Breaking News
Home / Bargarh / 3rd State Level Grisma Utsav -2017 concludes at bargarh

3rd State Level Grisma Utsav -2017 concludes at bargarh

ଗ୍ରୀଷ୍ମ ଉତ୍ସବ ଉଦଯାପିତ

Bargarh ,21st May 2017 :: State level Grisma Utsav concluded at Lok mandap Bargarh :: Photo : Surendra Hota

ବରଗଡ଼,୨୧ା୫(ସୁରେନ୍ଦ୍ର ହୋତା)- ରାଜ¥ ସଂସ୍କୃତି ବିଭାଗର ଉଦ¥ମ କ୍ରମେ ବରଗଡ଼ ଠାରେ ଚାଲିଥିବା ତୃତୀୟ ଗ୍ରୀଷ୍ମ ଉତ୍ସବ ଉଦ¨ଯାପିତ ହୋଇ ଯାଇଛି।ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆ ଠାରେ ୨୦ ଓ ୨୧ ଦୁଇ ଦିନ ଧରି ଅନୁଷ୍ଠିତ ଗ୍ରୀଷ୍ମ ଉତ୍ସବର ଉଦ¨ଯାପନୀ ସମାରୋହରେ ରାଜ¥ସଭା ସଦସ¥ ପ୍ରସନ୍ନ ଆଚାର୍ଯ¥ ମୁଖ¥ ଅତିଥି ରୂପେ େଯାଗ ଦେଇ ଏହାକୁ ଉଦ¨ଘାଟନ କରିଥିଲେ।ଏହି ଅବସରରେ ବରଗଡ଼ ଲୋକସଭା ସାଂସଦ ଡ଼କ୍ଝର ପ୍ରଭାସ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ¥,ରାଜ¥ ସଂସ୍କୃତି ବିଭାଗର ନିଦ୍ର୍ଧେଶକ ଅମରେନ୍ଦ୍ର ପଟ୍ଟନାୟକ,ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରଦୀପ ମିଶ୍ର, ବରଗଡ଼ ଜିଲାପାଳ ଖଗେନ୍ଦ୍ର କୁମାର ପାଢ଼ୀ ଏବଂ ଜିଲା ସୂଚନା ଓ ଲୋକସµର୍କ ଅଧିକାରୀ କଲ¥ାଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଉଦ¨ବୋଧନ ଦେଇ ରାଜ¥ସଭା ସଦସ¥ ପ୍ରସନ୍ନ ଆଚାର୍ଯ¥ ମନ୍ତବ¥ ଦେଇଥିଲେ େଯ ଭାରତ ସ୍ବାଧିନତାର ଢ଼େର ପୂର୍ବରୁ ବରଗଡ଼ ସାହିତ¥, ସଂସ୍କୃତିର ଏକ ପ୍ରମୁଖ ସ୍ଥଳୀ ରହିଥିଲା।ବତ୍ର୍ତମାନ େଯଉଁଠି ବିଜୁ ପଟ୍ଟନାୟକ ଟାଉନ ହଲ ରହିଛି ତାହା ଏକଦା ବରଗଡ଼ର ସାଂସ୍କୃତିକ ପ୍ରାଣକେନ୍ଦ୍ର ରହିଥିଲା। ସେଇଠି ଏକଦା ଗଢ଼ି ଉଠିଥିଲା ବରଗଡ଼ କଳା ପରିଷଦ, ୟୋଥ ଏମୋଚୋର ଡ଼୍ରାମାଟିକ ଏସୋସିଏସନ, ସେହିପରି ବରଗଡ଼ ହାଟପଦାରେ ଅନ୍ନପୂର୍ଣ୍ଣା ଢ଼ାଞ୍ଚାରେ ଗଢ଼ି ଉଠିଥିଲା ଶ୍ରୀ ନାଟ¥ମନ୍ଦିର, େଯଉଁଠି ପ୍ରତିଦିନ ନାଟକ ପ୍ରଦର୍ଶିତ ହୋଇଥିଲା।ବରଗଡ଼ର ଧନୁଯାତ୍ରା ଆଜି ବିଶ୍ବସ୍ତରରେ ସୁଖ¥ାତ। ଏଭଳି ଏକ ସାଂସ୍କୃତିକ ନଗରୀରେ ଓଡ଼ିଶା ରାଜ¥ ସରକାରଙ୍କ ସଂସ୍କୃତି ବିଭାଗ ‘ଗ୍ରୀଷ୍ମ ଉତ୍ସବ’ ପାଇଁ ମନୋନୀତ କରିଥିବାରୁ ସେ ରାଜ¥ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହା ସହିତ ସମଗ୍ର ରାଜ¥ରେ ଏଭଳି ସାଂସ୍କୃତିକ ମହୋତ୍ସବ ବ¥ାପକ ସ୍ତରରେ ଆୟୋଜନ କରିବାର ଆବଶ¥କତା ରହିଛି ବୋଲି ପ୍ରକାଶ କରିଥିଲେ। କାରଣ ସଂସ୍କୃତି ମଣିଷକୁ ପରସ୍ପର ସହ ବାନ୍ଧି ରଖେ, ସµର୍କର ନିବିଡ଼ତା ସାମାଜିକ ବନ୍ଧନକୁ ସୁଦୃଢ଼ କରିବା ସହ ଲୋକଙ୍କ ମଧ୍ଯରେ ନାକାରାତ୍ମକ ପ୍ରବୃତ୍ତି ଓ ହିଂସାକୁ ପ୍ରତିହତ କରିଥାଏ।ଏଣୁ ରାଜ¥ସରକାରଙ୍କ ଏତାଦୃଶ ଉଦ¥ମକୁ ସେ ଭୂୟସୀ ପ୍ରଶଂସା କରିଥିଲେ।ସେହିପରି ଅନ¥ତମ ଅତିଥି ଲୋକସଭା ସଦସ¥ ଡ଼କ୍ଝର ପ୍ରଭାସ ସିଂ ବରଗଡ଼ର ଐତିହାସିକ ଓ ସାଂସ୍କୃତିକ ତଥା ବୀର ଗାଥା ସµର୍କରେ ପର୍ଣ୍ଣନା କରିବା ସହ ବରଗଡ଼ ଜିଲାରେ ସାଂସ୍କୃତିକ ବିଭିଧତା ଭରି ରହିଛି।ଏଣୁ କଳିକତାରେ ଥିବା ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦର ଏକ ଶାଖା ଏବଂ ଇନ୍ଦିରାଗାନ୍ଧୀ ନେସନାଲ ଇନଷ୍ଟିଚୁ¥ଟ ଅଫ କଲଚରର ଏକ ଶାଖା ବରଗଡ଼ରେ ସ୍ଥାପନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା ପ୍ରକାଶ କରିଥିଲେ।ବରଗଡ଼ ଜିଲାର କଳା ସଂସ୍କୃତିକୁ ବାଦ ଦେଇ ଓଡ଼ିଶାର ସµୂର୍ଣ୍ଣ ସାଂସ୍କୃତିକ ଇତିହାସ ଲେଖାଯାଇ ପାରିବ ନାହó ବୋଲି ଡ଼କ୍ଝର ପ୍ରଭାସ ସିଂ ମନ୍ତବ¥ ଦେଇଥିଲେ। ସେହିପରି ବରଗଡ଼ ବିଧାୟକ ଅଭିେଯାଗ କରିଥିଲେ େଯ ବରଗଡ଼ରେ ସାଂସ୍କୃତିକ ବିବିଧତା ଭରି ରହିଥିବା ସମୟରେ ସଂସ୍କୃତି ବିଭାଗ ବରଗଡ଼କୁ ଅବହେଲଶ ପ୍ରଦର୍ଶନ କରିଆସୁଛି।ଏପରିକି ସଂସ୍କୃତି ବିଭାଗର କାର୍ଯ¥ାଳୟରେ କର୍ମଚାରୀ ସଙ୍କଟ ଲାଗି ରହିିଛି। ଏଣୁ ସଂସ୍କୃତି ବିଭାଗର ଅଧିକାରୀ ମାନେ ପ୍ରମୁଖତାର ସହ ଏହାକୁ ପୂରଣ କରିବାକୁ ସେ ଦାବି ଜଣାଇଥିଲେ।

Bargarh ,21st May 2017 :: State level Grisma Utsav concluded at Lok mandap Bargarh :: Photo : Surendra Hota
Bargarh ,21st May 2017 :: State level Grisma Utsav concluded at Lok mandap Bargarh :: Photo : Surendra Hota
Bargarh ,21st May 2017 :: State level Grisma Utsav concluded at Lok mandap Bargarh :: Photo : Surendra Hota
Bargarh ,21st May 2017 :: State level Grisma Utsav concluded at Lok mandap Bargarh :: Photo : Surendra Hota
Bargarh ,21st May 2017 :: State level Grisma Utsav concluded at Lok mandap Bargarh :: Photo : Surendra Hota
Bargarh ,21st May 2017 :: State level Grisma Utsav concluded at Lok mandap Bargarh :: Photo : Surendra Hota
Bargarh ,21st May 2017 :: State level Grisma Utsav concluded at Lok mandap Bargarh :: Photo : Surendra Hota
Bargarh ,21st May 2017 :: State level Grisma Utsav concluded at Lok mandap Bargarh :: Photo : Surendra Hota

ରାଜ¥ ସ୍ତରୀୟ ଗ୍ରୀଷ୍ମ ଉତ୍ସବ ଅବସରରେ ଓଡ଼ିଶା ସାହିତ¥ ଏକାଡ଼େମୀ ପକ୍ଷରୁ ରାଜ¥ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ¥ସଭା ସଦସ¥ ପ୍ରସନ୍ନ ଆଚାର୍ଯ¥ ଏହାକୁ ଆନୁଷ୍ଠାନିକ ରୂପେ ଉଦ¨ଘାଟନ କରିଥିଲେ। ଓଡ଼ିଶା ସାହିତ¥ ଏକାଡ଼େମୀର ସଦସ¥ ଡ଼କ୍ଝର ଘନଶ¥ାମ ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ ଏକାଡ଼େମୀର ସଚିବ ଅଶ୍ବିନୀ କୁମାର ମିଶ୍ର ସ୍ବାଗତ ଜଣାଇବା ସହ ଉଦ୍ଧେଶ¥ ଜ୍ଞାପନ କରିଥିଲେ।ଏହି ଅବସରରେ ସେ ସ୍ପଷ୍ଟ କରି ଦେଇଥିଲେ େଯ ଓଡ଼ିଶା ସାହିତ¥ ଏକାଡ଼େମୀ କେବଳ ଓଡ଼ିଆ ସାହିତ¥ ନୁହେଁ ରାଜ¥ରେ ପ୍ରଚଳିତ ସମ୍ବଲପୁରୀ/କୋଶଳୀ ସମେତ ଅନ¥ାନ¥ ଆଦିବାସୀ ଭାଷାକୁ ମଧ୍ଯ ପ୍ରୋତ୍ସାହନ ଦେଇ ଆସୁଛି। ସମ୍ବଲପୁରୀ/କୋଶଳୀ ଭାଷାରେ ଅଧିକରୁ ଅଧିକ ଗବେଷଣା ନିମିତ୍ତ ବରଗଡ଼ ଜିଲାର ଘେଁସ ଠାରେ ହଳଧର ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାର ପରିଚାଳନା ପାଇଁ କମିଟି ଗଠନ ଚୁଡ଼ାନ୍ତ ପର୍ଯ¥ାୟରେ ରହିଛି ଏବଂ ଖୁବ ଶୀଘ୍ର ଏହା ବାସ୍ତବ ରୂପେ ନେବ ବୋଲି ସେ ସୂଚନା ଦେଇଥିଲେ। ସେହିପରି ଲୋକସଭା ସଦସ¥ ଡ଼କ୍ଝର ପ୍ରଭାସ ସିଂ, ବରଗଡ଼ ଜିଲାପାଳ ଖଖେନ୍ଦ୍ର କୁମାର ପାଢ଼ୀ, ସଂସ୍କୃତି ବିଭାଗର ନିଦ୍ର୍ଧେଶକ ଅମରେନ୍ଦ୍ର ପଟ୍ଟନାୟକ, ପଦ୍ମଶ୍ରୀ ହଳଧର ନାଗ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ମୁଖ¥ ଅତିଥି ରାଜ¥ସଭା ସଦସ¥ ପ୍ରସନ୍ନ ଆଚାର୍ଯ¥  ସ୍ଥାନୀୟ ଭାଷାରେ ଅଧିକରୁ ଅଧିକ ଗୁଣାତ୍ମକ ସାହିତ¥ ସୃଷ୍ଟିପାଇଁ କବି ଓ ଲେଖକ ମାନଙ୍କୁ ଆହ୍ବାନ ଦେଇଥିଲେ। ଭାଷାର ସୁରକ୍ଷା ରାଜନେତା ମାନଙ୍କ ଦ୍ବାରା ସମ୍ଭବ ନୁହେଁ ଏହା କେବଳ ସୃଜନଶୀଳ କବି ଲେଖକଙ୍କ  ଦ୍ବାରା ସମ୍ଭବ। ଇଂରେଜ ଶାସନାଧିନ ସମୟରେ େଯତେବେଳ କୁହାଯାଉଥିଲା ‘ଓଡ଼ିଆ ଏକ ଭାଷା ନୁହେଁ’ ସେତେବେଲେ  ତତକାଳୀନ କବି ଓ ଲେଖକମାନେ ଏହାର ନେତୃତ୍ବ ନେଇ ଏହି ଆକ୍ଷେପକୁ ମିଥ¥ା ପ୍ରମାଣିତ କରିଥିଲେ। ଠିକ ସେହି ଅବସ୍ଥାରେ ଏବେ ସମ୍ବଲପୁରୀ/କୋଶଳୀ ଭାଷା ରହିଛି।ଏଣୁ ଏହା ଏକ ସ୍ବୟଂ ସµୂର୍ଣ୍ଣ ଭାଷା ଏକଥା ପ୍ରମାଣିତ କରିବା ପାଇଁ ଲେଖକ ମାନେ ଆଗେଇ ଆସିବା ଉଚିତ। ଏ କ୍ଷେତ୍ରରେ ରାଜ¥ ସରକାରଙ୍କ ସହେଯାଗ ରହିଛି ଏବଂ ରାଜ¥ ସରକାର ସମ୍ବଲପୁରୀ/କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରି ସାରିଛନ୍ତି। ଏଣୁ ଲେଖକ ମାନେ ଅଧିକରୁ ଅଧିକ ସଂଖ¥ାରେ ଗୁଣାତ୍ମକ ସାହିତ¥ ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସେହିପରି ଦ୍ବିତିୟାଦ୍ର୍ଧରେ ଡ଼କ୍ଝର ପ୍ରଦୀପ ହୋତାଙ୍କ ଅଧ୍ଯକ୍ଷତାରେ  ଏକ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ପଦ୍ମଶ୍ରୀ ହଲଧର ନାଗ ମୁଖ¥ ଅତିଥି ରୂପେ େଯାଗ ଦେଇଥିବା ସମୟରେ କବି ଦିବ¥ କିଶୋର ଦେବତା ସମ୍ମାନୀତ ଅତିଥି ରୂପେ େଯାଗ ଦେଇଥିଲେ। ଡ଼କ୍ଝର ସୁଭେନ୍ଦୁ ସୁଧା ଷଡ଼ଙ୍ଗୀ ଓ ଶ୍ରୀମତୀ ମାନିନୀ ମିଶ୍ରଙ୍କ ସଂେଯାଜନାରେ ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar