Breaking News
Home / Bhubaneswar / Navodaya Alumni Association’s Annual Meat 2016

Navodaya Alumni Association’s Annual Meat 2016

ନବୋଦୟ ପୂର୍ବତନ ଛାତ୍ର ସମ୍ମିଳନୀ

Delegates on the dias of Navodayan Alumni Associations's Annual Meet releasing a vision magazine at Utkal Mandap in Bhubaneswar on Sunday.

Delegates on the dias of Navodayan Alumni Associations’s Annual Meet releasing a vision magazine at Utkal Mandap in Bhubaneswar on Sunday.

 ଭୁବନେଶ୍ୱର  ୧୩ ନଭେମ୍ବର ୨୦୧୬, : ସମଗ୍ର ଓଡ଼ିଶାରେ ଥିବା ୩୧ ଟି ଜବାହର ନବୋଦୟ ବିଦ୍ୟାଳୟ ର ୨୦୦୦ ରୁ ଉର୍ଧ୍ଵ ପୂର୍ବତନ ଛାତ୍ରଛାତ୍ରୀ ଆଜି ସ୍ଥାନୀୟ ଉତ୍କଳ ମଣ୍ଡପ ଠାରେ ବାର୍ଷିକ ସମ୍ମିଳନୀ ପାଳନ କରିଛନ୍ତି | ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଓଡିଶା କୌଶଳ ବିକାଶ ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚି ଯୋଗଦେଇ ନବୋଦୟ ଆଲୁମନି ଆସୋସିଏସନ ଅଫ ଓଡିଶା (ଏନ.ଏ.ଏ. ଓ.) ର ସଦସ୍ୟ ମାନଙ୍କୁ ଉଦବୋଧନ ଦେଇଥିଲେ | ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ରହିଛନ୍ତି  ଡେଭେଲପ୍ମେଣ୍ଟ କମିଶନର ଶ୍ରୀ ଆର. ବାଲକ୍ରିଷ୍ଣନ, ପଦ୍ମଶ୍ରୀ ପ୍ରଫେସର ଡ. ପ୍ରଫୁଲ୍ଲ କୁ ଜେନା | ରାଜ୍ୟର ବିଭିନ୍ନ ନବୋଦୟ ବିଦ୍ୟାଳୟ ର ଶିକ୍ଷକ ତଥା ପ୍ରିନସିପାଲ ମଧ୍ୟ ଏଥି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ଏହି ଅବସରରେ ଏନ.ଏ.ଏ. ଓ. ର ରାଜ୍ୟ ସଭାପତି ଡ଼. ଋଷୀକାନ୍ତ ମହାନ୍ତ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ତଥା ରାଜ୍ୟ ବାହାରେ ପ୍ରତିଷ୍ଠିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ | ନ.ଏ.ଏ. ଓ. ର ସମ୍ପାଦକ ଶ୍ରୀ ଆଶାଭାନୁ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ରୀ ସଂଜିତ ବେହେରା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ | ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଏହି ସମ୍ମିଳନୀ ରେ. ନବୋଦୟ ପରିବାର ର ସଦସ୍ୟ ଚଷୁଦାନ ପାଇଁ ପଞ୍ଜିକରଣ କରିଥିଲେ |ପରିଶେଷରେ ନବୋଦୟ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |

Odisha Skill Development Authority Chirman Subroto Baghchi speak at the Navodayan Allumini Association Odisha's Annual Meet at Utkal Mandap in Bhubaneswar on Sunday.

Odisha Skill Development Authority Chirman Subroto Baghchi speak at the Navodayan Allumini Association Odisha’s Annual Meet at Utkal Mandap in Bhubaneswar on Sunday.

Odisha Skill Development Authority Chirman Subroto Baghchi speak at the Navodayan Allumini Association Odisha's Annual Meet at Utkal Mandap in Bhubaneswar on Sunday.

Odisha Skill Development Authority Chirman Subroto Baghchi speak at the Navodayan Allumini Association Odisha’s Annual Meet at Utkal Mandap in Bhubaneswar on Sunday.

Odisha Skill Development Authority Chirman Subroto Baghchi and other delegates on the dias of Navodayan Allumini Association Odisha's Annual Meet at Utkal Mandap in Bhubaneswar on Sunday.

Odisha Skill Development Authority Chirman Subroto Baghchi and other delegates on the dias of Navodayan Allumini Association Odisha’s Annual Meet at Utkal Mandap in Bhubaneswar on Sunday.

5 Attachments

About surendrahota

Leave a Reply

%d bloggers like this:
Skip to toolbar