Breaking News
Home / Bhubaneswar / Impact of Global worming is alarming : Union P&G Minister Dharmendra Pradhan

Impact of Global worming is alarming : Union P&G Minister Dharmendra Pradhan

ଇନ୍ଧନ ପ୍ରଭାବରେ ବିଶ୍ବ ଜଳବାୟୁ ପରିବର୍ତନ ଚିନ୍ତାର ବିଷୟ -ଧର୍ମେନ୍ଦ୍ର ପ୍ରଧାନ  

• ଜୈବକୃଷି ମଣିଷ ସମାଜକୁ ବଞ୍ଚାଇ ପାରିବ
• ଏଥିରେ କୃଷି ବୈଜ୍ଞାନିକ ମାନଙ୍କର ଗୁରୁତ୍ୂପୂର୍ଣ ଭୂମିକା ରହିଛି

ଭୁବଭୁବନେଶ୍ବର,୩ ଜୁନ୨୦୧୭: (ଦେବବ୍ରତ ମହାନ୍ତି)-ସମଗ୍ର ବିଶ୍ବ ଆଜି ଜଳବାୟୁ ପରିବର୍ତନ ବିବାଦରେ ଫସିଛି ା କୋଇଲା, ପେଟ୍ରୋଲ,ଡିଜେଲ ଜଳି େଯଉଁ ଗ୍ରୀନହାଉସ ବାଷ୍ପ ବାହାରୁଛି ତାହା ପୃଥୀବିକୁ ଶକ୍ତି େଯାଗାଉଛି ସତ ମାତ୍ର ଜଳବାୟୁକୁ ପ୍ରଭାବିତ କରି ପଯ୍ର୍ୟାବରଣର ପ୍ରଭୁତ କ୍ଷତି କରୁଛି ା ମାତ୍ର ଶରୀର ପାଇଁ େଯଉଁ ଶକ୍ତି ଦରକାର ତାହା ଆମକୁ ଆମ ଖାଦ୍ୟରେ ମିଳୁଛି ା ମାତ୍ର ରାସାୟନିକ ସାର ଓ କୀଟନାଶକ ବ୍ୟବହାରରେ େଯଉଁ ଫସଲ ଅମଳ ହେଉଛି ତାହା ଆମର ଶରୀର ଓ ମନ ଉପରେ େଯଉଁ କୁପ୍ରଭାବ ପକାଉଛି ତାହା ଜୀବନକୁ ସଙ୍କୁଚିତ କରୁଛି ବୋଲି ଓୟୁଏଟି ଠାରେ ଜୈବକୃଷି ସମ୍ବନ୍ଧୀୟ ଏକ ଅନ୍ତରଷ୍ଟ୍ରୀୟ କର୍ମଶାଳାରେ େଯାଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ାସମଗ୍ର ବିଶ୍ବ ଜଳବାୟୁ ପରିବର୍ତନ ନେଇ ପୃଥିବୀ ଉପରେ କୁପ୍ରଭାବ ନେଇ େଯତିକି ଚିନ୍ତାର ବିଷୟ ଅଛି ଆମର ଖାଦ୍ୟର ଶୁଦ୍ଧତା ଆମ ଶରୀର ଓ ମନ ପାଇଁ ଗୁରୁତ୍ୂପୂର୍ଣ ହୋଇଥିବାରୁ ଜୈବ କୃଷି ଉପରେ ଆଲୋଚନା ଅତ୍ୟନ୍ତ ଗୁରୁତ୍ୂପୂର୍ଣ୍ ବୋଲି ଶ୍ରୀ ପ୍ରଧାନ ଏହି କର୍ମଶାଳାରେ ପ୍ରକାଶ କରିଛନ୍ତି ା ବର୍ଜ୍ୟବସ୍ତୁକୁ ଉତ୍ତମ ଭାବେ ପରିଚାଳନା କରି କୃଷି ବୈଜ୍ଞାନିକ ମାନେ ଦିନକୁ ଦିନ ସଫଳତା ପାଇବାରେ ଲାଗିଛନ୍ତି ା ପ୍ରତିଦିନ ମଣିଷ ତାର ଦୈନନ୍ଦିନ ଜୀବନରେ ବ୍ୟବହାର ପରେ ଅଦରକାରୀ ସାମଗ୍ରୀରୁ ବର୍ଜ୍ୟବସ୍ତୁରୁ ଜୈବିକ କୃଷି ପାଇଁ ଉପାଦାନ ମିଳୁଛି ା ଏହି ଜୈବବସ୍ତୁରୁ ମଧ୍ୟ ବାୟୋଫୁଏଲ ବଳି ଉର୍ଜା ତିଆରି କରାଯାଇ ପୃଥୀବୀକୁ ମଧ୍ୟ ଫସିଲ ଫୁଏଲର ଇନ୍ଦନ କୋଇଲା ଓ ପେଟ୍ରୋଲ, ଡିଜେଲର ବ୍ୟବହାର କମ କରି ସବୁଜ ଇନ୍ଦନ ମାଧ୍ୟମରେ ପ୍ରଯ୍ୟାବରଣକୁ ସୁରକ୍ଷା ଦିଆଯାଇପାରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରଥିଲେ।

About surendrahota

Leave a Reply

%d bloggers like this:
Skip to toolbar