Breaking News
Home / Bhubaneswar / Success of BJD in Byelection

Success of BJD in Byelection

ଉପ ନିର୍ବାଚନରେ ବିଜେଡ଼ିର ସଫଳତା


ଭୁବନେଶ୍ବର,୨୦/୪/୨୦୧୭: ଚଳିତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାନ¥ବର ହାଇକୋର୍ଟଙ୍କ ଅନ୍ତରିଣ ରହିତାଦେଶ େଯାଗୁ ୪ଟି ବ୍ଲକର ସମିତି ସଭ¥ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତୁ¥ େଯାଗୁ ସ୍ଥଗିତ ଥିବା ମୋଟ ୧୪ଟି ସ୍ଥାନରେ ମତଦାନ ହୋଇଯାଇଛି। ସେଥିମଧ୍ଯରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ବ୍ଳକର ୮ ନମ୍ବର ଜୋନ¨ରେ ବିଜେଡିର ଜିଲ୍ଲା ପରିଷଦ ସଭ¥ ମହେଶ୍ବର ମହାରଣା ୪୦୦୦ ଭୋଟ ବ¥ବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରାର୍ଥୀଙ୍କୁ ହରାଇଛନ୍ତି। ସେହିପରି ପର୍ଜଙ୍ଗ ବ୍ଲକ ସମିତି ସଭ¥ ନିର୍ବାଚନରେ ୨୯ଟି ସମିତି ସଭ¥ ଆସନରୁ ୨୩ଟିରେ ବିଜୟୀ ହୋଇଥିବା ବେଳେ ଭବାନୀପାଟଣା ବ୍ଲକର ୩୬ଟି ସମିତି ସଭ¥ ଆସନରୁ ୨୦ଟିରେ ବିଜେଡି ସମର୍ଥôତ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି। ସେହିପରି ରେଙ୍ଗାଳି ବ୍ଲକରେ ବିଜେଡି ସମର୍ଥôତ ସମିତି ସଭ¥ ପ୍ରାର୍ଥୀମାନଙ୍କର ବିପୁଳ ବିଜୟ ହୋଇଥିବା ଖବର ହସ୍ତଗତ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ-ସଭାପତି ତଥା ବିଧାୟକ ସୂର୍ଯ¥ନାରାୟଣ ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar