Breaking News
Home / Bhubaneswar / Bargarh District Congress Committee reformed

Bargarh District Congress Committee reformed

ଖୋର୍ଦ୍ଧା ଜିଲା କଂଗ୍ରେସ କମିଟି ଗଠିତ

congress1
ଭୁବନେଶ୍ୱର ତା ୨୩.୧୦.୨୦୧୬ (ବିଶ୍ୱରଞ୍ଜନ ମିଶ୍ର) – ଖୋର୍ଦ୍ଧା ଜିଲା କଂଗ୍ରେସ କମିଟି ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ପ୍ରସ୍ତାବ କ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଖୋର୍ଦ୍ଧା ଜିଲା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ ଅନୁମୋଦନ କରିଛନ୍ତି । ଥିରେ ଉପସଭାପତି ଭାବେ ବାହୁ ଜୟସିଂହ, ବିଭୁ ପ୍ରସାଦ ମହାପାତ୍ର, ବ୍ରଜମୋହନ ମଙ୍ଗରାଜ, ଧିରେଶ ମହାପାତ୍ର, ଡ. ବିରଜା କୁମାର ସାମନ୍ତରାୟ, ଯିତେନ୍ଦ୍ର ହୋତା, କଳିଙ୍ଗ ସାହୁ, କ୍ଷେତ୍ରମୋହନ ତ୍ରିପାଠୀ, ମିତ୍ରଭାନୁ ସୁବୁଦ୍ଧି,  ନରେନ୍ଦ୍ର ନାଥ ଦାସ, ପ୍ରଦୀପ ସ୍ୱାଇଁ, ସର୍ବେଶ୍ୱର ମାଝୀ, ଶିଶିର ପରିଡ଼ା, ଶ୍ରୀମନ୍ତ ବର୍ମା,  ସୁଦର୍ଶନ ସୁନ୍ଦରରାୟ, ବିଭୁତି ମିଶ୍ର ଓ ରବିନ୍ଦ୍ର କୁମାର ଅଟା ରହିଥିବାବେଳେ କୋଷାଧ୍ୟକ୍ଷ ଭାବେ ସୁଧାଂଶୁ ମୋହନ ପଠାନୀ ରହିଛନ୍ତି । ସେହିପରି ସାଧାରଣ ସଂପାଦକ ଭାବେ  ଅବିନାଶ ଜେନା, ଅନନ୍ତ ବେହେରା, ଅଶୋକ ବେହେରା, ବୈଲୋଚନ ସାହୁ, ବଂଶୀଧର ଭୋଳ, ବଟକୃଷ୍ଣ ରାଉତରାୟ, ବିଭୁତି ମିଶ୍ର, ଦଲୁ ଚକ୍ରବର୍ତ୍ତୀ, ଦିଲ୍ଳୀପ କୁମାର ସ୍ୱାଇଁ, ଲକ୍ଷ୍ମୀଧର ସାହୁ,  ମନୋଜ ଦାସ, ମନୋଜ ନାୟକ, ମନୋରଞ୍ଜନ ସେନାପତି, ପପୁ ପଟ୍ଟନାୟକ, ପବିତ୍ର ମୋହନ ପରିଡ଼ା, ପ୍ରଭାତ କୁମାର ପରିଡ଼ା, ରବିନ୍ଦ୍ର କୁମାର ହୋତା, ସୁବାଷ ପାତ୍ର, ଶୁଭ୍ରାଶୁ ଶେଖର ପଟ୍ଟନାୟକ, ସୁନିଲ କୁମାର ରାଉତରାୟ ଓ ତ୍ରିଲୋଚନ ପ୍ରଧାନ ମନୋନୀତ ହୋଇଛନ୍ତି ।ସର୍ବଶ୍ରୀ ଆର୍ତ୍ତବନ୍ଧୁ ମାଝୀ, ଅଶୋକ ବେହେରା, ଭୁଷଣ ଛୋଟରାୟ, ବିଭୁତି ଭୁଷଣ ମିଶ୍ର, ବିପିନ ବିହାରୀ ଜୟସିଂହ, ବୁଲୁ ପାତ୍ର, ଧନେଶ୍ୱର ରାଉତରାୟ, ଗଦାଧର ଚମ୍ପତିି, ଇଶି ସିଂ, ଜଗନ୍ନାଥ ବରା, କୈବଲ୍ୟ ସାମନ୍ତରାୟ, କାଳୁ ଛୋଟରାୟ, କୃଷ୍ଣ ବେହେରା, ମହମ୍ମଦ ଅରିଫ, ମନୋଜ ଦାଶ, ଏମଡି ବାବାଖାନ, ଏମଡ଼ି ତହିର, ମହମ୍ମଦ ଆରିଫ, ନଶୁର ଅଲ୍ଲୀ, ରଞ୍ଜନ ମହାପାତ୍ର, ରଣଜିତ ମହାପାତ୍ର, ରଶ୍ମିରଞ୍ଜନ ପାଟଶାହାଣୀ, ରୀନା ଦେଇ, ସଦାଶିବ ବରିଶଲ, ଶିବ ରାଉତରାୟ, ସାହାଜନ ଖାନ, ସମ୍ମୁପାଟଶାହାଣୀ, ସନ୍ଦିପ ପଟ୍ଟନାୟକ, ସନ୍ତୋଷ ହୋତା, ଶରତ ରାଉତରାୟ, ଶରତ ସାମନ୍ତରାୟ, ସତ୍ୟଜିତ ପଟ୍ଟନାୟକ, ଶିବ ପ୍ରସାଦ ସେଠୀ, ଶିବ ପ୍ରସାଦ ଦାସ, ଏସ୍କେ ନସୁର ଅଲ୍ଳୀ, ଶ୍ରୀମତୀ ଉଲାସ ମଣୀ ମଲ୍ଲିକ, ଶୁଭେନ୍ଦୁ ପରିଜା, ସୁଧିର ଦାସ, ଟିକିନା ଜେନା, ତ୍ରିଲୋଚନ ମହାପାତ୍ର ଓ ତ୍ରିଲୋଚନ ପ୍ରଧାନ ସଂପାଦକ ଭାବେ କାର୍ଯ୍ୟକରିବେ ।     ଖୋର୍ଦ୍ଧା ଜିଲା କଂଗ୍ରେସ କମିଟି କାର୍ଯ୍ୟକାରିଣୀ ସଦସ୍ୟ ମାନେ ହେଲେ ଅବଦୁଲ ବାରି, ଅନନ୍ତ ବେହେରା, ଅଞ୍ଜଳି ମହାନ୍ତି, ଅଟଳ ସାମନ୍ତ, ବଂଶୀଧର ପରିଡ଼ା, ବେଣୁଧର ଭୋଇ, ଭରତ ଚନ୍ଦ୍ର ଛୋଟରାୟ, ବିବସ ମହାପାତ୍ର, ବିଜୟ ମହାପାତ୍ର, ବୁଲୁ ମହାପାତ୍ର, ଚିତ୍ତତ୍ତରଞ୍ଜନ ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ଦିଲ୍ଳୀପ ଶ୍ରୀଚନ୍ଦନ, ଡ. ବ୍ରଜ କିଶୋର ସାମନ୍ତରାୟ, ଡ. ଗୌରୀ ସିଂହ, ଫକରି ପ୍ରଧାନ, ଗୁକୁଳି ସାମନ୍ତରାୟ, ଗୌରହରି ଜଗଦେବ, ଗୌରି ପ୍ରସାଦ ସିଂହ, ଯାନକୀ ପଟ୍ଟନାୟକ, କୈବଲ୍ୟ ସାମନ୍ତରାୟ, କୈଳାସ ପାତ୍ର, କେଶି ନାୟକ, କୃଷ୍ଣ ଚନ୍ଦ୍ର ନରେନ୍ଦ୍ର, ଲୋକନାଥ ମହାରଥି, ମଜବୋଲ ହୋଦା, ମମତା ମହାନନ୍ଦ, ମାନସ ମଙ୍ଗରାଜ, ମନୋଜ ନାୟକ, ମହମ୍ମଦ ଜାଭେଦ, ମିତ୍ରଭାନୁ ସୁବୁଦ୍ଧି, ମୋହନ ସୁନ୍ଦର ଶତୃଶଲ୍ୟ,  •ରୁଲତା ବେହେରା, ନଳିନୀ ବେହେରା, ଓସିଉଲ୍ଲା ଖାନ, ପ୍ରଭାତୀ ଘଡେ଼ଇ, ପ୍ରଦୀପ କୁମାର ସରଙ୍ଗୀ, ପ୍ରକାଶ ଚନ୍ଦ୍ର ସୁବୁଦ୍ଧି, ପ୍ରତାପ ସାମନ୍ତରାୟ, ରାଘବ ସେଠୀ, ରଘୁନାଥ ମିଶ୍ର, ରାଜକିଶୋର ପାତ୍ର, ରାମଚନ୍ଦ୍ର ମହାପାତ୍ର,  ରମେଶ ଚନ୍ଦ୍ର ସାହୁ, ଜୟନ୍ତ ଭୋଇ, ରୀନା ଜେନା, ଶଙ୍କର ବେହେରା, ଶରତ ସାହୁ, ସରୋଜ ନାୟକ, ସୀତାକାନ୍ତ ସେନାପତି, ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ଶ୍ରୀମତୀ ଶାନ୍ତିଲତା ସେଠୀ, ସୌର ଦାସ, ସୁକାନ୍ତ କୁମାର ସାହୁ, ତାରା ପଟ୍ଟନାୟକ, ଉମା ମହାପାତ୍ର ।

About surendrahota

Leave a Reply

%d bloggers like this:
Skip to toolbar