Breaking News
Home / 2017 / June / 04

Daily Archives: 04/06/2017

State level training of RSS concluded

ଆରଏସ୍ଏସ୍ର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ସଂଘ ଶିକ୍ଷା ବର୍ଗ ଉଦଯାପିତ ୩୫୦ ସ୍ବୟଂସେବଙ୍କ ସାମୂହିକ ସୂର୍ଯ୍ୟନମସ୍କାର ଦେଶଭକ୍ତି ନାଗରୀକର ନିର୍ମାଣ ହେଉଛି ଆଜିର ଆହ୍ବାନ -ଗୋପାଳ ମହାପାତ୍ର ଭୁବନେଶ୍ବର, ୪/ ୬:(ସୁମନ୍ତ କୁମାର ପଣ୍ଡା)  ଗତ ମେ ୧୪ ତାରିଖରୁ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ଓଡ଼ିଶା ତରଫରୁ ୨୦ ଦିନ ବ୍ୟାପି ଚାଲୁଥିଲା ସଂଘ ଶିକ୍ଷା ବର୍ଗ ା ଏହି ପ୍ରାଦେଶୀକ ପ୍ରଥମ ବର୍ଷ ସଂଘଶିକ୍ଷା ବର୍ଗ ଶନିବାର ସଂଧ୍ଯାରେ ସମାରୋପ ହୋଇଯାଇଛି ା ଶିକ୍ଷାର୍ଥôମାନେ ଏହି ପ୍ରଶିକ୍ଷଣ ଶିବିରରୁ ଶିକ୍ଷା କରିଥିବା ଦଣ୍ଡ,ନିୟୁଦ୍ଧ,େଯାଗାସନ,ବ୍ୟାୟାମେଯାଗ ... Read More »

Kalinga Literary Festival goes International:Speakers to focus on the Role of Literature in Peace and Harmony

Kalinga Literary Festival goes International:Speakers to focus on the Role of Literature in Peace and Harmony Bhubaneswar: 4th June 2017 (By debabrat Mohanty) – Fourth Kalinga Literary Festival is here. Around 200 celebrities from the worlds of literature, cinema, media and politics will assemble in the temple city of Odisha to deliberate on the theme of ‘Literature for Peace and ... Read More »

No compromise in the self of Odia for drinking water & irrigation : Dharmendra Pradhan

ମହାନଦୀ ନେଇ ଓଡିଶାର ପାନୀୟ ଜଳ ଓ ଜଳସେଚନ ସହିତ କୌଣସି ବୁଝାମଣା କରା ଯିବ ନାହó – ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର, ତା୪ ଜୁନ ୨୦୧୭/(ଦେବବ୍ରତ ମହାନ୍ତି) ମହାନଦୀ ନେଇ ଓଡିଶାର ପାନୀୟ ଜଳ ଓ ଜଳସେଚନ ସହିତ କୌଣସି ବୁଝାମଣା କରା ଯିବ ନାହó ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମବୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ କହିଛନ୍ତି ା ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ାଓଡିଶାର ମୁଖ୍ୟମନ୍ରୀ ମହାନଦୀରେ ... Read More »

Thousands of BJP & Congress worker Join BJP

ବିଜେଡି ଏବଂ କଂଗ୍ରେସ ତ୍ୟାଗ କରି ସୁକିନ୍ଦା ଏବଂ ଧର୍ମଶାଳାର ହଜାର ହଜାର କାଯ୍ର୍ୟକର୍ତା ବିଜେପିରେ ସାମିଲ ହେଲେ ଭୁବନେଶ୍ବର, ତା୪ ଜୁନ ୨୦୧୭/(ଦେବବ୍ରତ ମହାନ୍ତି): ପ୍ରଧାନମନ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି ସୁକିନ୍ଦା ଏବଂ ଧର୍ମଶାଳା ଅଞ୍ଚଳରୁ ଆଜି ହଜାର ହଜାର ବିଜେଡି ନେତାମାନେ ନିଜ ସମର୍ଥକଙ୍କ ଗ୍ରହଣରେ ଅନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ େଯାଗଦାନ କରିଛନ୍ତି ା ସୁକିନ୍ଦା ଅଞ୍ଚଳର ଜଣାଶୁଣା ବିଜେଡି ନେତା ପ୍ରଦୀପ ବଳସାମନ୍ତ (ଟୁଟୁ ବଳ) ଆଜି ନିଜର ହଜାର ... Read More »

Biju Chatra Janata Dal will counter the false propaganda of BJP: Rana Pratap Patra

ବିଜେପିର ମିଥ¥ା ପ୍ରଚାରର ଉଚିତ ଜବାବ ଦେବ ରାଜ¥ ବିଜୁ ଛାତ୍ର ଜନତା ଦଳ:ଛାତ୍ର ବିଜେଡି ରାଜ¥ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର ଭୁବନେଶ୍ବର,୩/୬/୨୦୧୭: (ଦେବବ୍ରତ ମହାନ୍ତି) -ରାଜ¥ରେ ଭାରତୀୟ ଜନତା ପାର୍ଟି ଓଡ଼ିଶାର ସ୍ବାର୍ଥ¥କୁ ଜଳାଜ୍ଞଳୀ ଦେଇ ମିଡ଼ିଆରେ ଅପପ୍ରଚାର ଚଲାଇଛି ବୋଲି ଛାତ୍ର ବିଜେଡ଼ି ରାଜ¥ ସଭାପତି ରାଣାପ୍ରତାପ ପାତ୍ର ଅଭିେଯାଗ କରିବା ସାଙ୍ଗକୁ ଆଗାମୀ ଦିନରେ ଛାତ୍ର ବିଜେଡ଼ି ଏହାର ଉଚିତ ଜବାବ ଦେବ ବୋଲି ଭୁବନେଶ୍ବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜୁ ଜନତା ଦଳ ... Read More »

Skip to toolbar