Breaking News
Home / Bargarh / Thousands of BJP & Congress worker Join BJP

Thousands of BJP & Congress worker Join BJP

ବିଜେଡି ଏବଂ କଂଗ୍ରେସ ତ୍ୟାଗ କରି ସୁକିନ୍ଦା ଏବଂ ଧର୍ମଶାଳାର ହଜାର ହଜାର କାଯ୍ର୍ୟକର୍ତା ବିଜେପିରେ ସାମିଲ ହେଲେ

ଭୁବନେଶ୍ବର, ତା୪ ଜୁନ ୨୦୧୭/(ଦେବବ୍ରତ ମହାନ୍ତି): ପ୍ରଧାନମନ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି ସୁକିନ୍ଦା ଏବଂ ଧର୍ମଶାଳା ଅଞ୍ଚଳରୁ ଆଜି ହଜାର ହଜାର ବିଜେଡି ନେତାମାନେ ନିଜ ସମର୍ଥକଙ୍କ ଗ୍ରହଣରେ ଅନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ େଯାଗଦାନ କରିଛନ୍ତି ା ସୁକିନ୍ଦା ଅଞ୍ଚଳର ଜଣାଶୁଣା ବିଜେଡି ନେତା ପ୍ରଦୀପ ବଳସାମନ୍ତ (ଟୁଟୁ ବଳ) ଆଜି ନିଜର ହଜାର ହଜାର ସମର୍ଥକଙ୍କ ଗ୍ରହଣରେ ଏକ ବିରାଟ ଶୋଭାଯାତ୍ରାରେ ରାଜ୍ୟ କାଯ୍ର୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ବିଜେପିରେ େଯାଗଦାନ କରିଛନ୍ତି।ଶ୍ରୀ ବଳସାମନ୍ତଙ୍କ ନେତୃତ୍ବରେ ସୁକିନ୍ଦା ସରପଞ୍ଚ ମନ୍ଦାକିନି ସେଠୀ, ସମିତି ସଭ୍ୟା ରଜନୀ ନାୟକ,ଆେµାଲାବା ସରପଞ୍ଚ ବାବି ବେହେରା ଓ ପୂର୍ବତନ ସରପଞ୍ଚ ସଞ୍ଚୀବ ପୁହାନ, ଉଚ୍ଚାବାଲିର ସମିତିସଭ୍ୟ ରବୀନ୍ଦ୍ର କୁମାର ଜେନା, ଓଲାଳ ସମିତିସଭ୍ୟା ବିଦ୍ୟାବତୀ ଜେନା ଓ ସରପଞ୍ଚ ବାପି ପେରେଇ, କଂସା ସରପଞ୍ଚ ରବିନ୍ଦ୍ର ସାହୁ, ସମିତି ସଭ୍ୟ ଘାସିରାମ ବେହେରା, ସୁକିନ୍ଦାର ପୂର୍ବତନ ସରପଞ୍ଚ ରାଜକିଶୋର ଜେନା ଏବଂ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରମଣୀରଂଜନ ବଳସାମନ୍ତ, ଦେଉଳକଣ ଗ୍ରାମପଞ୍ଚାୟତର ବିଜେଡରି ପୂର୍ବତନ ସଭାପତି ଅଞ୍ଜନ ପ୍ରଧାନ, କମ୍ଭିଣ୍ଟୀରୀଗାଡ଼ିଆ ଗ୍ରାମପଞ୍ଚାୟତର ପୂର୍ବତନ ବିଜେଡି ସଭାପତି କୈଳାସ ଆଇଚ ଏବଂ ପୂର୍ବତନ ସରପଞ୍ଚ ଜଳଧର ଖôଲାର, ରାଣୀପଡ଼ାର ପୂର୍ବତନ ସରପଞ୍ଚ ଅକ୍ଷୟ ମହାନ୍ତି ଏବଂ ନିରଞ୍ଜନ ରଣା, କାଇଝରର ପୂର୍ବତନ ସରପଞ୍ଚ ଦୁର୍ଗା ମହାନ୍ତ, ବର୍ତଣ୍ଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଶତାଧିକ ବିଜେଡି ନେତା, ପ୍ରାର୍ଥୀ ଓ କର୍ମୀ ବିଜେପିରେ େଯାଗ ଦେଇଛନ୍ତି। ସେହିପରି ସୁରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରସୁଲପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିଶ୍ବନାଥ ପଣ୍ଡା, ବିଶିଷ୍ଟ ଦଳିତ ନେତା ଗୟାଧର ମଲ୍ଲିକ, ୟୁଏନଏସ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ବିଶ୍ବରଞ୍ଜନ ପଣ୍ଡା ଓ ବାପିନ ବିଶ୍ବାଳ, ପଂଞ୍ଚାୟତ ବିଜେଡି ସଭାପତି ଗୋବିନ୍ଦ ଶତପଥୀ, ଉକ୍ରଳମଣି ୟୁଥ୍ କ୍ଲବର ସଭାପତି ଓ ସମସ୍ତ ସଦସ୍ୟ, ପୂର୍ବତନ ସରପଞ୍ଚ ଅରୁଣ ସାହୁ, ଦେବାନନ୍ଦ ଦାସ, ବାବୁଲି ସ୍ବାଇଁ, ଟୁକୁନା ପଣ୍ଡା, ରାହାମ୍ବା ଗ୍ରାମ ପଞ୍ଚାୟତର ଜିତେନ୍ଦ୍ର ରଥ, ବାରବାଟି ଗ୍ରାମ ପଞ୍ଚାୟତର ଆର୍ତ ପରିଡ଼ା, ନଟୁଆବର ଗ୍ରାମପଞ୍ଚାୟତର ବିଜୟ ମଲ୍ଲିକ, ଜାବରା ଗ୍ରାମପଞ୍ଚାୟତର ରମେଶ ପ୍ରତିହାରୀ, ଶ୍ରୀବନ୍ତପୁର ଗ୍ରାମପଞ୍ଚାୟତର ଶଙ୍କର୍ଷଣ ଦାସ, କଲଣ ଗ୍ରାମପଞ୍ଚାୟତର ରମାକାନ୍ତ ସାହୁ ଓ ପୂର୍ବତନ ସମିତି ସଭ୍ୟ ପ୍ରଦୀପ କୁମାର ଦାସ, ଓଡ଼ିଶୋ ଗ୍ରାମପଞ୍ଚାୟତର ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ମାମିନା ମଲ୍ଲିକଙ୍କ ସମେତ ହଜାର ହଜାର ବିଜେଡି କର୍ମୀ େଯାଗ ଦେଇଛନ୍ତି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଶ୍ରୀବନ୍ତପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବ୍ରଜକିଶୋର ସାମଲ, ପାଟପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କୁଳମଣି ପଣ୍ଡା ଏବଂ ପୂର୍ବତନ ସମିତି ସଭ୍ୟ ଜ୍ଞାନରଂଜନ ମଲ୍ଲିକ, ମୀର୍ଜାପୁର ଗ୍ରାମପଞ୍ଚାୟତର ପୂର୍ବତନ କୋପରେଟିଭ ସୋସାଇଟିର ସµାଦକ ରବି ନାୟକ, ପାଟପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶରତଚନ୍ଦ୍ର ଧଳ ପ୍ରମୁଖ ବିଜେଡି ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ା ସେହିପରି ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଧୁସୁଦନପୁର ଗ୍ରମାପଞ୍ଚାୟତ ସରପଂଚ ଯଶୋଦା ପରିଡ଼ା, ଏନ୍ଦଳବା ଗ୍ରାମପଞ୍ଚୟତର ପୂର୍ବତନ ସମିତିସଭ୍ୟ ସତ୍ୟାନନ୍ଦ ପାଣି, ରେଖାଦେଇପୁର ପଞ୍ଚାୟତର ସମିତିସଭ୍ୟ ଅଶୋକ ବେହେରା, ତାଳଜଙ୍ଘା ଗ୍ରାମପଞ୍ଚାୟତର ଯୁବ କଂଗ୍ରେସର ସଭାପତି ରଂଜନ ବାଉଳା, କଂଗ୍ରେସନେତା ଓ ସମାଜସେବୀ ଧବଳେଶ୍ବର ରାଉତ, ମଧୁସୁଦନପୁର ପଞ୍ଚାୟତର କଂଗ୍ରେସ ସଭାପତି ବିଜୟ କୁମାର ନାୟକ ଏବଂ କଂଗ୍ରେସର ପୂର୍ବତନ ସମିତି ସଭ୍ୟ ବାଇଧର ପରିଡ଼ା ପ୍ରମୁଖ କଂଗ୍ରେସ ଦଲ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ା ଓଡିଶା କ୍ଷେତ ମଜଦୁର କିଶାନ ପରିଷଦ ରାଜ୍ୟ ସଭାପତି ଶ୍ରୀ ଗଦାଧର ମିଶ୍ର, ମୟୁରଭଂଜ ଜିଲ୍ଲା ସଭାପତି ବନମାଳି ପଣ୍ଡା, ବାଲେଶ୍ବର ଜିଲ୍ଲା ସଭାପତି ହରେକୃଷ୍ନ ଦାଶ, ପୁରୀ ଜିଲ୍ଲା ସଭାପତି ନବକିଶୋର ମହାପାତ୍ର, ବଲାଙ୍ଗୀର ଜିଲ୍ଲା ସଭାପତି ରାଜକିଶୋର ଦାଶ, ନୁଆପଡା ଜିଲ୍ଲା ସଭାପତି ଧର୍ନୁଜୟ ଅଡବାଙ୍ଗ ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ପାର୍ଟିରେ ସାମିଲ ହୋଇଛନ୍ତି ାରାଜ୍ୟ କାଯ୍ର୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପିନ୍ଧାଇ ସ୍ବାଗତ ଜଣାଇଥିଲେ ା ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ଯାଜପୁର ଜିଲ୍ଲା ସଭାପତି ଆଶୁତୋଷ ପରିଡା, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ରାଜ୍ୟ ସଂପାଦିକା ସୀମନ୍ତିନୀ ଜେନା, ଗୈାତମ ରାୟ, ପବିତ୍ର ଦାଶ, ଅମର ନାୟକ, ଅଶୋକ ବଳ, ଅଭିନ୍ନ ହୋତା ପ୍ରମୁଖ ଜିଲ୍ଲାର ବହୁ ନେତା ଉପସ୍ଥିତ ଥିଲେ ା

About surendrahota

Leave a Reply

%d bloggers like this:
Skip to toolbar