Breaking News
Home / Bhubaneswar / State level training of RSS concluded

State level training of RSS concluded

ଆରଏସ୍ଏସ୍ର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ସଂଘ ଶିକ୍ଷା ବର୍ଗ ଉଦଯାପିତ
୩୫୦ ସ୍ବୟଂସେବଙ୍କ ସାମୂହିକ ସୂର୍ଯ୍ୟନମସ୍କାର
ଦେଶଭକ୍ତି ନାଗରୀକର ନିର୍ମାଣ ହେଉଛି ଆଜିର ଆହ୍ବାନ -ଗୋପାଳ ମହାପାତ୍ର

ଭୁବନେଶ୍ବର, ୪/ ୬:(ସୁମନ୍ତ କୁମାର ପଣ୍ଡା)  ଗତ ମେ ୧୪ ତାରିଖରୁ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ଓଡ଼ିଶା ତରଫରୁ ୨୦ ଦିନ ବ୍ୟାପି ଚାଲୁଥିଲା ସଂଘ ଶିକ୍ଷା ବର୍ଗ ା ଏହି ପ୍ରାଦେଶୀକ ପ୍ରଥମ ବର୍ଷ ସଂଘଶିକ୍ଷା ବର୍ଗ ଶନିବାର ସଂଧ୍ଯାରେ ସମାରୋପ ହୋଇଯାଇଛି ା ଶିକ୍ଷାର୍ଥôମାନେ ଏହି ପ୍ରଶିକ୍ଷଣ ଶିବିରରୁ ଶିକ୍ଷା କରିଥିବା ଦଣ୍ଡ,ନିୟୁଦ୍ଧ,େଯାଗାସନ,ବ୍ୟାୟାମେଯାଗ ଏବଂ ଘୋଷର ଚିତାକର୍ଷଣ ପ୍ରଦର୍ଶନ କରିଥିଲେ ା ବିଶେଷକରି ୩୫୦ ଜଣ ସ୍ବୟଂସେବକ େଯପରି ସାମୂହିକ ସୂର୍ଯନମସ୍କାର କଲେ ତାହା ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲା ବୋଲି ସଂଘ ମିଡିଆସେଲର ରାଜ୍ୟ ସଂପାଦକ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ା ରାଜ୍ୟସ୍ତରୀୟ ଏହି ପ୍ରଥମ ବର୍ଷ ସଂଘଶିକ୍ଷା ବର୍ଗର ସମାରୋପ କେନ୍ଦୁଝର ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଥିଲା ା ଏହି କାର୍ଯ୍ୟକ୍ରମରେ ଭାରତୀୟ ତୈଳ ନିଗମର ଉପପ୍ରବନ୍ଧକ ଶ୍ରୀଯୁକ୍ତ ବୃନ୍ଦାବନ ସୋରେନ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଭାବେ ଆରଏସଏସର ପଶ୍ଚିମବଙ୍ଗ ,ଓଡିଶାର କ୍ଷେତ୍ରକାଯ୍ର୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର େଯାଗ ଦେଇଥିଲେ ା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୋରେନ ଆରଏସଏସ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ତଥା ସୁରକ୍ଷା କରୁଥିବାରୁ କୃତଜ୍ଞତାଜ୍ଞାପନ କରିଥିଲେ ା ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗୋପାଳ ମହାପାତ୍ର ସମାଜରେ ଦେଶଭକ୍ତିର ଜାଗରଣ କରିବା ପାଇଁ ସ୍ବଂୟସେବକ ମାନଙ୍କୁ ଆହ୍ବାନ ଦେଇଥିଲେ ା ସେ କହିଥିଲେ େଯ ବାହାରୁ ଦେଖô ସଂଘକୁ ବୁଝି ହୁଏ ନାହó ା ସଂଘକୁ ବୁଝିବାକୁ ହେଲେ ଶାଖାକୁ ଆସିବାକୁ ପଡ଼ିବ ା ଛୋଟ ଘଟଣାରେ ନିଜର ପୁରସ୍କାର ଫେରାଉଥିବା ତଥାକଥିତ ବୁଦ୍ଧିଜୀବି ମାନେ ଜାମୁକାଶ୍ମୀର ଜବାନ ମାନଙ୍କ ଉପରେ ପଥର ମାଡ଼ ସମୟରେ , କେରଳରେ ରାଜରାସ୍ତାରେ ଗୋମାଂସ ଭକ୍ଷଣ କରୁଥିବା ସମୟରେ,ଜେଏନୟୁର ଭାରତ ବିରୋଧି ଘଟଣାରେ ଚୁପ କାହóକି ବୋଲି ପ୍ରଶ୍ନ ପଚାରିଥିଲେ ାଶ୍ରୀ ମହାପାତ୍ର କହିଲେ େଯ,ଦେଶଭକ୍ତି ବ୍ୟକ୍ତିର ଜୀବନର ପ୍ରତ୍ୟେକ ମୂହୁତ୍ର୍ତରେ, ତାର ଆଚରଣରେ, ତାର କାୟୋମନୋବାକ୍ୟରେ, ଆଚାର, ବିଚାର ଓ ଉଚ୍ଚାର ମଧ୍ଯରେ ପ୍ରକାଶିତ ହେବା ଦରକାର ା ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଭାବରେ ନିଜକୁ ଅନୁଭବ କରୁଛି ା ସମାଜ ଓ ଦେଶକୁ ଛାଡି ବଞ୍ଚôବା ଅସମ୍ଭବ ା ଗଙ୍ଗାଜଳରେ ଗଙ୍ଗାକୁ ପୂଜା କରାଯାଏ ା ଠିକ୍ ସେହି ପରି ସମାଜରୁ ପାଇଥିବା େଯାଗ୍ୟତା, କ୍ଷମତା ଏ ଦେଶ ,ସମାଜ ଓ ରାଷ୍ଟ୍ର ପାଇଁ ବିନିେଯାଗ କରିବା ତାହାରି ପାଇଁ ପ୍ରତି ମୂହୁତ୍ର୍ତରେ ବଞ୍ଚôବା ହó ଦେଶଭକ୍ତି ା ଏ ହେଉଛି ସକାରାମôକ ଦେଶଭକ୍ତି ା ଦେଶ ଉପରେ କୌଣସି ଘଟଣା ଘଟିଲେ େଯଉଁ ପ୍ରତିକ୍ରୀୟା ସୃଷ୍ଟି ହୁଏ ତାହା ହେଉଛି ପ୍ରତିକ୍ରୀୟାମôକ ଦେଶଭକ୍ତି ା ପ୍ରତିକ୍ରୀୟାମôକ ଦେଶଭକ୍ତି ଅପେକ୍ଷା ସକାରାମôକ ଦେଶଭକ୍ତି ବେଶୀ ଆବଶ୍ୟକତା ରହିଛି ା ଭାରତକୁ ନିଜ ଭିତରେ ଅନୁଭବ କରିବା ଦରକାର ା େଯପରି ସ୍ବାମୀବିବେକାନନ୍ଦ,ସ୍ବାମୀ ରାମତୀର୍ଥ ଓ ଶ୍ରୀଗୁରୁଜୀ କରିଛନ୍ତି ା ଭାରତ ହେଉଛି ଆମର ଅସ୍ତିତ୍ବ ା ଭାରତର କଲ୍ୟାଣବିନା ଆମର କଲ୍ୟାଣ ହୋଇ ପାରିବ ନାହó ା ଦେଶର ଦୁଃଖଦୈନ୍ୟ ଅବସ୍ଥାପରି ମୋ ଅବସ୍ଥା ା ଦେଶ ଓ ମୋ ଭିତରେ କୌଣସି ପାର୍ଥକ୍ୟ ନାହó ା ଏହିପରି ଦେଶଭକ୍ତିର ପ୍ରଶିକ୍ଷଣ ସଂଘର ଶାଖାରେ ପ୍ରତିଦିନ ଦିଆଯାଉଛି ା ଏକ ସଚେତନ ଦେଶଭକ୍ତ ନାଗରୀକ ନିର୍ମାଣ କରିବା ହେଉଛି ସଂଘର ଉଦ୍ଧେଶ୍ୟ ା ଏହି ସ୍ବୟଂସେବକ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପ୍ରବେଶ କରି ବିଚାର ଓ ଭାବନାର ଆଧାରରେ ସେହି ସେହି କ୍ଷେତ୍ରରେ ପରିବତ୍ର୍ତନ ପାଇଁ ପ୍ରଚେଷ୍ଟା କରିଥାନ୍ତି ା ଏହି ସ୍ବୟଂସେବକ ଶାଖା ଦ୍ବାରା ନିର୍ମିତ ହୋଇଥାଏ ା କେବଳ ସଂଘ ଶାଖାରେ ନୁହେଁ ପରିବାରରେ ମଧ୍ଯ ଭଲ ବ୍ୟକ୍ତି ନିର୍ମାଣ ହୋଇଥାଏ ା ପରିବାରର ବାତାବରଣ ଭଲ ରହିଲେ ସେଥିରୁ ମଧ୍ଯ ଭଲ ବ୍ୟକ୍ତି ନିର୍ମାଣ ହୋଇ ପାରବ , ତେଣୁ ଦେଶଭକ୍ତି ନାଗରୀକର ନିର୍ମାଣ ହେଉଛି ଆଜିର ଆହ୍ବାନ ା େଯତେବେଳ ପ୍ରତ୍ୟେକ ବ୍ୟକ୍ତିର ମୁହଁରୁ ଭାରତ ମାତାକୀ ଜୟ ଶୁଭିବ ସେତେବେଳେ ଏ ଦେଶର ଆପେ ଆପେ ପରିବତ୍ର୍ତନ ହୋଇଯିବ ା ବିଶ୍ବ କଲ୍ୟାଣର ମାର୍ଗ ପ୍ରସସ୍ତ ହେବ ସେତେବେଳେ େଯତେବେଳେ ଭାରତରେ ଦେଶଭକ୍ତ ନାଗରୀକ ନିର୍ମିତ ହେବେ ା ଏ ପ୍ରକାର ନାଗରୀକ ନିର୍ମାଣ ପାଇଁ ସଂଘ ପ୍ରଚେଷ୍ଟା କରୁଛି ଏବଂ ପ୍ରତ୍ୟେକ ପରିବାରରେ ଏ ପ୍ରକାର ଚେଷ୍ଟା ହେବା ଦରକାର ା ପ୍ରତ୍ୟେକ ପରିବାରରେ ଏ ପ୍ରକାର ଚେଷ୍ଟା ହେଲେ ଦେଶରେ ଅସଂଖ୍ୟ ଦେଶଭକ୍ତ ନିର୍ମାଣ ହୋଇ ପାରିବେ ା ଜୀବନକୁ ଦୀପଭଳି ଜାଳୁଥିବା ବ୍ୟକ୍ତି ଜନନୀର ଶରଣାପନ୍ନ ହୁଅନ୍ତି ା ଜୀବନକୁ ଦୀପାଳୀ ଭଳି ଜାଳିବା ଅନେକ ଦେଶଭକ୍ତଙ୍କ ନିର୍ମାଣ ହେଉ,ଦେଶର ଉତ୍ଥାନ ହେଉ ,ବିଶ୍ବ କଲ୍ୟାଣ ହେଉ ଏହା ହେଉଛି ଆଜିର ଆବଶ୍ୟକତା ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ା ସମାରୋପ କାଯ୍ର୍ୟକ୍ରମରେ ଅତିଥିମାନଙ୍କ ପରିଚୟ ବର୍ଗ କାଯ୍ର୍ୟବାହ ବେଲେଶ୍ବର ସାହୁ କରିଥିବାବେଳେ ବର୍ଗର ବିବରଣୀ ପାଠ ବର୍ଗାଧିକାରୀ ଶ୍ରୀଯୁକ୍ତ ରତିକାନ୍ତ ବୈଦ୍ୟ କରିଥିଲେ ା ଅନ୍ୟ ବିଶିଷ୍ଠ ଅତିଥିମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଅଦ୍ବେତ ଚରଣ ଦତ ଅଖôଳ ଭାରତୀୟ ସହ ପ୍ରଚାର ପ୍ରମୁଖ,ପ୍ରାନ୍ତ କାଯ୍ର୍ୟବାହ ଶ୍ରୀଯୁକ୍ତ ଅନିଲ ମିଶ୍ର,ସହ ପ୍ରାନ୍ତ କାଯ୍ର୍ୟବାହ ସୁଦର୍ଶନ ଦାସ େଯାଗ ଦେଇଥିଲେ ା

About surendrahota

Leave a Reply

%d bloggers like this:
Skip to toolbar