Breaking News
Home / Bhubaneswar / Two New Regional Higher Educational Directorate at Jaypur & Baleswar

Two New Regional Higher Educational Directorate at Jaypur & Baleswar

ଉଚ୍ଚଶିକ୍ଷା ବିଭାଗର ଆଉ ଦୁଇଟି ଶିକ୍ଷା ନିରଦେଶାଳୟ ଜୟପୁର ଓ ବାଲେଶ୍ବରରେ ଖୋଲିବ

ଭୂବନେଶ୍ବର,୨/୬/୨୦୧୭(ପ୍ରଶାନ୍ତ କୁମାର ଭୁୟାଁ)- ରାଜ¥ରେ ମହାବିଦ¥ାଳୟ ଗୁଡ଼ିକର ସଂଖ¥ା ବୃଦ୍ଧି ହୋଇଥିବାରୁ ରାଜ¥ ଉଚ୍ଚ ଶିକ୍ଷା ବିଭାଗର ଆଉ ଦୁଇଟି ଆଞ୍ଚଳିକ ନିଦ୍ର୍ଧେଶାଳୟ କୋରାପୁଟ ଜିଲାର ଜୟପୁର ଓ ବାଲେଶ୍ବର ଠାରେ ଖୋଲାଯିବ ବୋଲି ଜଣାପଡ଼ିଛି। ଏସµର୍କରେ ଆଜି ମୁଖ¥ମନ୍ରୀଙ୍କ ଦପ୍ତରରୁ ବିଧିବଦ୍ଧ ରୂପେ ଗଣମାଧ୍ଯମକୁ ସୂଚନା ଦିଆଯାଇଛି। ପୂର୍ବରୁ ରାଜଧାନୀ ଭୁବନେଶ୍ବର ସମେତ ବ୍ରହ୍ମପୁର ଓ ସମ୍ବଲପୁର ଠାରେ ଆଉ ଦୁଇଟି ଆଞ୍ଚଳିକ ନିଦ୍ର୍ଧେଶାଳୟ କାର୍ଯ¥ କରୁଥିଲା। ବତ୍ର୍ତମାନ ବାଲେଶ୍ବର ଓ ଜୟପୁରରେ ଆଉ ଦୁଇଟି ଆଞ୍ଚଳିକ ନିଦ୍ର୍ଧେଶାଳୟ କାର୍ଯ¥କାରୀ ହେବା ପରେ ରାଜ¥ରେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିଦ୍ର୍ଧେଶାଳୟ ସଂଖ¥ା ୫ରେ ପହଞ୍ଚôଛି।ଏହା ସହିତ ଆଞ୍ଚଳିକ ନିଦ୍ର୍ଧେଶାଳାୟ ଗୁଡ଼ିକର କାର୍ଯ¥କ୍ଷେତ୍ରରେ ମଧ୍ଯ ପୁର୍ନଗଠନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିଦ୍ର୍ଧେଶାଳୟ ଅଧିନରେ ପୁରୀ,ଖୋଦ୍ର୍ଧା,ନୟାଗଡ଼,କଟକ, ଅନଗୁଲ, ଢ଼େଙ୍କାନାଲ, କେନ୍ଦ୍ରପଡ଼ା, ଯାଜପୁର ଓ ଜଗତସିଂପୁର ଜିଲା ରହିଛି। ସେହିପରି ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିଦ୍ର୍ଧେଶାଳୟ ଅଧିନରେ ଗଞ୍ଜାମ ,ଗଜପତି,କନ୍ଧମାଲ ଓ ବୌଦ୍ଧ ଜିଲା ରହିଛି।ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିଦ୍ର୍ଧେଶାଳୟ ଅଧିନରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଝାରସୁଗୁଡ଼ା, ସୁନ୍ଦରଗଡ଼,ଦେବଗଡ଼ ଓ ସୂବର୍ଣ୍ଣପୁର ଜିଲା ରହିଛି। ସେହିପରି ଜୟପୁର ଆଞ୍ଚଳିକ ଶିକ୍ଷା ନିଦ୍ର୍ଧେଶାଳୟ ଅଧିନରେ କୋରାପୁଟ, ନବରଙ୍ଗପୁର,ମାଲକାନଗିରି, ରାୟଗଡ଼ା, କଲାହାଣ୍ଡି ଓ ନୂଆପଡ଼ା ଜିଲା ରହିଛି।ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିଦ୍ର୍ଧେଶାଳୟ ଅଧିନରେ ବାଲେଶ୍ବର ,ଭଦ୍ରଖ,ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ସମସ୍ତ ସରକାରୀ ଓ ବେସରକାରୀ  ମହାବିଦ¥ାଳୟ ଅନ୍ର୍ତଭୁକ୍ତ ଥିବା ଜଣାପଡ଼ିଛି।ଏହି ଆଞ୍ଚଳିକ ଶିକ୍ଷା ନିଦ୍ର୍ଧେଶାଳୟ ଗୁଡ଼ିକ ସµୃକ୍ତ ଜିଲା ଗୁଡ଼ିକରେ ମହାବିଦ¥ାଳୟର ସ୍ଥାପନା,ନୂତନ ପାଠ¥କ୍ରମ ପ୍ରଚଳନ,ବେତନ ନିଦ୍ଧାରଣ ଆଜି କାର୍ଯ¥ର ତଦାରଖ ଓ ଅନୁମୋଦନକାରୀ ସଂସ୍ଥା ରୂପେ କାର୍ଯ¥କରିବ।

About surendrahota

Leave a Reply

%d bloggers like this:
Skip to toolbar