Breaking News
Home / Agriculture / Odisha CM Navin Patnaik attitude is Anti Farmers & Anti Industry : BJP

Odisha CM Navin Patnaik attitude is Anti Farmers & Anti Industry : BJP

ନବୀନ ବାବୁ ହେଲେ ଶିଳ୍ପ ବିରୋଧୀ, ଚାଷୀ ବିରୋଧୀ, ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ : ବିଜେପି
– ଫୁଡ୍ପାର୍କ କାର୍ଯ୍ୟକ୍ରମରେ େଯାଗ ନଦେଇ ମୁଖ୍ୟମନ୍ରୀ ଏହା ପ୍ରମାଣିତ କଲେ

ଭୁବନେଶ୍ବର, ୨ ଜୁନ ୨୦୧୭(ଦେବବ୍ରତ ମହାନ୍ତି): ରାୟଗଡ଼ା ଜିଲ୍ଲାରେ ଉଦ୍ଘାଟିତ ନ୍ୟାସନାଲ ଫୁଡ୍ପାର୍କ କାର୍ଯ୍ୟକ୍ରମରେ େଯାଗ ନଦେଇ ମୁଖ୍ୟମନ୍ରୀ ଓଡ଼ିଶାବାସୀଙ୍କୁ କି ସେଙ୍କତ ଦେଲେ? ଗତକାଲି ରାୟଗଡା ଜିଲ୍ଲା ଭୁଜବଳଠାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ପ୍ରଥମ ଫୁଡପାର୍କର ଉଦ୍ଘାଟନ କାଯ୍ର୍ୟକ୍ରମରେ ପ୍ରୋଟୋକଲ ଭଙ୍ଗର ବାହାନା ଦେଖାଇ େଯାଗ ନଦେବା ସହିତ ନବୀନ ବାବୁ ନିଜକୁ ଶିଳ୍ପ ବିରୋଧୀ, ଚାଷୀ ବିରୋଧୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ ବୋଲି ପ୍ରମାଣିତ ମଧ୍ଯ କରିଛନ୍ତି ବୋଲି ଆଜି ରାଜ୍ୟ କାଯ୍ର୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିେଯାଗ କରିଛନ୍ତି ା ବାସ୍ତବ କଥା ହେଉଛି, କୌଣସି ପ୍ରୋଟୋକଲ ଭଙ୍ଗ ହୋଇନାହó। ମୁଖ୍ୟମନ୍ରୀଙ୍କର ଗସ୍ତ କାଯ୍ର୍ୟକ୍ରମ ପୂର୍ବରୁ କ’ଣ ସ୍ଥିର ହୁଏ ନାହó ବୋଲି ପ୍ରଶ୍ନ କରିବା ସହ ବିଜେଡିର ନେତା, ପ୍ରବକ୍ତା ଓ ମନ୍ରୀମାନେ ସକାଳୁ ସକାଳୁ ଖବର କାଗଜ ପଢ଼ି ଦିନ ୧୦ଟା ବେଳକୁ ‘ପ୍ରୋଟୋକଲ ଭାଙ୍ଗିବା’ କଥା କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ା ମୁଖ୍ୟମନ୍ରୀଙ୍କ ଗସ୍ତ କାଯ୍ର୍ୟକ୍ରମ ତାଙ୍କର କାଯ୍ର୍ୟାଳୟ ସ୍ଥିର କରିଥାଏ ା କେନ୍ଦ୍ର ସରକାର ଫୁଡ୍ପାର୍କ କାର୍ଯ୍ୟକ୍ରମରେ େଯାଗଦେବା ପାଇଁ କେନ୍ଦ୍ର ସରକାରଙ୍କ ମନ୍ରଣାଳୟ ତରଫରୁ ମୁଖ୍ୟମନ୍ରୀଙ୍କୁ ପତ୍ର ମାଧ୍ଯମରେ ନିମନ୍ରଣ କରିବା ସହ ଟେଲିଫୋନ ମାଧ୍ଯମରେ କେନ୍ଦ୍ରମନ୍ରୀ ମୁଖ୍ୟମନ୍ରୀଙ୍କୁ ଆସିବା ପାଇଁ ଆମନ୍ରଣ କରିଥିଲେ, ଅଥଚ ଶାସକ ବିଜେଡି ତରଫରୁ ପ୍ରଥମେ ଏହାକୁ ଅଗ୍ରାହ୍ୟ କରିବା ସହ ପରେ ଚଠିଟିିଏ ଫୋଫାଡ଼ି ଦେଲେ ବୋଲି କହି ଏହାକି ଅସ୍ବୀକାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ା ସଂଘୀୟ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଏବଂ କେନ୍ଦ୍ର ସହେଯାଗରେ ହó ପ୍ରକଳ୍ପର ସଫଳତା ନିର୍ଭର କରିଥାଏ ା ମାତ୍ର ଶିଳ୍ପ, ଚାଷୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ ନବୀନ ପଟ୍ଟନାୟକ ରାୟଗଡା ଭଳି ଏକ ଉପାନ୍ତ ଅଂଚଳରେ ଅନୁଷ୍ଠିତ ହେବାକୁ ଥିବା ଏତେ ବଡ ଉଦ୍ଘାଟନ କାଯ୍ର୍ୟକ୍ରମରେ େଯାଗ ନଦେଇ ନିଜର ଅସହିଷ୍ନୁତା ଏବଂ ବିରୋଧୀ ମନୋଭାବକୁ ସ୍ପଷ୍ଟ କରିଛନ୍ତି ା ମୁଖ୍ୟମନ୍ରୀଙ୍କ ଏଭଳି ଚିନ୍ତାଧାରା ନିଶ୍ଚିତ ଭାବେ ରାଜ୍ୟର ବିକାଶ ଓ ପ୍ରଗତିରେ ବ୍ୟାପକ ବାଧକ ସୃଷ୍ଟି କରିଛି ା ରାଜ୍ୟବାସୀଙ୍କ ହିତ ଓ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ରୀ କେନ୍ଦ୍ର ସରକାର ବା ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ରମନ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏକାଠି ହେବାରେ କ’ଣ ଅସୁବିଧା ଅଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ପଚାରିଛନ୍ତି ା

About surendrahota

Leave a Reply

%d bloggers like this:
Skip to toolbar