Breaking News
Home / Bhubaneswar / P&G Minister inaugurate Post office Passport Service at Koraput

P&G Minister inaugurate Post office Passport Service at Koraput

କୋରାପୁଟ ପୋଷ୍ଟ ଅ‘ିସ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ କଲେ କେନ୍ଦ୍ର ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ରୀଙ୍କ ଦୂରଦୃଷ୍ଟି କାରଣରୁ ସହଜ ହୋଇଛି ପାସପୋର୍ଟ ମିଳିବା
• ଓଡିଶାର ବିକାଶ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ

Bhubaneswar 30th May 2017 : P&G Minister inaugurate Post office Passport Service at Koraput : Photo Biswaranjan Mishra

ଭୁବନେଶ୍ବର କୋରାପୁଟ , ୩୧ ମଇ – କୋରାପୁଟ ଠାରେ ପୋଷ୍ଟ ଅଫିସ ମାଧ୍ୟମରେ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ା ଗତ ଦୁଇ ମାସରେ ୬ ଶହଟି ପାସପୋର୍ଟ ପାଇଁ ଆବେଦନ ଆସିଥିବା ବେଳେ ସେବା କେନ୍ଦ୍ରକୁ ଉଦଘାଟନ କରି ପ୍ରଥମ ପାସପୋର୍ଟ ପ୍ରଦାନ କରିଥିଲେ କେନ୍ଦ୍ର ମନ୍ରୀ ଶ୍ରୀ ପ୍ରଧାନ ାଶ୍ରୀ ପ୍ରଧାନ କହିଛନ୍ତି େଯ କୋରାପୁଟର ଯୁବକକୁ ପାସପୋର୍ଟ ପ୍ରସ୍ତୁତ କରିବା ପାଇଁ ଆଉ ଭୁବନେଶ୍ବର ଯାଇ ହଇରାଣ ହେବାକୁ ପଡିବ ନାହó ା ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ ଓ ବିଦେଶ ମନ୍ରୀ ସୁଷମା ସ୍ବରାଜଙ୍କ େଯାଜନାରେ କୋରାପୁଟରେ ମଧ୍ୟ ପୋଷ୍ଟ ଅଫିସ ମାଧ୍ୟମରେ ପାସପୋର୍ଟ ପ୍ରସ୍ତୁତ କରି ହେଉଛି ା ଏହି ଦୂରଦୃଷ୍ଟି ସµନ୍ନ େଯାଜନା ପାଇଁ ସେ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ାଶ୍ରୀ ପ୍ରଧାନ କହିଛନ୍ତି େଯ ପୂର୍ବରୁ ବାହାରେ କାମ କରୁଥିବା ପିଲା ମାନେ ପୋଷ୍ଟ ଅଫିସ ମାଧ୍ୟମରେ ମନି ଅର୍ଡର କରୁଥିଲେ ା ଏବେ ପୋଷ୍ଟ ଅଫିସରୁ ବ୍ୟାଙ୍କର ସେବା ମିଳି ପାରିଲାଣି ା ବ୍ୟାଙ୍କରୁ ପୋଷ୍ଟ ଅଫିସକୁ ମନି ଟ୍ରାନସଫର କରା ଯିବା ସହ ପୋଷ୍ଟ ଅଫିସ ଏହାକୁ ଘରେ ପହଂଚାଇ ଦେଇ ଆସିବ ାପୋଷ୍ଟ ଅଫିସ ମାଧ୍ୟମରେ ସୁକନ୍ୟା ସମୃଦ୍ଧି େଯାଜନାରେ ସବୁଠୁ ଅଧିକ ସୁଧ ମିଳୁଥିବା କାରଣରୁ ଝିଅ ବାହାଘର ପାଇଁ ଟଙ୍କା ସଂଚୟର ବଡ ସୁେଯାଗ ଆଣିଛି ା ବିଭିନ୍ନ ପ୍ରକାର ବୀମା େଯାଜନାରେ ଅଳ୍ପ ପ୍ରିମିୟମରେ ଦୁର୍ଘଟଣା ବୀମା, ଜୀବନ ବୀମା, ଓ ପେନସନ େଯାଜନା ସାଧାରଣ ଲୋକଙ୍କ ପାଖରେ ପହଂଚି ପାରିଛି ବୋଲି ସେ କହିଛନ୍ତି ାମୋଦି ସରକାର ସାଧାରଣ ଗରୀବ ଲୋକଙ୍କ ପାଇଁ ପ୍ରତିବଦ୍ଧ ହୋଇଥିବା କାରଣରୁ କୋରାପୁଟର ବିକାଶକୁ ଗୁରୁତ୍ବ ଦେଇ ଆସିଛନ୍ତି ବୋଲି ସେ କହିଥିଲେ ା ଶ୍ରୀ ପ୍ରଧାନ କହିଛନ୍ତି େଯ ନାଲକୋରେ ପୁଂଜିନିବେଶ ଭାରତ ସରକାର ବଢାଇଛନ୍ତି ା ଖଣି ଖାଦାନର ଅର୍ଥ ପୂର୍ବରୁ ଭୁବନେଶ୍ବର ଓ ଦିଲ୍ଲୀ ରାଜକୋଷକୁ ଯାଉଥିବା ବେଳେ ଏବେ ଡିଷ୍ଟ୍ରିକ୍ଝ ମିନେରାଲ ଡେଭଲପମେଂଟ ଫଣ୍ଡ ଜିଲ୍ଲାର ବିକାଶ କାମକୁ ଆହୁରି ତ୍ବରାନ୍ବିତ କରିବାକୁ ଅର୍ଥ େଯାଗାଇ ଦେବ ବୋଲି ସେ କହିଥିଲେ ା ପ୍ରଧାନମନ୍ରୀ ଉଜ୍ବଳା େଯାଜନା ସµର୍କରେ ସୂଚନା ଦେଇ ସେ କହିଥିଲେ େଯ ପ୍ରତି ଗରୀବ ମା ପାଖରେ ରୋଷେଇ ଗ୍ୟାସ ସଂେଯାଗ ମାଗଣାରେ ପହଂଚାଇବା ପାଇଁ ଭାରତ ସରକାର ପ୍ରତିବଦ୍ଧ ା

Bhubaneswar 30th May 2017 : P&G Minister inaugurate Post office Passport Service at Koraput : Photo Biswaranjan Mishra

Bhubaneswar 30th May 2017 : P&G Minister inaugurate Post office Passport Service at Koraput : Photo Biswaranjan Mishra

Bhubaneswar 30th May 2017 : P&G Minister inaugurate Post office Passport Service at Koraput : Photo Biswaranjan Mishra

About surendrahota

Leave a Reply

%d bloggers like this:
Skip to toolbar