Breaking News
Home / 2017 / June / 03

Daily Archives: 03/06/2017

Bargarh District Executive meeting of BJD

ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ: ଅହଂଭାବ ପରିତ୍ୟାଗ କରି ଏକହୋଇ ଲଢ଼ିବାକୁ ଆହ୍ବାନ ବରଗଡ଼,୩ ଜୁନ ୨୦୧୭ : ବରଗଡ଼ ସ୍ଥାନୀୟ ଅନ୍ନପୂର୍ଣ୍ଣ ପେଲେସ୍ଠାରେ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ା ବରଗଡ଼ ଜିଲ୍ଲା ବିଜେଡି ସଭାପତି ବିଜୟ ରଂଜନ ସିଂ ବରିହାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ କାର୍ଯ୍ୟକାରିଣୀ ସଭ୍ୟ ସଭ୍ୟାଙ୍କ ସମେତ ଯୁବ ଜନତା, ଛାତ୍ର ଜନତା ଓ ମହିଳା ସଂଗଠନର ଛାମୁଆ ନେତାମାନେ େଯାଗ ଦେଇଥିଲେ ା ପର୍ଯ୍ୟବେକ୍ଷକଭାବେ ରାଜ୍ୟ ଶକ୍ତି ଓ ... Read More »

BJYM BHUBANESWAR EXECUTIVE MEETING

BJYM BHUBANESWAR EXECUTIVE MEETING Bhubaneswar Date 03/06:  (By Debabrat Mohanty) -Today BJP Bhubaneswar Yuva morcha executive meeting was held at Bhubaneswar. In this meeting state General secretary sarada satpathy was inaugurated the executive meeting.State vice president samir mohanty, state general secretary prithivraj harichandan,state spokesperson Dilip mohanty,Dist.  President Harekrushna Khuntia and all yuva morcha karayakarta were present there.District Yuva Morcha President ... Read More »

Meeting of Nayagarh District Congress Committee

ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ବୈଠକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଭୁବନେଶ୍ବର ତା ୩.୬.୨୦୧୭ (ପ୍ରଶାନ୍ତ କୁମାର ଭୁୟାଁ) ନୟାଗଡ ଜିଲ୍ଲା କଂଗ୍ରେସ କମିଟି ବୈଠକ ଆଜି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ଦଳର ସାଂଗଠନିକ ନିର୍ବାଚନ – ୨୦୧୭ ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ନୟାଗଡ ଜିଲ୍ଲାର ଦଶପଲ୍ଲା, ଗଣିଆ, ନୂଆଗଁା, ନୟାଗଡ, ଓଡଗଁା, ଖଣ୍ଡପଡା, ଭାପୁର ... Read More »

Success of Vikash group of institutions in CBSE Class X examination: Top result in Odisha for the 4th time

ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ବିକାଶ ରେସିଡେନ୍ସିଆଲ ସ୍କୁଲର ୧୬୩ ଜଣ ଛାତ୍ରଛାତ୍ରୀଙ୍କ ୧୦ ସିଜିପିଏ ୧୦ ସିଜିପିଏ ରେ ବିକାଶ ଗ୍ରୁପ୍ର ୨୮୪ ଛାତ୍ରଛାତ୍ରୀଙ୍କ ନୂତନ ରେକର୍ଡ:କ୍ରମାଗତ ଚତୁର୍ଥ ଥର ବିକାଶ ଓଡ଼ିଶାର ନମ୍ବର ଓ୍ବାନ୍ ସ୍କୁଲ୍ ବରଗଡ଼, ୩/୬- ଚଳିତ ବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବିକାଶ ରେସିଡେନ୍ସିଆଲ ସ୍କୁଲ, ବରଗଡ଼ର ସର୍ବାଧିକ ୧୬୩ ଜଣ ଛାତ୍ରଛାତ୍ରୀ ୧୦ ସିଜିପିଏ ନମ୍ବର ରଖି ସ୍କୁଲ୍କୁ କ୍ରମାଗତ ଚତୁର୍ଥ ଥର ପାଇଁ ଓଡ଼ିଶାର ନମ୍ବର ଓ୍ବାନ୍ ସ୍କୁଲ୍ ତଥା ଅଗ୍ରଣୀ ... Read More »

SUCCESS OF BJEM SCHOOL CBSE CLASS-X RESULTS

SUCCESS OF BJEM SCHOOL CBSE CLASS-X RESULTS Bhubaneswar 03.06.2017:-(By Prasant Kumar Bhuyan) The much awaited CBSE Class-X result was declared on The success of the BJEM School students is overwhelming with 100% success. 244 students had appeared the exam. Out of which 104 Students secured 10 CGPA.The Chairman, the Manager and the Principal of the School congratulated the students for ... Read More »

Distribution of Pehechan Identity Card to Handicraft Artisan

ହସ୍ତଶିଳ୍ପୀ ମାନଙ୍କୁ ପହଚାନ ପରିଚୟ ପତ୍ର ଓ ବୁଣାକାର ମାନଙ୍କୁ ହଥକରଘା ସମ୍ବର୍ଧନ ସହାୟତା ବିତରଣର ଶୁଭାରମ୍ଭ ଭୁବନେଶ୍ବର, ତା.୦୩/୦୬ :(ଦେବବ୍ରତ ମହାନ୍ତି)-ଓଡିଶା ଓ ଦେଶର ଅର୍ଥନୀତିର ଦୃତ ବିକାଶ ପାଇଁ ହସ୍ତ ଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରର ସମ୍ଭାବନାକୁ ନରେନ୍ଦ୍ର ମୋଦି ନୂଆ ରୂପ ଦେବା ପାଇଁ ଉଦ୍ୟମ କରୁଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ରୀଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ା କେନ୍ଦ୍ର ବୟନ ଶିଳ୍ପ ମବଣାଳୟ ତରଫରୁ ହସ୍ତ ଶିଳ୍ପ ଓ ହସ୍ତତନ୍ତର ସବୁ ଜିଲ୍ଲାରୁ ଆସିଥିବା ଶିଳ୍ପୀ, କାରିଗର ସମେତ ... Read More »

Reply of BJP on IOCL employment issue

ପାରାଦୀପ ତୈଳ ବିଶୋଧନାଗାରରେ ଓଡିଆଙ୍କ ନିଯୁକ୍ତି ମାମଲାରେ ଉତର ରଖିଲା ବିଜେପି • କେନ୍ଦ୍ର ପେଟ୍ରୋଲିୟମ ମନ୍ରୀ ଭାବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ବ ନେବା କାରଣରୁ ଓଡିଆଙ୍କୁ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୁେଯାଗରେ ଉପଯୁକ୍ତ ଗୁରୁତ୍ବ ମିଳିଛି • ଆଇଓସିଏଲ ସର୍ବ ଭାରତୀୟ ସଂସ୍ଥା ହୋଇଥିବାରୁ ପୂର୍ବ ନିୟମକୁ ପରିବର୍ତନ କରି ତୈଳ ବିଶୋଧନାଗାରରେ କିପରି ଅଧିକ ସ୍ଥାନୀୟ ଲୋକଙ୍କୁ ଚାକିରୀର ସୁେଯାଗ ଦିଆ ଯାଇ ପାରିବ ସେଥି ପାଇଁ ଶ୍ରୀ ପ୍ରଧାନ ପଦକ୍ଷେପ ନେଇଛନ୍ତି • ଏକ୍ଜିକ୍ୟୁଟିଭ ପଦବୀରେ ସର୍ବ ... Read More »

First State Mango Festival.Agriculture sector to be attractive for next generation of young innovative farmers – Governor

First State Mango Festival.Agriculture sector to be attractive for next generation of young innovative farmers – Governor Bhubaneswar, Dt. 3.6.17-(By Debabrat Mohanty)– It is time to assess and improve the policy tools to support farmers in times of market difficulty and make them more resilient in a globalised world. It is therefore essential that while the policy continues to support ... Read More »

For the safety of women political reform is essential in Odisha : Dharmendra Pradhan

ଓଡିଶା ମହିଳା ମାନଙ୍କର ପ୍ରକୃତ ବିକାଶ ପାଇଁ ରାଜ୍ୟରେ ରାଜନୈତିକ ପରିବର୍ତନ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ କଟକ୩ ଜୁନ୨୦୧୭: (ଦେବବ୍ରତ ମହାନ୍ତି) – ଓଡିଶାରେ ଏକ ମହିଳା ବିରୋଧୀ ସରକାର ଚାଲିଛି ା ଓଡିଶାରେ କେବଳ ରାଜନୈତିକ ପରିବର୍ତନ ନୁହେଁ, ମହିଳା ଏବଂ ଏହି ବର୍ଗର ଆର୍ଥିକ ଦୃଷ୍ଟିରୁ ପଛରେ ଥିବା ମହିଳା ମାନଙ୍କର ପ୍ରକୃତ ବିକାଶ ପାଇଁ ଏକ ନିର୍ଦିଷ୍ଟ ଖସଡା ମୋଦିଙ୍କ ନ୍ୟୁ ଓଡିଶାର ଅଙ୍ଗ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ରୀ ବିଜେପି ମହିଳା ମୋର୍ଚା ... Read More »

GST Council Meeting at Delhi Finance Minister raises demand for exemption on Hand loom and handicrafts from GST purview

GST Council Meeting at Delhi Finance Minister raises demand for exemption on  Hand loom and handicrafts from GST purview Bhubaneswar, 03/06/2017-(By Debabrat Mohanty)  Sri Sashi Bhusan Behera, Minister, Finance & Excise, Odisha raises demand for exemption on handloom and handicraft products in the GST Council Meeting held at New Delhi today. Minister Sri Behera raised the issues to protect the ... Read More »

Skip to toolbar