Breaking News
Home / Bhubaneswar / Bargarh District Congress Committee reformed

Bargarh District Congress Committee reformed

ବରଗଡ଼ ଜିଲା କଂଗ୍ରେସ କମିଟି ଗଠିତ

congress1ଭୁବନେଶ୍ୱର ତା ୨୩.୧୦.୨୦୧୬ – ବରଗଡ଼ ଜିଲା କଂଗ୍ରେସ କମିଟି ସଭାପତି ଶ୍ରୀ ଅନନ୍ତ ଶୟନ ପାଢ଼ୀଙ୍କ ପ୍ରସ୍ତାବ କ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ବରଗଡ଼ ଜିଲା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ ଅନୁମୋଦନ କରିଛନ୍ତି । ଏହି କମିଟିରେ ରାଜେଶ କୁମାର ଅଗ୍ରୱାଲ, ପାଣ୍ଡବ କରଣ, ପ୍ରଣୟ କୁମାର ସାହୁ, ଉନି ନାୟାର ଓ ବୈଦ୍ୟନାଥ ସାହୁ ଉପ ସଭାପତିଭାବେ ମନୋନୀତ ହୋଇଛନ୍ତି । ସାଧାରଣ ସଂପାଦକ ଭାବେ ସରୋଜ କୁମାର ସରଙ୍ଗୀ, ପଞ୍ଚାନନ ମିଶ୍ର, ମୋତିରାମ ସାହୁ, ମନୋଜ ତ୍ରିବେଦୀ, ବିନୋଦ କାଳିଆ, କେ.ପି. ଶ୍ରୀନିବାସ, ସଞ୍ଜୀବ ପଣ୍ଡା, ଶ୍ୟାମଲାଲ ନାୟକ ଓ ସଂକୀର୍ତ୍ତନ ଦାସ କାର୍ଯ୍ୟକରିବେ । କୋଷାଧ୍ୟକ୍ଷ ଭାବେ ସରୋଜ କୁମାର ମହାପାତ୍ର ମନୋନୀତ ହୋଇଛନ୍ତି । ସେହିପରି ସମ୍ପାଦକ ଭାବେ ରମେଶ ପଣ୍ଡା, ଅବୁଦ୍ୟ ବାରିକ, ରୋହିତ ଲୋହା, ସୁଶିଲ ଅଗ୍ରୱାଲ, ସଂଜୟ ନାୟକ, ଦାଶରଥି ବେହେରା, ସ୍ୱରୂପ ଗୁରୁ, ମନୋଜ ସତପଥି, ଲୋକେଶ୍ୱର ବାରିକ ଓ ପରମାନନ୍ଦ ସାହୁ ଦାୟୀତ୍ୱ ସଂପାଦନ କରିବେ ।  ସେହିପରି ସଂଗଠନ ସମ୍ପାଦକ ରୁପେ ଗଜେନ୍ଦ୍ର କୁମାର ଦାସ, ଅଶୋକ କୁମାର ଲୋହା, ଦିଘା ପ୍ରସାଦ ଦାଶ, ବନ୍ତରାମ ସେଠ, ଅରୁଣ ଦାନି  ଓ ମୁବାରକ ଖାନ ମନୋନୀତ ହୋଇଛନ୍ତି । ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ  ଶ୍ରୀ ସଞ୍ଜୟ ଭୋଇ, ପ୍ରକାଶ ଚନ୍ଦ୍ର ଦେବତା, ରିପୁନାଥ ସେଠ, ସତ୍ୟଭୁଷଣ ସାହୁ, ସୁବଳ ସାହୁ, ସାଧୁ ନେପାକ, ନିହାର ମହାନନ୍ଦ, ଡ. ପ୍ରକାଶ ନାରାୟଣ ତ୍ରିପାଠୀ ଓ ସୁରେନ୍ଦ୍ର ବାରିକ କମିଟିରେ ରହିଛନ୍ତି ।କମିଟିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟମାନେ ହେଲେ ଟିକାୟତ ମହତାମ, ସତ୍ୟନାରାୟଣ ଦେବତା, ଗୋବିନ୍ଦ ମିତ୍ର, ବ୍ରହ୍ମା ମହାକୁଡ଼, ଯୋଗେଶ ପ୍ରଧାନ, ଆଶୁତୋଷ ପ୍ରଧାନ, ମହମ୍ମଦ ଗଫର ଖାନ, ମହମ୍ମଦ ନଶିମ ଖାନ, ମିଟିଲାଲ ଦାସ, ବିରେନ ହାତି, ଯତି ପୁଝାରୀ, ଶ୍ରୀ ପ୍ରସାଦ ସିଂହ, ସଂଜୀବ ଦାସ, ପ୍ରଦୁ୍ୟମ୍ନ ତ୍ରିପାଠୀ, ଦୁର୍ଗା ସାଇନି, ଭିକି ସାହୁ, ବଳରାମ କର୍ଣ୍ଣ, ରଞ୍ଜନ ସେଠ, ବିଜୟ କୁମାର ସୁନା, ବମୋସିନୀ ସାହୁ, ମାନା ମେହେର, ଗୋପିକୃଷ୍ଣ ରଥ ଓ କୁନା ମହାପାତ୍ର । ସେହିପରି ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଦସ୍ୟଭାବେ ସର୍ବଶ୍ରୀ ଅଚୁତାନନ୍ଦ ଦାଶ, ରବିନାରାୟଣ ଦାଶ, ବାଛା ଭୋଇ, ଗୌରୀଶଙ୍କର ମହାପାତ୍ର, ଚୁନ୍ଦୁଲାଲ ପ୍ରଧାନ, ଗୌନିତା ସାହୁ, ସୁଶାନ୍ତ ମିଶ୍ର, ତାରକ ଦୋରା, ବୈକୁଣ୍ଠ ମେହେର, ଦୀପକ ଦେବତା, ଦୟାଶାଗର ମେଣ୍ଡଲି, ନିପନ ଦାଶ, ହରଦିପ ସିଂ, ଆନନ୍ଦ ପ୍ରଧାନ, ସୁପ୍ରଭା ଦାଶ ଓ ଦାବୁ ସ୍ୱାଇଁ ମନୋନୀତ ହୋଇଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar