital Region to be launched today Country-wide launch in 130 cities with Waste-to-Compost plants functional and coming up Shri M.Venkaiah Naidu to launch in Delhi and Indore Solid Waste Management in Delhi besides Gurugram, Faridabad, Noida and Ghaziabad is set to turn a new page today with the launch of segregation of Municipal Solid ... Read More »

Skip to toolbar