Breaking News
Home / Bhubaneswar / Reply of BJP on IOCL employment issue

Reply of BJP on IOCL employment issue

ପାରାଦୀପ ତୈଳ ବିଶୋଧନାଗାରରେ ଓଡିଆଙ୍କ ନିଯୁକ୍ତି ମାମଲାରେ ଉତର ରଖିଲା ବିଜେପି

• କେନ୍ଦ୍ର ପେଟ୍ରୋଲିୟମ ମନ୍ରୀ ଭାବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ବ ନେବା କାରଣରୁ ଓଡିଆଙ୍କୁ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୁେଯାଗରେ ଉପଯୁକ୍ତ ଗୁରୁତ୍ବ ମିଳିଛି
• ଆଇଓସିଏଲ ସର୍ବ ଭାରତୀୟ ସଂସ୍ଥା ହୋଇଥିବାରୁ ପୂର୍ବ ନିୟମକୁ ପରିବର୍ତନ କରି ତୈଳ ବିଶୋଧନାଗାରରେ କିପରି ଅଧିକ ସ୍ଥାନୀୟ ଲୋକଙ୍କୁ ଚାକିରୀର ସୁେଯାଗ ଦିଆ ଯାଇ ପାରିବ ସେଥି ପାଇଁ ଶ୍ରୀ ପ୍ରଧାନ ପଦକ୍ଷେପ ନେଇଛନ୍ତି
• ଏକ୍ଜିକ୍ୟୁଟିଭ ପଦବୀରେ ସର୍ବ ଭାରତୀୟ ପ୍ରତିେଯାଗିତା ସତ୍ବେ ୫୨୯ ଜଣଙ୍କ ମଧ୍ୟରୁ ୯୦ ଜଣ ଓଡିଆ
• ଏନଆଇଟି ରାଉରକେଲା ଓ ଆଇଆଇଟି ଭୁବନେଶ୍ବରରେ କରାଯାଉଛି କ୍ୟାµସ ଚୟନ
• ନନ ଏକ୍ଜକ୍ୟୁଟିଭ ପଦବୀରେ ଆଜି ଦିନରେ ୩୪୬ ନିଯୁକ୍ତି ପାଇଥିବା ବେଳେ ୧୬୬ ଜଣ ହେଉଛନ୍ତି ଓଡିଆ ା ଏହା ମୋଟ ସଂଖ୍ୟାର ୪୮ ପ୍ରତିଶତ
• ଆଇଓସିଏଲରେ ଠିକାରେ କାମ କରୁଥିବା ୫୧୨୩ଙ୍କ ମଧ୍ୟରୁ ୪୪୭୫ ଜଣ ଓଡିଆ, ଯାହା ମୋଟ ସଂଖ୍ୟାର ୮୭ ପ୍ରତିଶତ
• ଡିଜେଲ, ପେଟ୍ରୋଲ ଓ ହ୍ବାଇଟ ଅଏଲ ଦୈନିକ ଶହେ ଟ୍ରକ ଲୋଡ ହେଉଥିବା ବେଳେ ୧୪୫ ସ୍ଥାନୀୟ ଟ୍ରକ ମାଲିକଙ୍କୁ ଏହି କାମରେ ନିଯୁକ୍ତ କରାଯାଇଛି
• ଦୈନିକ ୨୦ଟି ଟ୍ରକ ବ୍ଲାକ ଅଏଲ ପରିବହନ ପାଇଁ ଓଡିଶାର ମାଲିକ ମାନଙ୍କୁ ଏହି କାମ ଦିଆ ଯାଇଛିା
• ପେଟକୋକ ପରିବହନ ପାଇଁ ଦୈନିକ ୨ ଶହରୁ ୨୫୦ ଟ୍ରକ ଲୋଡ ହେଉଥିବା ବେଳେ ଏହି ସମସ୍ତ କାମ ଓଡିଶାର ଲୋକଙ୍କ ହାତରେ ରହିଛି ା
• ସଲଫର ପରିବହନ ପାଇଁ ଦୈନିକ ୨୦ ଟ୍ରକ ଲାଗୁଥିବା ବେଳେ ଏ ସମସ୍ତ କାମ ସ୍ଥାନୀୟ ଲୋକଙ୍କୁ ମିଳୁଛି ା
• ନାଗାଲ୍ୟାଣ୍ଡର କୌଣସି ପରିବହନକାରୀ ବ୍ୟକ୍ତି ବା ସଂସ୍ଥା ପରିବହନ କାମରେ ନିେଯାଜିତ ହୋଇ ନାହାନ୍ତି
• ବିଜୟ ମହାପାତ୍ର ଏ ସµର୍କରେ ଅଜ୍ଞତା କାରଣରୁ ଅଭିେଯାଗ ଆଣିଥାଇ ପାରନ୍ତି
• ଓଡିଶାର ବେକାର ଯୁବକ ନା ବିଜେଡିର ସ୍ବାର୍ଥ ପାଇଁ କାମ କରୁଛନ୍ତି ବିଜୟ ?
• ପରିବହନ କାମରେ ଦାମ ବାବୁଙ୍କ ପରିବାର ବଡ ଲାଭ ନେଉଛନ୍ତି ନା ନାହó ଦାମ ବାବୁ ଉତର ଦିଅନ୍ତୁ
• ସର୍ବ ଭାରତୀୟ ସଂସ୍ଥାରେ ଅନ୍ୟ ରାଜ୍ୟର ଲୋକ ମାନଙ୍କୁ ଯଦି ବିରୋଧ କରୁଛନ୍ତି ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟର ପ୍ରମୁଖ ଦାୟିତ୍ବ କାହóକି ଅଣ ଓଡିଆ ଆଇଏଏସଙ୍କ ହାତରେ ନ୍ୟସ୍ତ ଅଛି ?

ଭୁବନେଶ୍ବର, ତା.୦୩/୦୬ :(ଦେବବ୍ରତ ମହାନ୍ତି)- ପାରାଦୀପ ତୈଳ ବିଶୋଧନାଗାରରେ ନିଯୁକ୍ତିରେ ଓଡିଆ ଲୋକ ମାନଙ୍କୁ ଗୁରୁତ୍ବ ନ ଦିଆ ଯିବା ମାମଲାରେ ବିଜେପି ତରଫରୁ ସ୍ପଷ୍ଟୀକରଣ ରଖିଛନ୍ତି ମୁଖପାତ୍ର ଗୋଲକ ମହାପାତ୍ର ା କେନ୍ଦ୍ର ପେଟ୍ରୋଲିୟମ ମନ୍ରୀ ଭାବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ବ ନେବା କାରଣରୁ ଓଡିଆଙ୍କୁ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୁେଯାଗରେ ଉପଯୁକ୍ତ ଗୁରୁତ୍ବ ମିଳିଛି ା ଆଇଓସିଏଲ ସର୍ବ ଭାରତୀୟ ସଂସ୍ଥାହୋଇଥିବାରୁ ପୂର୍ବ ନିୟମକୁ ପରିବର୍ତନ କରି ତୈଳ ବିଶୋଧନାଗାରରେ କିପରି ଅଧିକ ସ୍ଥାନୀୟ ଲୋକଙ୍କୁ ଚାକିରୀର ସୁେଯାଗ ଦିଆ ଯାଇପାରିବ ସେଥି ପାଇଁ ଶ୍ରୀ ପ୍ରଧାନ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ା ବର୍ତମାନର ଆଇଓସିଏଲରେ ଚାକିରୀର ସ୍ଥିତି ନେଇ ସ୍ପଷ୍ଟୀକରଣ ରଖି ଶ୍ରୀ ମହାପାତ୍ର କହିଛନ୍ତି େଯ ଏହି ବିଶୋଧନାଗାରରେ ସର୍ବ ଭାରତୀୟ ପ୍ରତିେଯାଗିତା ମାଧ୍ୟମରେ ଏକ୍ଜିକ୍ୟୁଟିଭ ପଦବୀ ପାଇଁ ପରୀକ୍ଷା ହୁଏ ା ଆଜି ଦିନରେ ୫୨୯ ଜଣଙ୍କ ମଧ୍ୟରୁ ୯୦ ଜଣ ଓଡିଆ ଅଛନ୍ତି ା ଓଡିଆ ପିଲାମାନଙ୍କ ପାଇଁ ସୁେଯାଗ ସୃଷ୍ଟି କରିବା ପାଇଁ ଏନଆଇଟି ରାଉରକେଲା ଓ ଆଇଆଇଟି ଭୁବନେଶ୍ବର କ୍ୟାµସର ବ୍ୟବସ୍ଥା କରାଯାଇଛି ାନନ ଏକ୍ଜକ୍ୟୁଟିଭ ପଦବୀରେ ଆଜି ଦିନରେ ୩୪୬ ନିଯୁକ୍ତି ପାଇଥିବା ବେଳେ ୧୬୬ ଜଣ ହେଉଛନ୍ତି ଓଡିଆ ା ଏହା ମୋଟ ସଂଖ୍ୟାର ୪୮ ପ୍ରତିଶତ ା ପୂର୍ବରୁ ନନ୍ ଏକ୍ଜିକ୍ୟୁଟିଭ ପଦବୀ ପାଇଁ ସର୍ବ ଭାରତୀୟ ପ୍ରତିେଯାଗିତା ମାଧ୍ୟମରେ ନିଆ ଯାଉଥିବା ବେଳେ ଶ୍ରୀ ପ୍ରଧାନ ଦାୟିତ୍ବ ନେବା ପରେ ଏହା ସ୍ଥାନୀୟ ଆଶାୟୀଙ୍କ ପାଇଁ ସୁେଯାଗ ତିଆରି କରିବା କାରଣରୁ ଏହି ପ୍ରତିଶତରେ ବୃଦ୍ଧି ହୋଇଛି ଓ ଆଗାମୀ କିଛି ବର୍ଷ ମଧ୍ୟରେ ଏହି ପ୍ରତିଶତ ମଧ୍ୟ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ା ଆଇଓସିଏଲରେ ଠିକାରେ କାମ କରୁଥିବା ୫୧୨୩ଙ୍କ ମଧ୍ୟରୁ ୪୪୭୫ ଜଣ ଓଡିଆ, ଯାହା ମୋଟ ସଂଖ୍ୟାର ୮୭ ପ୍ରତିଶତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ାଉପôାଦିତ ବସ୍ତୁ ପରିବହନରେ ଓଡିଆ ଲୋକଙ୍କୁ ଶ୍ରୀ ପ୍ରଧାନଙ୍କ ଉଦ୍ୟମ କାରଣରୁ ସର୍ବାଧିକ ଗୁରୁତ୍ବ ଦିଆ ଯାଉଛି ା ଡିଜେଲ, ପେଟ୍ରୋଲ ଓ ହ୍ବାଇଟ ଅଏଲ ଦୈନିକ ଶହେ ଟ୍ରକ ଲୋଡ ହେଉଥିବା ବେଳେ ୧୪୫ ସ୍ଥାନୀୟ ଟ୍ରକ ମାଲିକଙ୍କୁ ଏହି କାମରେ ନିଯୁକ୍ତ କରାଯାଇଛି ା ଦୈନିକ ୨୦ଟି ଟ୍ରକ ବ୍ଲାକ ଅଏଲ ପରିବହନ ପାଇଁ ଓଡିଶାର ମାଲିକ ମାନଙ୍କୁ ଏହି କାମ ଦିଆ ଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ାପେଟକୋକ ପରିବହନ ପାଇଁ ଦୈନିକ ୨ ଶହରୁ ୨୫୦ ଟ୍ରକ ଲୋଡ ହେଉଥିବା ବେଳେ ଏହି ସମସ୍ତ କାମ ଓଡିଶାର ଲୋକଙ୍କ ହାତରେ ରହିଛି ା ସଲଫର ପରିବହନ ପାଇଁ ଦୈନିକ ୨୦ ଟ୍ରକ ଲାଗୁଥିବା ବେଳେ ଏ ସମସ୍ତ କାମ ସ୍ଥାନୀୟ ଲୋକଙ୍କୁ ମିଳୁଛି ା ଉପରୋକ୍ତ ସମସ୍ତ ଦୈନିକ ୪୩୫ ଟ୍ରକର କାମ ସ୍ଥାନୀୟ ଟ୍ରକ ମାଲିକଙ୍କ ଦ୍ବାରା କରା ଯାଇଛି ା କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ଙ୍କ ନିର୍ଦେଶ ଅନୁସାରେ ଏଲପିଜି ବୁଲେଟ ମାଧ୍ୟମରେ ପରିବହନ ପାଇଁ ନିେଯାଜିତ ହୋଇଥିବା ଦୈନିକ ୧୫୦ ଗାଡି ଲୋଡର କାର୍ଯ୍ୟ ସର୍ବଭାରତୀୟ ଟେଣ୍ଡର ମାଧ୍ୟମରେ କରାଯାଉଛି ା ଏଥିରେ ନିୟୋଜନ ପାଇଁ ନୋମିନେସନ ନୁହେଁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ା ନାଗାଲ୍ୟାଣ୍ଡର କୌଣସି ପରିବହନକାରୀ ବ୍ୟକ୍ତି ବା ସଂସ୍ଥା ପରିବହନ କାମରେ ନିେଯାଜିତ ହୋଇ ନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ା ପୁନର୍ବାସ ଓ ଥଇଥାନ କାମ ରାଜ୍ୟ ସରକାରଙ୍କ ନିୟମ ଓ ସୁପାରିଶ ଆଧାରରେ କରା ଯାଉଛି ଓ ସ୍ଥାନୀୟ ଅଂଚଳର ବିକାଶରେ ଆଇଓସିଏଲ ଗୁରୁତ୍ବପୂର୍ଣ ଭୂମିକା ନେଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ାଶ୍ରୀ ମହାପାତ୍ର କହିଛନ୍ତି େଯ ବିଜୟ ମହାପାତ୍ର ଏ ସµର୍କରେ ଅଜ୍ଞତା କାରଣରୁ ଅଭିେଯାଗ ଆଣିଥାଇ ପାରନ୍ତି ା ଆଇଓସିଓଲରେ ନିଯୁକ୍ତି ମାମଲାରେ ଏ ସµର୍କରେ ବିଜେଡି ପ୍ରଶ୍ନ ଉଠାଇଥିବା ବେଳେ ଏହାର ଉତର ବିଜେପି ଦେଇଥିଲା ା ବିଜେଡିର ପ୍ରଶ୍ନ ଦୋହରାଇ ଶ୍ରୀ ମହାପାତ୍ର ଓଡିଶାର ବେକାର ଯୁବକ ନା ବିଜେଡିର ସ୍ବାର୍ଥ ପାଇଁ କାମ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ାମବୀ ଦାମୋଦର ରାଉତଙ୍କ ପ୍ରତିକ୍ରିୟା ସ୍ଥାନୀୟ କାମରେ ବିହାରୀ, ଗୁଜରାଟି ମାନେ ନିଯୁକ୍ତ ହେଉଥିବା ପ୍ରତିକ୍ରିୟାରେ ଦାମବାବୁଙ୍କ ପରିବାର ଏହି କାମରେ ବଡ ଲାଭ ନେଉଛନ୍ତି ନା ନାହó ସେ ଉତର ଦେବା ଉଚିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ା ସର୍ବ ଭାରତୀୟ ସଂସ୍ଥାରେ ଅନ୍ୟ ରାଜ୍ୟର ଲୋକ ମାନଙ୍କୁ ଯଦି ବିରୋଧ କରୁଛନ୍ତି ମୁଖ୍ୟମବୀଙ୍କ କାର୍ଯ୍ୟାଳୟର ପ୍ରମୁଖ ଦାୟିତ୍ବ କାହóକି ଅଣ ଓଡିଆ ଆଇଏଏସଙ୍କ ହାତରେ ନ୍ୟସ୍ତ ଅଛି ବୋଲି ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ା

About surendrahota

Leave a Reply

%d bloggers like this:
Skip to toolbar