Breaking News
Home / Bhubaneswar / Blood donation camp in the memory of Lalatendu Bidyadhar Mahapatra

Blood donation camp in the memory of Lalatendu Bidyadhar Mahapatra

ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ପିସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି:ଏକାଦଶାହରେ ଆୟୋଜିତ ହେଲା ରକ୍ତଦାନ କାର୍ଯ୍ୟକ୍ରମ

raktadana-sibira-7
ଭୁବନେଶ୍ୱର ୧୬/୧୧ : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି, ପୂର୍ବତନ ବିଧାୟକ ତଥା ଯୁବମାନସର ପ୍ରତୀକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପିସିସି ପକ୍ଷରୁ ତିନି ଦିନିଆ ଶୋକ ପାଳନ କରାଯାଇଥିବା ବେଳେ ଆଜି ତାଙ୍କ ଏକାଦଶାହ ଅବସରରେ ତାଙ୍କରି ସ୍ମୃତିରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ବି.କେ.ହରିପ୍ରସାଦ, ସମ୍ପାଦକ ଶ୍ରୀ ଶୁଭଙ୍କର ସରକାର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ଶ୍ରୀ ସୁରେଶ କୁମାର ରାଉତରାୟ, କୋଷାଧ୍ୟକ୍ଷ ଇଂ ମହମ୍ମଦ ମୁକିମ, ସାଧାରଣ ଶୁଭେନ୍ଦୁ ମହାନ୍ତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ସମେତ ବହୁ ବରିଷ୍ଠ ନେତା ପ୍ରାରମ୍ଭରେ ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏହି ଅବସରରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ରକ୍ତଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ସନ୍ଧ୍ୟା ମହାପାତ୍ର,ରବୀନ୍ଦ୍ର କୁମାର ସେଠୀ, ଶରତ ରାଉତ, ରବିନ୍ଦ୍ର ସେଠୀ, ମହମ୍ମଦ ମୋକିମ୍, ଶୁଭେନ୍ଦୁ ମହାନ୍ତି, ସଦନ ନାୟକ, ସମୀର କୁମାର ରାଉତରାୟ, ସନ୍ଧ୍ୟା ମହାପାତ୍ର, ଶିବାନନ୍ଦ ରାୟ, ଗୁରୁପଦ ନନ୍ଦ, ପ୍ରଦୀପ ମାଝୀ, କିଶୋର ଜେନା, ଭୂଜବଳ ମାଝୀ, ସସ୍ମିତା ବେହେରା, ମନୋରଞ୍ଜନ ଦାଶ, ସୁଲୋଚନା ଦାସ,ଗିରିଜା ଶଙ୍କର ଦାଶ,ସୌଗତ ମହାନ୍ତି, ବିଷ୍ଣୁ ବାରିକ, ବିଜୟ ଦ୍ୱିବେଦୀ, ବିଶ୍ୱଜିତ୍ ଦାସ, ନିକୁଞ୍ଜ ପଶାୟତ, ସୁଧାଂଶୁ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ବିକାଶ ଗରାବଡୁ, ସୁଶାନ୍ତ ତି୍ରପାଠୀ, ଦୀପକ ସାହୁ, ସରୋଜ ପରିଡା, ଦେବାଶିଷ ଭୂୟାଁ,ସତ୍ୟାନନ୍ଦ ରାଉତ, ପ୍ରତାପ ରାଉତରାୟ, ପ୍ରଦୀପ ସ୍ୱାଇଁ, ଆଶ୍ରିତ ପଟ୍ଟନାୟକ, ରବିନ୍ଦ୍ର ଆଚାର୍ଯ୍ୟ, ଜ୍ୟୋତିଷ ସାହୁ, ସୁବୋଧ ପାଣି, ପ୍ରକାଶ ମିଶ୍ର, ମନୋରଞ୍ଜନ ରାଉତରାୟ, ଲିଙ୍ଗରାଜ ସାହୁ, ସୁଶାନ୍ତ ବେହେରା, ଚିନ୍ମୟ ସୁନ୍ଦର ଦାସ, ବିରେନ୍ ସେନାପତି, ସୁଧାନିଧି ମହାପାତ୍ର, ଜୟକୃଷ୍ଣ ମଲିଆ, ସତ୍ୟବ୍ରତ ନାୟକ, ପ୍ରଦୀପ ମହାପାତ୍ର, କୈଳାସ ସାହୁ, ସୌମ୍ୟ ମହାପାତ୍ର, ସୂର୍ଯ୍ୟକାନ୍ତ ରାଉତ, ସରୋଜ ପାତ୍ର, ତାରିକ୍ ହୁସେନ୍ ଖାନ୍ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar