Breaking News
Home / Berhampur / Dharmendra criticized “Ama Goun Ama Vikash” program of State government

Dharmendra criticized “Ama Goun Ama Vikash” program of State government

କେନ୍ଦ୍ର ମନ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନବୀନ ପଟ୍ଟନାୟକଙ୍କର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ସମାଲୋଚନା

Bhubaneswar , 20th May 2017:: Senior congress leader Binayak Tripathy joined BJP in presence of Union Minister Dharmendra Pradhan & State BJP president Basanta Panda at Bhanjanagar :: Biswaranjan Mishra

ଭୁବନେଶ୍ବର, ତା. ୨୦/୫:/୨୦୧୭ (ôବିଶ୍ବରଞ୍ଜନ ମିଶ୍ର) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ କଂଗ୍ରେସ ନେତା ବିନାୟକ ତ୍ରିପାଠୀ ଓ ତାଙ୍କର ହଜାର ହଜାର ସମର୍ଥକ ବିଜେପିରେ ମିଶାଇବା ସମୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଘୋଷଣା ପରିପ୍ରେକ୍ଷୀରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ା୧୭ ବର୍ଷର ନିରଙ୍କୁଶ ଶାସନ କରି ଚାରି ଚାରି ଥର ନିର୍ବାଚନରେ ବ୍ୟାପକ ଜନ ଆଶୀର୍ବାଦ ପାଇଲା ପରେ ମଧ୍ଯ ରାଜ୍ୟର ଗାଁ ମାନଙ୍କରେ କଣ ବିକାଶ ହୋଇଛି ତାର କଡାଗଣ୍ଡା ହିସାବ ଓଡିଶାର ଜନସାଧାରଣ ମାଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ ଜନସଭାକୁ ଉଦ୍ବୋଧନ ଦେଇ କହିଛନ୍ତି ାଶ୍ରୀ ପ୍ରଧାନ ଓଡିଶା ଗାଁ ଗଣ୍ଡାର ଲୋକ ମାନଙ୍କ ମନରେ ଥିବା ପାଂଚଟି ପ୍ରଶ୍ନର ଉତର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଜେଡି ଦେଉ ବୋଲି ଆହ୍ବାନ ଜଣାଇଛନ୍ତି ା ଗାଁର ଯୁବ ଶକ୍ତିକୁ ରୋଜଗାର ଦେବାରେ ରାଜ୍ୟ ସରକାର କାହóକି ବି‘ଳ ହୋଇଛି ବୋଲି ଶ୍ରୀ ପ୍ରଧାନ ଗାଁର ଲୋକ ମାନଙ୍କର ପ୍ରଥମ ପ୍ରଶ୍ନ ବୋଲି କହିଛନ୍ତି ା ଖରା ଦିନେ ଗାଁ ଗାଁରେ କାହóକି ପାନୀୟ ଜଳ ସଙ୍କଟ କାରଣରୁ ମା ଭଉଣୀ ମାନେ ହାଣ୍ଡି ମାଠିଆ ଧରି ରାଜରାସ୍ତାରେ ଠିଆ ହୋଇଛନ୍ତି ଏହାକୁ ଦ୍ବିତୀୟ ପ୍ରଶ୍ନ ଭାବେ ବିଜେଡି ଜବାବ ଦେବାକୁ ଶ୍ରୀ ପ୍ରଧାନ ଆହ୍ବାନ ଜଣାଇଛନ୍ତି ାକୃଷି ଓଡିଶାର ମେରୁଦଣ୍ଡ ହୋଇଥିବା ବେଳେ ଚାଷ ଜମିକୁ ଜଳ ସେଚନର ସୁବିଧା କାହóକି ମିଳି ପାରିନାହó ବୋଲି ଶ୍ରୀ ପ୍ରଧାନ ଓଡିଶାର ଗାଁରେ ରହୁଥିବା ଲୋକ ମାନଙ୍କର ତୃତୀୟ ପ୍ରଶ୍ନ ବୋଲି କହିଛନ୍ତି ାଟଙ୍କିକିଆ ଚାଉଳ େଯାଜନାରେ କିଲେ ଚାଉଳରେ କେନ୍ଦ୍ର ୨୯ ଟଙ୍କା, ହିତାଧିକାରୀ ଟଙ୍କାଟିଏ ଦେଉଥିବା ବେଳେ ରାଜ୍ୟ ସରକାର ସମ୍ବୂର୍ଣ୍ଣ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ା ମାତ୍ର େଯାଗ୍ୟ ହିତାଧିକାରୀ ବଦଳରେ ଦଳୀୟ ଆଧାରରେ ଚାଉଳ ବାଂଟୁଛନ୍ତି ା କଟକର ମେୟର ବିଜେଡି ପାଇଁ େଯାଗ୍ୟ ହିତାଧିକାରୀ ା ଏହାକୁ ଚତୁର୍ଥ ପ୍ରଶ୍ନ ଭାବରେ ପ୍ରସ୍ତୁତ କରିଛନ୍ତି ଶ୍ରୀ ପ୍ରଧାନ ା ଶେଷରେ ପଂଚମ ପ୍ରଶ୍ନ ଚିଟ୍‘ଣ୍ଡ କେଳେଙ୍କାରୀକୁ ନେଇ ପଚାରିଛନ୍ତି ଶ୍ରୀ ପ୍ରଧାନ ା ଶ୍ରୀ ପ୍ରଧାନ କହିଛନ୍ତି ଗାଁ ଗାଁରେ ଚିଟ୍ଫଣ୍ଡ କµାନୀର ଠକର ଶିକାର ହୋଇ ଗରିବ ଲୋକମାନେ ଅକଥନୀୟ ଅସୁବିଧାର ଶିକାରହୋଇଛନ୍ତି ା ମୁଖ୍ୟମନ୍ରୀ ଟଙ୍କା ଫେରସ୍ତର ପ୍ରତିଶ୍ରୁତି ସତ୍ବେ କାହóକି ଏପର୍ଯ୍ୟନ୍ତ ଟଙ୍କା ଫେରସ୍ତ ହୋଇ ନାହó ଏହାର ଉତର ରଖିବାକୁ ଶ୍ରୀ ପ୍ରଧାନ ଆହ୍ବାନ ଜଣାଇଛନ୍ତି ା

About surendrahota

Leave a Reply

%d bloggers like this:
Skip to toolbar