Breaking News
Home / Bargarh / Role of Ministers for Regional Development

Role of Ministers for Regional Development

ଆଞ୍ଚଳିକ ବିକାଶରେ ମନ୍ରିତ୍ବ କେତେ ସହାୟକ?

ମୁଖ¥ମନ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମନ୍ରୀମଣ୍ଡଳର ପୁର୍ନଗଠନ ଓ ସଂପ୍ରସାରଣ ଉପରାନ୍ତେ ମନ୍ରୀପଦ ମିଲି ନ ଥିବା ଜିଲାଗୁଡ଼ିକରେ ଜନଆକ୍ରୋଶ ଦେଖାଯାଉଛି। ଯାହା ସ୍ବାଭାବିକ ମଧ୍ଯ।ଏ ଦୃଷ୍ଟିରୁ ବରଗଡ଼ ଜିଲା ଭାଗରେ ଦୁଇ ଦୁଇଟି ରାଷ୍ଟ୍ରମନ୍ରୀ ଜଣେ ଲୋକସଭା ସଦସ¥ ଓ ଜଣେ ରାଜ¥ସଭା ସଦସ¥ ମିଲିଥିବାରୁ ବରଗଡ଼ବାସୀ ଭାଗ¥ବାନ। ଭଟଲି ବିଧାୟକ ସୁଶାନ୍ତ ସିଂ ରାଜ¥ ଶ୍ରମ ନିୟୋଜନ ରାଷ୍ଟ୍ରମନ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିଥିବାରୁ ସଂପ୍ରତି ସେ ଦାୟିତ୍ବରେ ଥିବା ଜିଲା େଯାଜନା ବୋର୍ଡ଼ ଅଧ୍ଯକ୍ଷ ଦାୟିତ୍ବ ମଧ୍ଯ ଅନ¥ କାହାରିକୁ ଦିଆଯାଇ ପାରେ। ଏହା ମଧ୍ଯ ଏକ ରାଷ୍ଟ୍ରମନ୍ରୀ ପାହ¥ାର ପଦବୀ।ଏଣୁ ବରଗଡ଼ ବାସୀ ଭାଗ¥ବାନ ବୋଲି କୁହାଯାଉଛି। ତେବେ କୌଣସି ଜିଲାକୁ ମନ୍ରୀପଦ ମିଲିବା ଦ୍ବାରା େଯ ସµୃକ୍ତ ଅଞ୍ଚଳର ବିକାଶ ହୋଇଯିବ ସେ ଆଶା ବୃଥା। ଅତୀତରେ ନବୀନ ପଟ୍ଟନାୟକଙ୍କ ମନ୍ରୀ ମଣ୍ଡଳରେ ବରଗଡ଼ ଜିଲାରୁ ୰ ଆନନ୍ଦ ଆଚାର୍ଯ¥, ବିମ୍ବାଧର କୁଅଁର,ପ ୍ରସନ୍ନ ଆଚାର୍ଯ¥,ବିଜୟ ରଞ୍ଜନ ସିଂ ବରିହା ଆଦିଙ୍କୁ ବହୁ ଗୁରୁତ୍ତ୍ବପୂର୍ଣ୍ଣ ମନ୍ରୀପଦ ମିଲିଥିଲା।ତେବେ ସେହି ଅନୁପାତରେ ଜିଲାର ବିକାଶ ହୋଇ ପାରିଛି କି? ତାହା ଏବେ ମଧ୍ଯ ଜିଲାବାସୀଙ୍କ ପାଇଁ ପ୍ରଶ୍ନ ହୋଇ ରହିଛି। ଉତ¨ଥାନ ସହ ପତନ ମଧ୍ଯ ଜଡ଼ିତ। କ୍ଷମତା ମଣିଷକୁ ଗର୍ବୀ ଓ ଅହଙ୍କାରୀ କରିଥାଏ।ଯାହା ସାଧାରଣ ମଣିଷ ଠାରୁ କ୍ଷମତାଧାରୀଙ୍କୁ ଦୂରେଇ ରଖେ। ସେହିଭଳି ପଦତ୍ତ କ୍ଷମତାର ଉପଯୁକ୍ତ ବ¥ବହାର କରି ନ ପାରିବା କାରଣରୁ କ୍ଷମତାଧାରୀଙ୍କ ହାତରୁ କ୍ଷମତା ଚାଲିଯାଏ।ଏକଥା ବୁଝିବାକୁ ପ୍ରସନ୍ନ ଆଚାର୍ଯ¥ଙ୍କ ପରି ପୋଖତ ନେତାଙ୍କୁ ମଧ୍ଯ ଢ଼େର ସମୟ ଲାଗିଗଲା।ଶ୍ରୀ ଆଚାର୍ଯ¥ ଏ ଦିବ¥ଜ୍ଞାନ ଲାଭ କରିବା ପୂର୍ବରୁ ଲେଡ଼ିଗୁଡ଼ କହୁଣୀକୁ ବୋହି ସାରିଥିଲା।ଅତୀତରେ କ୍ଷମତାରେ ଥିବା ସମୟରେ ବରଗଡ଼ ସହରରେ ରହୁଥିବା ଜନୈକ ମନ୍ରୀଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘର ବାଟ ମୁହଁରେ ଚିରକୁଟ ଦିଆଯିବାର ନଜିର ବି ରହିଛି।ଏବେ ସାଧାରଣ ଲୋକଙ୍କ ଭିଡ଼ରେ ସେ ଜଣେ। ନିଜ ଦଳୀୟ ନେତାବି ଅଣ ଦେଖା କରୁଛନ୍ତି।ତେବେ ତାଙ୍କୁ ଅଣଦେଖା କରି ଆସୁଥିବା କ୍ଷମତାଧାରୀ ବି ମନେ ରଖôବା ଉଠିତ େଯ ରାଜନୀତିରେ ଉତଥାନ ପତନ ଲାଗି ରହିଛି।ବିଗତ ନିର୍ବାଚନରେ ପ୍ରସନ୍ନ ଆଚାର୍ଯ¥ଙ୍କ ପରାଜୟ ପରେ କଣ ପ୍ରସନ୍ନଙ୍କ ସµୂର୍ଣ୍ଣ ରାଜନୈତିକ ପତନ ଘଟିଥିଲା?ଠିକ ସେହିପରି ବିମ୍ବାଧର କୁଅଁରଙ୍କୁ ଅଣଦେଖା କରିବା ଦ୍ବାରା ତାଙ୍କୁ ଅଣଦେଖା କରୁଥିବା ବ¥କ୍ତି ବା ନେତୃବୃନ୍ଦଙ୍କ ପ୍ରତିପତ୍ତି ବୃଦ୍ଧି ପାଇବ ନାହó ଅପରନ୍ତୁ ବିଜୁ ଜନତା ଦଳର ସାଙ୍ଗଠନିକ ଦୁର୍ବଳତା ଆହୁରି ବୃଦ୍ଧି ପାଇବ। ସମସ୍ତଙ୍କୁ ନେଇ ଚାଲି ପାରୁଥିବା ବ¥କ୍ତି ହó ବାସ୍ତବରେ ନେତା ପଦବାଚ¥ ଅଟନ୍ତି। ବରଗଡ଼ ଜିଲାରେ ଏକାକି ବିଜେଡ଼ି କାହóକି କଂଗ୍ରେସ ଏବଂ ଭାରତୀୟ ଜନତାପାର୍ଟିରେ ମଧ୍ଯ ଏ ନେତୃତ୍ବ ସଙ୍କଟ ଲାଗି ରହିଛି। ଜିଲାର ପ୍ରତେ¥କ ରାଜନୈତିକ ଦଳ ଭିତରେ ସର୍ବମାନ¥ ଗ୍ରହଣୀୟ ନେତାଙ୍କ ଅଭାବ ଲାଗି ରହଛି ଏବଂ ବ¥କ୍ତିକୈନ୍ଦ୍ରିକ ରାଜନୀତି ଚାଲିଛି।ଏଥିରେ ନେତାଙ୍କ କେତେ ଲାଭ କ୍ଷତି ତା ,ତ ଦୂରର କଥା ,ନେତାଙ୍କୁ ଘେରି ରହିଥିବା ଚାଟୁକାର,ସ୍ବାର୍ଥନ୍ବେଷୀ ଠିକାଦର ଏବଂ ଭ୍ରଷ୍ଟ ଅଧିକାରୀଙ୍କ ପାଇଁ ଏହା ବେଶ ସହାୟକ ହେଉଛି। କ୍ଷମତାଧାରୀ ନେତାଏଁ ଚାଟୁକାରଙ୍କ ସ୍ତୁତିଗାନ ଭିତରେ ଓ କ୍ଷମତା ଗର୍ବରେ ବୁଝି ପାରୁ ନାହାନ୍ତି େଯ, ସେମାନଙ୍କ ଏତାଦୃଶ ପଦକ୍ଷେପ ଦ୍ବାରା କାଳକ୍ରମେ ସେମାନେ ଲୋକଙ୍କ ଠାରୁ ଦୂରେଇ ଯାଉଛନ୍ତି।ଏହି କାରଣରୁ ବିଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ସଞ୍ଜୟ ଭୋଇଙ୍କ ଶୋଚନୀୟ ପରାଜୟ ଘଟିଥିଲା। ସେହିପରି ବିଗତ ପଞ୍ଚାୟତ ନିର୍ବାଚନରେ ଜିଲାର ଅଧିକାଂଶ ଜିଲାପରିଷଦ ଆସନ ବିଜେଡ଼ିକୁ ହରାଇବାକୁ ପଡ଼ିଲା। େଯଉଁ ବିଜେଡ଼ି ସ୍ବଚ୍ଛ ଓ ନିର୍ମଲ ଶାସନ ଏବଂ ବିକାଶର ପ୍ରତିଶ୍ରୁତି ଦେଇ ଆସୁଥିଲା ତାହେଲେ, କଣ ଧରି ନେବାକୁ ହେବ େଯ ନିର୍ବାଚନ ଜିଣିବା ପାଇଁ ‘ବିକାଶ’ ଏକ ମାତ୍ର ଚାବିକାଠି ନୁହେଁ? କେବଳ କ୍ଷମତା ଦ୍ବାରା କୌଣସି ଅଞ୍ଚଳର ବିକାଶ ସମ୍ଭବପର ନୁହେଁ।ଏଥି ସକାଶେ ବୁଦ୍ଧି ବିବେକ,ସକାରାତ୍ମକ ଚିନ୍ତାଧାରା, କାର୍ଯ¥କରିବାର ମାନସିକତା ଓ ଆଗ୍ରହ ସାଙ୍ଗକୁ ସଭିଙ୍କୁ ସାମିଲ କରି େଯାଜନାର ସଫଳ ରୂପାୟନ ଓ କ୍ରିୟାନ୍ବୟନର ଅନ୍ତନିହିତ ଗୁଣର ମଧ୍ଯ ଆବଶ¥କତା ରହିଛି।ସଂପ୍ରତି ରାଜ¥ ମନ୍ରୀ ମଣ୍ଡଳରେ ସ୍ନେହାଙ୍ଗିନୀ ଛୁରିଆ ଜଣେ ପ୍ରଭାବଶାଳୀ ମନ୍ରୀ।ତେବେ ଅତାବିରା ଅଞ୍ଚଳରେ ସେହି ତୁଲନାରେ ବିକାଶ ପରିଲକ୍ଷିତ ହେଉନାହó। ଭାତହାଣ୍ଡିରୁ ଗୋଟିଏ ପରି ଅନ୍ତତଃ ଅତାବିରା ପ୍ରାଥମିକ ସ୍ବାସ୍ଥ¥କେନ୍ଦ୍ରର ଅବସ୍ଥାରୁ ବିକାଶ କଥା ଜଣା ପଡ଼ୁନାହó।ଏ କ୍ଷେତ୍ରରେ ଉନ୍ନତି କରିବାକୁ ସ୍ନେହାଙ୍ଗିନୀଙ୍କୁ କିଏ ବାଧା ଦେଉଛି। ପ୍ରତିକ୍ଷେତ୍ରରେ କାହୁଆ ଫୋଫଡ଼ା ରାଜନୀତୀ ଓ ପରସ୍ପରକୁ ଦୋଷାରୋପ କଲେ ଚଳିବ ନାହó। ରାଜ¥ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଦାୟିତ୍ବରେ ସ୍ନେହାଙ୍ଗିନୀ ରହିଛନ୍ତି। ଏହା ସତ୍ବେ ନବୀନଙ୍କ ତୃତୀୟ ପାଲିରୁ ଆରମ୍ଭ ହୋଇଥିବା ‘ଇକତ ହେଣ୍ଡଲୁମ ପାର୍କ’ ଏବେ ବି ସରକାରୀ ଫାଇଲ ତଲେ ପଡ଼ି ରହିଛି। ବାଲିଜୁରୀ କପଡ଼ା ବଜାର ବିକାଶ ମଧ୍ଯ ତଦୃପ। ରାଜ¥ ସରକାର ବୁଣାକାର ଜାତିର ଗୌରବ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ନାମରେ ବୁଣାକାରଙ୍କ ପାଇଁ ଏକ ବୀମା େଯାଜନା ଆରମ୍ଭ କରିବା େଯାଜନା ରଖôଥିଲେ। ମାତ୍ର େଯାଜନା ତ କାର୍ଯ¥କାରୀ ହେଲା ମାତ୍ର ତହóରୁ ଗଙ୍ଗାଧର ମେହେରଙ୍କ ନାମ ବାଦ ପଡ଼ିଲା।ମନ୍ରୀ କହିଲେ ଆଗାମୀ ଦିନରେ ରାଜ¥ରେ େଯଉଁ ହେଣ୍ଡଲୁମ ଓ ହେଣ୍ଡିକ୍ରାଫ୍ଝ ମୁ¥ଜିଅମ ହେବ ତାହା ଗଙ୍ଗାଧର ମେହେରଙ୍କ ନାମରେ ନାମିତ ହେବ। ଦେଖାଯାଉ ତାହା ବାସ୍ତାବତା ନାଁ ଭେଲିକି! ଏକଥା ମଧ୍ଯ ସତ¥ େଯ ସ୍ନେହାଙ୍ଗିନୀ ଛୁରିଆ ଜଣେ ଦକ୍ଷ ସଙ୍ଗଠିକା। ଏହା ସତ୍ତ୍ବେ ବିଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଶୋଚନୀୟ ପରାଜୟ କାହóକି? ଏ ପ୍ରଶ୍ନ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମୁଖ¥ମନ୍ରୀଙ୍କୁ ମଧ୍ଯ ଘାରିଛି।ଖୋଦ ମୁଖ¥ମନ୍ରୀ ଏହାର ତର୍ଜମା କରି ସାରିଛନ୍ତି। କାରଣ ସ୍ନେହାଙ୍ଗିନୀଙ୍କ ଦକ୍ଷତା ଓ କାର୍ଯ¥କୁଶଳତା ନେଇ ମୁଖ¥ମନ୍ରୀଙ୍କ ସନ୍ଦେହ ନ ଥିଲା। ସ୍ନେହାଙ୍ଗିନୀଙ୍କ ଉପରେ ମୁଖ¥ମନ୍ରୀଙ୍କ ବିଶ୍ବାସ ଏବେ ବି ରହିଛି ଅନ୍ତତଃ ମନ୍ରୀ ମଣ୍ଡଳରୁ ସ୍ନେହାଙ୍ଗିନୀ ବାଦ ପଡ଼ି ନଥିବାରୁ ଏହା ସ୍ପଷ୍ଟ ହୋଇ ଯାଇଛି।ତାହେଲେ ଅତାବିରା ନିର୍ବାଚନ ମଣ୍ଡଳୀକୁ ସ୍ନେହାଙ୍ଗିନୀଙ୍କ ଘନ ଘନ ଗସ୍ତ ଓ ଘରକୁ ଘର ଯିବା ସତ୍ବେ ସେଠାରେ ବିଜେଡ଼ିର ପରାଜୟ,ଏହା ଏକ ଯକ୍ଷ ପ୍ରଶ୍ନ। ଏହାର ଅନେକ କାରଣ ମଧ୍ଯରୁ ସ୍ନେହାଙ୍ଗିନୀଙ୍କ ଗସ୍ତ ସମୟରେ ସାଇରନ ବଜାଇ ପୁଲିସ ପାଇଲଟ ବ¥ବସ୍ଥାର ବ¥ବହାର ଏକ ପ୍ରମୁଖ କାରଣ। କାରଣ ବରଗଡ଼ ପରି ନିଜ ଭିଟାମାଟିରେ ସ୍ନେହାଙ୍ଗିନୀଙ୍କୁ ପୁଲିସ ସୁରକ୍ଷାର କି ଆବଶ¥କତା ରହିଛି। ପୁନଶ୍ଚ େଯଉଁଠି ହଜାର ପୁଲିସ କେନ୍ଦ୍ର ମନ୍ରୀଙ୍କୁ ଢ଼େଲା ମାଡ଼ରୁ ରକ୍ଷା କରି ପାରିଲା ନାହó ପାଇଲଟ ଗାଡ଼ିରେ ଯାଉଥିବା ସୀମିତ ପୁଲିସ ତାଙ୍କୁ କେତେ ସୁରକ୍ଷା ଦେଇ ପାରିବେ? ଲୋକସଭା ସଦସ¥ ସµର୍କରେ ଲୋକଙ୍କ ମତ ହେଲା ପୂର୍ବ ଲୋକସଭା ସଦସ¥ କଂଗ୍ରେସ ନେତା ସଞ୍ଜୟ ଭୋଇ ତାଙ୍କ କାର୍ଯ¥କାଳ ଭିତରେ କୌଣସି ସ୍ଥାନକୁ ଯାଇ ନଥିଲେ ,ଏବେକାର ଲୋକସଭା ସଦସ¥ ଡ଼କ୍ଝର ପ୍ରଭାସ ସିଂ ଲୋକସଭା ଆଲୋଚନାରେ ବି ସକ୍ରିୟ ଅଛନ୍ତି ଏବଂ ନିର୍ବାଚନ ମଣ୍ଡଳୀରେ ବି ବୁଲାବୁଲି କରୁଛନ୍ତି। ତେବେ ସେ କଣ କରୁଛନ୍ତି ଅଞ୍ଚଳର ବିକାଶ ପାଇଁ ତାଙ୍କର କି ସ୍ବପ୍ନ ରହିଛି ତାହା କେହି ଜାଣି ପାରୁ ନାହାନ୍ତି। ତାଙ୍କ କାର୍ଯ¥କାଳ ଭିତରେ ଗଣମାଧ୍ଯମକୁ ସାମନା କରିବାର ସାହାସ ବୋଧ ହୁଏ ଜୁଟାଇ ପାରି ନାହାନ୍ତି।ଅଥବା ପ୍ରସନ୍ନ ଆଚାର୍ଯ¥ଙ୍କ ଭାଷାରେ ଲୋକେ ଏଠି ଶନିମେଳା କଲେ ନେତାଙ୍କୁ ଚାନ୍ଦା ମାଗୁଛନ୍ତି। ସମ୍ଭବତଃ ଡ଼କ୍ଝର ସିଂଏହି କାରଣରୁ ସାମ୍ବାଦିକ ମାନଙ୍କୁ ଅଣଦେଖା କରି ଚାଲିଛନ୍ତି। ସଂପ୍ରତି ନୂତନ ରୂପେ ଭଟଲି ବିଧାୟକ ସୁଶାନ୍ତ ସିଂ ଶ୍ରମ ଓ ନିଯୁକ୍ତି ବିଭାଗର ରାଷ୍ଟ୍ରମନ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଜଣେ ତୃଣମୂଳ ସ୍ତରୀୟ ନେତା ରୂପେ ପରିଚିତ। ସ୍ଥାନୀୟ ଯୁବ ବର୍ଗର ମଧ୍ଯ ପ୍ରଥମ ପସନ୍ଦ। ହେଲେ ବତ୍ର୍ତମାନ ପରିସ୍ଥିତିରେ େଯଭଳି ବେକାରୀ ସମସ¥ା ବଢ଼ି ଚାଲିଛି ସେ ଭଳି ପରିସ୍ଥିତିରେ ସିମୀତ ସମୟ ମଧ୍ଯରେ ବେକାର ଯୁବକଙ୍କୁ କିଭଳି କର୍ମନିଯୁକ୍ତି ଦିଆଯାଇ ପାରିବ ତାହା ଏକ ବିରାଟ ପ୍ରଶ୍ନ। ତା ପରେ ବିଭାଗର ଦୂରବସ୍ଥା କହିଲେ ନ ସରେ । ରାଜ¥ ସରକାର ନିର୍ମାଣ ଶ୍ରମିକ ଓ ଅନ¥ାନ¥ ବର୍ଗର ଶ୍ରମିକଙ୍କ ପାଇଁ ବିଭିନ୍ନ କଲ¥ାଣକାରୀ େଯାଜନା କରିଛନ୍ତି। ହେଲେ ଏ ସବୁ େଯାଜନା ପାଇଁ ଆବେଦନ କରୁଥିବା ଶ୍ରମିକ ମାନଙ୍କୁ ଖୁଲମଖୋଲା ଶୋଷଣ ଚାଲିଛି। ସରକାରୀ ଦପ୍ତରରେ ବେସରକାରୀ ବ¥କ୍ତି ମାଡ଼ିବସି ଆବେଦନକାରୀଙ୍କ ଠାରୁ ମୋଟା ଅର୍ଥ ଅସୁଲି କରୁଥିବା ଅଭିେଯାଗ ହେଉଛି।ଏଣୁ ନୁତନ ନିଯୁକ୍ତି ହେଉ ବା ନହେଉ ସରକାରୀ କାର୍ଯ¥ାଳୟରେ ଚାଲିଥିବା ଭ୍ରଷ୍ଟାଚାର କିଛିଟା ହ୍ରାସ ପାଇଲେ ତାହା ସାମଗ୍ରିକ ରୂପେ ଜିଲାପାଇଁ ମଙ୍ଗଳକର ହେବ।କ୍ଷମତାର ବିନିେଯାଗ ଦ୍ବାରା ଯଦି ର୍ଦୁନୀତିିକୁ ନିୟନ୍ରିତ କରାଯାଇ ପାରିବ ତାହେଲେ ଅଞ୍ଚଳର ବିକାଶ ଆପେ ଆପେ ହେବ। କେବଳ କ୍ଷମତା ଦ୍ବାରା ଆଞ୍ଚଳିକ ବିକାଶ ହୁଏ ନାହó , ଦୂରଦୃଷ୍ଟି ସµନ୍ନ ସୁଚିନ୍ତିତ େଯାଜନା ଓ କ୍ଷମତାର ଉପଯୁକ୍ତ ବିନିେଯାଗ ଦ୍ବାରା ବିକାଶ ତ୍ବରାନ୍ବିତ ହୋଇଥାଏ।

ସୁରେନ୍ଦ୍ର କୁମାର ହୋତା, ବରଗଡ଼

About surendrahota

Leave a Reply

%d bloggers like this:
Skip to toolbar