Breaking News
Home / Bhubaneswar / No compromise in the self of Odia for drinking water & irrigation : Dharmendra Pradhan

No compromise in the self of Odia for drinking water & irrigation : Dharmendra Pradhan

ମହାନଦୀ ନେଇ ଓଡିଶାର ପାନୀୟ ଜଳ ଓ ଜଳସେଚନ ସହିତ କୌଣସି ବୁଝାମଣା କରା ଯିବ ନାହó – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, ତା୪ ଜୁନ ୨୦୧୭/(ଦେବବ୍ରତ ମହାନ୍ତି) ମହାନଦୀ ନେଇ ଓଡିଶାର ପାନୀୟ ଜଳ ଓ ଜଳସେଚନ ସହିତ କୌଣସି ବୁଝାମଣା କରା ଯିବ ନାହó ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମବୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ କହିଛନ୍ତି ା ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ାଓଡିଶାର ମୁଖ୍ୟମନ୍ରୀ ମହାନଦୀରେ କଲମା ବ୍ୟାରେଜ ବନ୍ଦ ନେଇ ଚିଠି ସଂକ୍ରାନ୍ତରେ ପ୍ରଶ୍ନର ଉତରରେ ସେ କହିଛନ୍ତି େଯ ସେ କେନ୍ଦ୍ର ଜଳ ସµଦ ବିଭାଗ ସିଡବଲୁସି ଓ ଛତିଶଗଡ ସରକାରଙ୍କ ସହ କଥାବାର୍ତା କରିବେ ଏବଂ ଓଡିଶାର ଲୋକ ମାନଙ୍କର ସମସ୍ୟା ସମାଧାନର ଅପେକ୍ଷା ରଖିବେ ବୋଲି ସେ କହିଛନ୍ତି ା ରାଜ୍ୟ ସରକାରଙ୍କ ସିଙ୍ଗଲ ବିଣ୍ଡୋ କ୍ଲିୟରାନ୍ସ କମିଟି ସଂକ୍ରାନ୍ତୀୟ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଥିଲେ େଯ କଟକ- ଭୁବନେଶ୍ବରରେ ଗ୍ୟାସ େଯାଗାଣ ପାଇଁ ରାଜ୍ୟ ସରକାର କେବେ ବିରୋଧ କରିବେ ବୋଲି ସେ ଭାବୁ ନାହାନ୍ତି ା ଏଥି ପାଇଁ ରାଜ୍ୟ ସରକାରଙ୍କ ଠାରୁ କୌଣସି ରିହାତି ଓଏନଜିସି ତରଫରୁ ମଗା ଯାଇ ନାହó ା ଅଳ୍ପ କିଛି ଜାଗା ଓ ଅନୁମତି ଦେଲେ ଏହି କାର୍ଯ୍ୟ କ୍ରିୟାନ୍ବିତ ହୋଇ ପାରିବ ା ରାଜ୍ୟ ସରକାରଙ୍କ କିଛି କ୍ବାରି ଥାଇପାରେ ା ଏହାର ଉତର ମିଳି ଗଲେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ କୌଣସି ସମସ୍ୟା ରହିବ ନାହó ବୋଲି ସେ କହିଥିଲେ ା ଶ୍ରୀ ପ୍ରଧାନ କହିଥିଲେ େଯ ସେହିପରି ଏନଟିପିସି ପ୍ରକଳ୍ପ ମାମଲାରେ ରାଜ୍ୟ ସରକାରଙ୍କର କିଛି କ୍ବାରି ଥାଇ ପାରେ, ଆପତି ନ ଥିବ ା ଏନଟିପିସିର ସଂପ୍ରସାରଣ ସµର୍କରେ କେନ୍ଦ୍ର ଶକ୍ତି ମବୀ ଓ ପ୍ରଧାନମବୀଙ୍କ ସହ ସେ ଆଲୋଚନା କରିଛନ୍ତି ା ରାଜ୍ୟ ସରକାରଙ୍କ ଏକ ଛୋଟ ପ୍ରକଳ୍ପକୁ ଏନଟିପିସି ନିଜେ ହାତକୁ ନେଇ ପରିଚାଳନା କରୁଛି, ଏହାକୁ ବନ୍ଦ କରି ଏକ ବଡ ପାବାର ପ୍ଲାଂଟ ସ୍ଥାପନ ପାଇଁ କେନ୍ଦ୍ର ପଦକ୍ଷେପ ନେବ ା ଏହି ପ୍ରକଳ୍ପ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ତାଙ୍କର ଦୃଢ ଆଶା ରହିଛି ବୋଲି ସେ କହିଥିଲେ ା ବିଜୟ ମହାପାତ୍ରଙ୍କ ପ୍ରଶ୍ନ ଦଳକୁ ସମସ୍ୟା ତିଆରି କରିବ କି ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତରରେ ସେ କହିଛନ୍ତି େଯ ଦଳ ବହୁତ ଆଗକୁ ବଢି ସାରିଛି ା

About surendrahota

Leave a Reply

%d bloggers like this:
Skip to toolbar