Breaking News
Home / Bhubaneswar / Redhakhol Supply inspcecter convicted

Redhakhol Supply inspcecter convicted

ରେଢ଼ାଖୋଲ େଯାଗାଣ ଅଧିକାରୀ ଅଦାଳତରେ ଦଣ୍ଡିତ

ଭବାନୀପାଟଣା/ଭୂବନେଶ୍ବର ,୨ଜୁନ୨୦୧୭-କଲାହାଣ୍ଡି ଜିଲା କୋକସରା ବ୍ଳକର ପୂର୍ବତନ ମାର୍କେଟିଙ୍ଗ ଅଫିସର ତଥା ବତ୍ର୍ତମାନ ରେଢ଼ାଖୋଲରେ କାର୍ଯ¥ରତ ସହକାରୀ ବେସାମରିକ େଯାଗାଣ ଅଧିକାରୀ ରାମ ସିଂ ହେମ୍ରମ ୧୬ ଲକ୍ଷ ୯୯ ହଜାର ୨୩୯ଟଙ୍କା ମୂଲ¥ର ୧୩୭୯.୨୩ କୁଇଣ୍ଟାଲ ଚାଉଲ ହେରଫେର କରିଥିବା ଅଭିେଯାଗରେ ଭବାନିପାଟଣାର ସ୍ବତନ୍ର ଭିଜିଲାନ୍ସ ଅଦାଳତ ଆଜି ଦଣ୍ଡିତ କରିଛନ୍ତି। ଭାରତୀୟ ପିଙ୍ଗଳ କୋର୍ଡ଼ର ଧାରା ୪୦୯ର ପ୍ରାବଧାନ ଅନୁଯାୟୀ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୬ ଲକ୍ଷ ୯୯ ହଜାର ୨୩୯ଟଙ୍କା ଜରିମାନା ଅସୁଲି ପାଇଁ ନିଦ୍ର୍ଧେଶ ଦେଇଥିବା ଜଣାପଡ଼ିଛି। ଜୋରିମାନା ପ୍ରଦାନ ନକଲେ ଶ୍ରୀ ହେମ୍ରମ ଆହୁରି ଅଧିକ ୬ ମାସ କାରାଦଣ୍ଡ ଭୋଗ କରିବେ। ସେହିପରି ପି.ସି.ଏକ୍ଝ ୧୯୮୮ର ପ୍ରାବଧାନ ଅନୁଯାୟୀ ଶ୍ରୀ ହେମ୍ରମଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କାର ଜରିମାନା ତଥା ଅନାଦେୟେ ଅଧିକ ଏକମାସର କାରାଦଣ୍ଡ ଭୋଗ କରିବେ। ଏହି ଦଣ୍ଡାଦେଶ ଏକ ସମୟରେ ଲାଗୁହେବ। ଏଡାରେ ଉଲ୍ଲେଖନୀୟ େଯ ଶ୍ରୀ ହେମ୍ରମ ଭିଜିଲାନ୍ସ ଅଦାଳତର ରାୟ ବିରୁଦ୍ଧରେ ଓଡ଼ିଶା ଉଚ୍ଛ ନ¥ାୟାଳୟରେ ଅପିଲ କରିଥିଲେ।ଏହି ଅପିଲକୁ ଶୁଣାଣୀ କରି ମାନ¥ବର ଉଚ୍ଚ ନ¥ାୟାଲୟ ତାଙ୍କୁ ଜାମିନ ପ୍ରଦାନ କରିବା ସହ ଗୋରିମାନା ଆଦାୟକୁ ସ୍ଥଗତ¨ାଦେଶ ପ୍ରଦାନ କରିଥିଲେ। ସଜାପାଇଁ ସ୍ଥଗିତାଦେଶ ନଥିôା େଯାଗୁଁ ଓଦିଏସ (ସିସି ଏଣ୍ଡଏ) ରୁଲ ୧୯୬୨ର ପ୍ରାବଧାନ ଅନୁଯାୟୀ ଶ୍ରୀ ହେମ୍ରମଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରାଗଲା ବୋଲି ଖାଦ¥ େଯାଗାଣ ଓ ଖାଉଟି କଲ¥ାଣ ମନ୍ରୀ ସୂର୍ଯ¥ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar