Breaking News
Home / Bhubaneswar / Safety awareness week celebration at East Cost Railway

Safety awareness week celebration at East Cost Railway

ପୂର୍ବ ତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ

a-dsc_5460ଭୁବନେଶ୍ୱର ୨/୧୧/୨୦୧୬-ପୂର୍ବ ତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ ସେମିନାର “ସାଧାରଣ ଜନତାଙ୍କ ସହଯୋଗ ଜାତୀୟ ସଂହତିର ଉତ୍ତୋରଣ ଏବଂ ଦୁର୍ନୀତି ନିବାରଣ ପାଇଁ ଏକ ଆୟୁଧ’’ ରେ ଭାଗ ନେଇ ଓଡ଼ିଶାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ପୂର୍ବ ତଟ ରେଳପଥର କର୍ମଚାରୀ ଓ ଅଧିକାରୀମାନଙ୍କୁ ରେଳସଦନ ଠାରେ ଗତ ସୋମବାର ଦିନ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଉମେଶ ସିଂହ ଓ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀମତୀ ଜୟା ବର୍ମା ସିହ୍ନା ଏହି ଅବସରରେ ଉପସ୍ଥିତ ଥିଲେ ।c-dsc_5462

About surendrahota

Leave a Reply

%d bloggers like this:
Skip to toolbar